ରାଜଧାନୀରେ ଘଚିଲା ଚାଞ୍ଚଲ୍ୟ କର ଘଟଣା ,ପଟିଆ ଅଞ୍ଚଳରେ ଗୋଡ ହାତ ବାନ୍ଧି ଦୁଇ ଯୁବତୀଙ୍କୁ ଦୁ-ଷ୍କ-ର୍ମ ଅଭିଯୋଗ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚିକ୍ ମିକ୍ ଆଲୁଅ ରେ ଚମକୁଛି ରାଜଧାନୀ ଆଉ ଏହାରି ମଧ୍ୟରେ ଦୁଇ ଜଣ ଯୁବତୀ ଦୁ-ଷ୍କ-ର୍ମ ର ଶୀକାର ହୋଇଛନ୍ତି । ହାତ ଗୋଡ ବାନ୍ଧି ସେମାନଙ୍କୁ ଗଣ ଦୁ-ଷ୍କ-ର୍ମ କରିଛନ୍ତି । ଚିତ୍କାର କରି ଛାଡି ଦେବାକୁ କହିଥିଲେ ବି ତାଙ୍କ ପାଟିକୁ ବନ୍ଦ କରି ଦେବା ସହ ଦୁ-ଷ୍କ-ମ କରିଥିବା ସହିତ ସେମାନଙ୍କୁ ଛାଡି ନଥିଲେ । ଗତ 17 ତାରିଖ ବିଳମ୍ବିତ ରାତିରେ ରେ ପଟିଆ ଷ୍ଟେସନ ନିକଟ ରେ ଘଟିଛି ଏମିତି ଲୋମ ଟାଙ୍କୁରା ଘଟଣା ।

ଗୋଡ ହାତ ବାନ୍ଧି ରାତି ସାରା ଗଣ ଦୁ-ଷ୍କ-ର୍ମ କରିଛନ୍ତି ଦୁଇ ଯୁବକ । ତେବେ ନାବାଳିକା ଦୁଇ ଜଣ ହେଲେ ସ୍ଥାନିୟ ଇଂଞଳା କେଳା ସାହିର ବୋଲି ଜଣା ପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଦିନ ବେଳେ ଘରୁ ବୁଲିବାକୁ ବାହାରି ଜାଇଥିଲେ ଏହି ଦୁଇଜଣ । ହେଲେ ପରେ ଏମାନେ ଘରକୁ ଆଉ ଫେରି ନଥିଲେ । ଘର ଲୋକ ସେମାନଙ୍କୁ ଯେତେ ଖୋଜା ଖୋଜି କରିଥିଲେ ବି ଆଉ ସେମାନଙ୍କୁ ପାଇ ନଥିଲେ ।

girl b

ଆଉ ସକାଳୁ ସକାଳୁ ଦୁଇ ଜଣ ଘରକୁ ଫରିଥିଲେ । ଆଉ କାନ୍ଦି କାନ୍ଦି ମାଆ ବାପା ଙ୍କ ସାମ୍ନାରେ ସବୁ ସତ କଥା କହିଥିଲେ । ସେମାନଙ୍କୁ କେମିତି ହାତ ଗୋଡ ବାନ୍ଧି ଦୁ-ଷ୍କ-ର୍ମ କରିଥିଲେ ସବୁ କଥା ଖୋଲିକି ବାପା ମାଆ ଙ୍କ ସାମ୍ନାରେ କହିଥିଲେ । ତେବେ ଦୁଇଜଣ ଛାତ୍ରୀ ଙ୍କ ପାଖରୁ ଏହି କଥା ସୁଣିବା ପରେ ପରିବାର ଲୋକ GRP ଥାନାରେ ଅଭିଯୋଗ କରିଥିଲେ । ଏବଂ ବର୍ତମାନ ସମୟ ରେ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ଏଠାରେ ସବୁଠୁ ବଡ ପ୍ରଶ୍ନ ଉଠୁଛି କି ଯେତେ ବେଳେ ରାଜଧାନୀ ସୁରକ୍ଷା ଘେର ରେ ରହିଛି ସେତେ ବେଳେ ଏମିତି କେମିତି ମଣିଷ ରୂପି ରାକ୍ଷାସ ମାନେ ଏମିତି ଦୁ-ଷ୍ମ-ର୍ମ ପରି ନାରକିୟ କାଣ୍ଡ ଘଟାଉଛନ୍ତି । ପୋଲିସ କଣ ଏହିଥି ପ୍ରତି ସଜାଗ ରହୁନାହିଁ କି ? କିଛି ପ୍ରଶ୍ନ ଏବେ ଉଙ୍କି ମାରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *