ଯେଉଁ ମାସରେ ଶୀତ ହେବା କଥା… ସେ ମାସରେ ଲୋକେ ଗୁଳୁଗୁଳି ଅନୁଭବ କଲେଣି

Winter

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ମାଘ ମାସରେ ଶୀତ ହେବା କଥା ସେହି ମାସରେ ଶୀତ କୁଆଡେ ଉଭାନ ହୋଇଜାଇଛି । ହଁ ବନ୍ଧୁଗଣ ସକାଳ 6.00 ଟାରୁ ଏବେ ଖରା ପଡିଲା ଆରମ୍ଭ ହୋଇଜାଉଛି । ଆଉ 8.00 ସୁଧା ଟାଣ ଖରା ଆଉ 10.00 ଟା ସୁଧା ଘରୁ ନବାହାକରିବା ପାଇଁ ଇଚ୍ଛା ହେଉଛି । ଦିନର ଟାଇଁ ଟାଇଁ ଖରା ଜନ ଜିବନ କୁ ଅସ୍ତ ବ୍ୟସ୍ତ କରୁଛି । ହଁ ବନ୍ଧୁଗଣ ପୂର୍ବାହ୍ନ 12.00 ରେ ଲାଗୁଛିଯେ ଏହା ବସନ୍ତ ଋତୁ ନୁହେଁ ଗ୍ରୀଷ୍ମ ଋତୁ ଆସିଛି । ସର୍ବଚ୍ଛ ଦିନର ତାପମାତ୍ରା ପ୍ରାୟ 4 ଡୀଗ୍ରି ଠାରୁ ଅଧିକ ରହିଛି । ଫଳରେ ପାଣିପାଗ ବିଭାଗ ର ପୂର୍ବାନୁମାନ ଧିରେ ଧିରେ ସତ ହେଉଛି ।

ଏହି ବର୍ଷ ବସନ୍ତ ଉଭେଇ ଯିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହେଉଛି । ଆଜି ରାଜ୍ୟର 11 ସହର ର ତାପମାତ୍ରା 33 ଡିଗ୍ରୀ ଅତିକ୍ରମ କରିଛି । ବୈଦ୍ଧରେ ପାରଦ ର ସ୍ଥର 35 ଡୀଗ୍ରି ଛୁଇଁ ଥିବା ବେଳେ ରାଜ୍ୟରେ ଏହା ଥିଲା ସବର୍ଚ୍ଚୋ ଦିନର ତାପମାତ୍ରା । ସେହି ପରି ତାଳଚେର ରେ 34.4 ଡୀଗ୍ରି , ଭୁବନେଶ୍ୱର ରେ 34.00 ଡୀଗ୍ରି ଦିନର ତାପମାତ୍ରାରେ ରେକର୍ଡ ହୋଇଛି ।

Increase in temperature

ସାଧାରଣତଃ ଏହି ସମୟ ରେ ରାଜ୍ୟର ସ୍ୱଭାବିକ ତାପମାତ୍ରା । 30 ଡୀଗ୍ରି ତଳେ ରହିବା କଥା । ଯେଉଁ ସମୟ ରେ 34 ଡିଗ୍ରି ପାରି କରୁଛି ତାପମାତ୍ରା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବା ଅନୁସାରେ । ଗୋପାଳପୁର ରେ ଆଜି ସର୍ବଚ୍ଚୋ ଦିନର ତାପମାତ୍ରା । 33.8 ଡୀଗ୍ରି ରେକର୍ଡ ହୋଇଛି । ତେବେ ପାଣିପାଗ ବିଶେଷଜ୍ଞ୍ୟ ଉମାଶଙ୍କର ଦାସ ଘଙ୍କ କହିବା କଥା ବର୍ତମାନ ସମୟ ରେ ବାୟୁ ମଣ୍ଡଳର ଆଦ୍ରତା କମିଛି । ଆକାଶ ମଧ୍ୟ ନିର୍ମଶ ରହୁଛି ଫଳରେ ଟାଣ ଖରା ରହୁଛି ।

ଆଗକୁ ଏମିତି 5 ଦିନ ପର୍ଯ୍ୟନ୍ତ ଏମିତି ଖରା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ୍ୟ ଉମାଶଙ୍କର ଦାସ କହିଛନ୍ତି । ହଁ ବନ୍ଧୁଗଣ ମାଘ ମାସରେ ଶୀତ ଉଭେଇ ଜାଇଛି ବସନ୍ତ ହେବ କି ନାହିଁ ତାହା ସନ୍ଧେହ ରେ ରହିଛି । କାରଣ ବସନ୍ତ ରେ ଯେଉଁ ଶୀତୁଆ ଶୀତୁଆ ପାଗ ରହିବା କଥା ତାହା ବୋଧେ ଏହି ବର୍ଷ ଉଭେଇ ଯିବ । କାରଣ ଯେଉଁ ଦିନରେ ତାପମାତ୍ରା 30 ଡୀଗ୍ରି ତଳେ ରହିବା କଥା । ସେତେ ବେଳେ 4 ଡିଗ୍ରି ଉପରେ ରହୁଛି ତାପମାତ୍ରା । ଜାହାକୁ ନେଇ ଏବେ ଚିନ୍ତାରେ ପଡିଲେଣି ଜନସାଧାରଣ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *