ନୁଆ ଘର ପାଇବାକୁ ଚାହୁଁଥିଲେ କରିଦିଅନ୍ତୁ ଏହି କାମ ।

house

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନରେ ଆସିଜାଇଛି କିଛି ନୂଆ ଖବର । ଏହି କଥା ଆପଣ ମାନେ ଜାଣିଥିବେ ସରକାର । ୱେବସାଇଟ ଯୋଗେ କିଛି ଅପଡେଟ ଦେଇଥିଲେ । ଜାହାକି ଅଯୋଗ୍ୟତାର କାରଣ । ଏମିତି କି ଯେଉଁ ଘରେ ଫ୍ରୀଜ୍ , ଲେଣ୍ଡଲାଇନ ଏମିତି କି ଟୁ ହୁଇଲର ଥିବ । ସେମାନଙ୍କ ନାମ ବାତିଲ ହେବ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରୁ । ତେବେ ଏହାକୁ ନେଇ ଆସିଛି ବଡ ଖବର । ଯେଉଁଥିରେ କୋଷ୍ଟମାର କେୟାର କଣ କହୁଛନ୍ତି ଆସନ୍ତୁ ଜାଣିନେବା ।

ଜାହାକି ଆପଣ ମାନଙ୍କ ପାଖରେ ଗାଡି ରହିଛି ତେବେ ଜାଣି ରଖନ୍ତୁ ଆପଣ ମାନଙ୍କ ନାମ ବାତିଲ ହେବକି ନାହିଁ । ଜାଣିବା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଏଠାରେ କୋଷ୍ଟାମାର କେୟାର ସର୍ଭିସ ର କହିବା ଅନୁସାରେ । ମଟର ସାଇକେଲ , କାର , ଅଟୋ , ଏବଂ ମାଛ ଧରା ବୋଟ ଥିଲେ ବି ଆପଣ ମାନେ ଏହିଥିରେ ଅୟୋଗ୍ୟ ପ୍ରମାଣିତ ହେବେ । ସେହିପରି ଏଗ୍ରିକଲ୍ଚର ଇକ୍ୟୁପମେଣ୍ଟ ବି ଆପଣ ମାନଙ୍କ ପାଖରେ ରହିଛି । ତେବେ ବି ଆପଣ ମାନଙ୍କୁ ଘର ମିଳିବ ନାହିଁ ।

ସେହି ପରି ଆପଣ ମାନଙ୍କ ପାଖରେ କିଶାନ କ୍ରେଡିଟ କାର୍ଜ ରହିଛି ସେହିଥିରେ ଆପଣଙ୍କ ର 50 ହଜାର ଟଙ୍କା ଲିମିଟ ରହିଥିଲେ ବି ସେହିଥିରେ ଘର ମିଳିବ ନାହିଁ । ସେହି ପରି ଆପଣ ମାନଙ୍କ ଘରୁ ଯେକୈଣସି ବ୍ୟକ୍ତି ଯଦି କୈଣସି ସରକାରୀ ପଦବୀ ରେ ରହିଥିବେ ତେବେ ବି ଆପଣ ମାନଙ୍କୁ ଏହି ଘରର ସୁବିଧା ମିଳିବ ନାହିଁ । ସେହି ପରି ଆପଣ ମାନଙ୍କ ଘରୁ କୈଣସି ବ୍ୟକ୍ତିଙ୍କ ମାସିକ ଆୟ 10,000 ହଜାର ରୁ ଅଧିକ ହୋଇଥିଲେ ତେବେ ଆପଣ ମାନଙ୍କୁ ଏହାର ସୁବିଧା ମିଳିବ ନାହିଁ ।

pm

ସେହି ପରି ଇନକମ୍ ଟେକ୍ସ ଦେଉଥିଲେ ବି ଆପଣଙ୍କୁ ମିଳିବ ନାହିଁ । ପ୍ରଫସନାଲ ଟେକ୍ସ , ଘରେ ରେଫ୍ରିଜେଟର ରହିବା , ନିଜର ଲେଣ୍ଡଲାଇନ ଫୋନ ରହିଥିଲେ ବି ସେମାନେ ଅଯୋଗ୍ୟ ଅଟନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ମାନଙ୍କର ଲିଷ୍ଟରେ ନାମ ରହିଛି ସେମାନଙ୍କୁ ମିଳିବ କି ନାହିଁ ।

ତେବେ ମିଳିଥିବା ସୂଚନା ଅନୁସାରେ ବନ୍ଧୁଗଣ ସେମାନଙ୍କୁ ନିଶ୍ଚିତ ଭାବେ ମିଳିଯିବ । ଆଉ ହଁ ଆପଣ ମାନେ ଅଭିଯୋଗ କରି ପାରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଅଭିଯୋଗ ଦାଖଲ କରିପାରିବେ । ଟୋଲ ଫ୍ରି ନମ୍ବର : 18003456770 ବା 155335 ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ ।

https://www.rhodisha.gov.in ପୋର୍ଟାଲ ରେ ବି ଅଭିଯୋଗ କରିହେବ । ଅଭିଯୋଗ ପ୍ରକ୍ରିୟା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଭିଯୋଗ ଗୁଡ଼ିକର ସରଜମିନ ତଦନ୍ତ ଲାଗି ଗଠିତ 3 ଜଣିଆ ଟିମରେ ସମ୍ପୃକ୍ତି ପଞ୍ଚାୟତର ପିଇଓ କିମ୍ବା ଜିଆରଏସ ଏବଂ ସେ ପଞ୍ଚାୟତ ଦାୟିତ୍ବରେ ନଥିବା ଉକ୍ତ ବ୍ଲକ୍ ର 2 ଜଣ ବ୍ୟକ୍ତି ରହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *