ଘର ପାଇବାକୁ ଚାହୁଁଥିଲେ କରିଦିଅନ୍ତୁ ଏହି କାମ । ମିଳିବ ଘର

Home 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ ଆୱାସ ଯୋଜନା ଅର୍ଥାତ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସିଛି ଆଉ କିଛି ବଡ ଖବର । ଆପଣ ମାନେ ସମସ୍ତେ ଜାଣି ରଖିବା ଉଚିତ । ଏହି କଥା ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ 2023 ନୂଆ ଆର୍ଥିକ ବର୍ଷରେ ଜାରି ହୋଇଛି ନୂଆ ଲିଷ୍ଟ । ଜାହାକି ଆପଣ ମାନେ ନିଜ ନିଜ ପଞ୍ଚାୟତ ରେ ଜାଇ ଚେକ୍ କରି ପାରିବେ । ଯଦି ଆପଣ ମାନଙ୍କର ଲିଷ୍ଟ ରେ ନାମ ନାହିଁ । ଏହିଥି ପାଇଁ ଆପଣ ମାନଙ୍କୁ କଣ କରିବାକୁ ପଡିବ ।

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଜାଣିନେବା ତେବେ ଏହା ସହିତ ଏହି ଲିଷ୍ଟରେ ଯେଉଁ ମାନଙ୍କ ନାମ ରହିଛି ସେମାନଙ୍କ ଏକାଉଣ୍ଟ ରେ କେବେ ସୁଧା ଜମା ହେବ ଟଙ୍କା । ତେବେ ଡିଟେଲ ରେ ଜାଣିବା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଗ୍ରାମୀଣ ରେ ଓଡିଶା 8 ଲକ୍ଷ 17 ହଜାର ଘର ଅର୍ଥାତ ଫନି କ୍ଷେତି ଗ୍ରସ୍ଥ ବାଦ୍ ଦେଇ 8 ଲକ୍ଷ 17 ହାଜାର ଘର ମିଳିବ । ସେହିଥି ପାଇଁ ସବୁ ଜିଲ୍ଲରେ ପଞ୍ଚାୟତ ସ୍ଥରୀୟ ସବୁ ଯୋଗ୍ୟ ହୀତାଧିକାରୀ ଙ୍କ ତାଲିକା ପ୍ରକାଶ ପାଇଛି ।

pm

ତେବେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରକାଶ ପାଇଥିବା ଏହି ତାଲିକା କୁ ନେଇ ଓଡିଶା ରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ କେଉଁ ମାନଙ୍କୁ ଆୱାସ ଯୋଜନା ରେ ସାମିଲ କରାଗଲା କିଏ ବାଦ ପଡିଲା ତାହାକୁ ନେଇ ସବୁ ଆଡେ ମଧ୍ୟ ଆଲୋଚନା ଚାଲିଛି । ତେବେ ଯଦି ଆପଣ ମାନେ ମଧ୍ୟ ନୂଆ ଲିଷ୍ଟ ଅନଲାଇନ ଯୋଗେ ଦେଖିବା ପାଇଁ ଚାହୁଁଥିବେ ତେବେ ଏହାର ଲିଙ୍କ୍ ଆମେ ଏଠାରେ ଦେଇଛୁ ।

ତେବେ ପୂର୍ବ ସୂଚି ଅନୁସାରେ ପଞ୍ଚାୟତ ରାଜ ସଚିବ ସାମ୍ବିଦିକ ସମ୍ବିଳନୀରେ କହିଛନ୍ତି ଯେ 16 ତାରିଖ ରୁ 24 ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ , ଅଙ୍ଗନୱାଡୀ , ସ୍କୁଲ ଏବଂ ଗ୍ରାମର ପ୍ରମୂଖ ସ୍ଥାନରେ ,ସାମ୍ଭାବ୍ୟ ହୀତାଧିକାରୀ ଙ୍କ ତାଲିକା ପ୍ରକାଶ ହେବ । ଯଦି କୈଣସି ଅଭିଯୋଗ ଥିବ ତେବେ ଅଭିଯୋଗ ପାଇଁ 18003456770 କିମ୍ବା 155335 ନମ୍ବରକୁ କଲ୍ କରି ଅଭିଯୋଗ ଦେଇପାରିବେ । ତେବେ ଏହି ଅଭିଯୋଗ ର ପକ୍ରିୟା ଆସନ୍ତା 24 ତାରିଖ ଯାଏ ଚାଲୁ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *