ଘର ପାଇବାକୁ ଚାହୁଁଥିଲେ କରି ଦିଅନ୍ତୁ ଏହି କାମ । ନିଶ୍ଚୟ ଘର ମିଳିବ

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଯାଇଛି ଆଉ କିଛି ବଡ ଘୋଷଣା । ଆରମ୍ଭ ହୋଇଯାଇଛି ନୂଆ ବର୍ଷ 2023 ଆର୍ଥିକ ବର୍ଷ ରେ ଖୁବ୍ ଶୀଘ୍ର ଆବଣ୍ଟିତ ହେବାକୁ ଯାଉଛି ପିଏମ ଆବାସ ଯୋଜନା ର ଘର । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବଷୟରେ ଜାଣିନେବା ସେଥିପାଇଁ ଆପଣ ମାନେ ଆମ ପଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣିପାରିବେ ।

ତେବେ ବନ୍ଧୁଗଣ ଜାନୁୟାରୀ ସୁଧା କାର୍ଯାଦେଶ ପ୍ରଧାନ ଏବଂ ଜୁନ୍ ସୁଧା ଗୃହ ନିର୍ମାଣ ଶେଷ ମୁଖ୍ୟ ଶାସନ ସଚୀନଙ୍କ ନିର୍ଦ୍ଦେଶ । ଗ୍ରାମାଞ୍ଚଳରେ କଞ୍ଚା ଘରେ ରହୁଥିବା ପରିବାରକୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ଜାରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

pm

ତେବେ ଆସନ୍ତା ଜୁନ ମାସ ସୁଧା ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ସାଢେ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ । ତେବେ ଏହି ଜାନୁୟାରୀ ମାସ ସୁଧା ଯୋଗ୍ୟ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ଏଥି ତ୍ୱରାନ୍ୱିତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ହିତାଧିକାରୀ ତାଲିକାକୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦଶ ଦିନ ପ୍ରଦର୍ଶନ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *