ଗାଡିର ନମ୍ବର ପ୍ଲେଟ ଦେଖିଲେ ଆପଣ ମାନେ ବି ଖାଇଯିବେ ଧୋକା ,ଦେଖନ୍ତୁ ଏଇ ଭିଡିଓକୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାର ନମ୍ବର ପ୍ଲେଟ ଦେଖିଲେ ମୁଣ୍ଡ ବୁଲେଇବ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ଏମିତି ବି ନମ୍ବର ପ୍ଲେଟ ହୋଇପାରେ । ଅଟୋ ଚାଳକ ଙ୍କୁ ହେଲମେଣ୍ଟ ପାଇଁ ଫାଇନ କଟିଥିଲା । କାର ଚାଳକ ଙ୍କୁ ବି ହେଲମେଣ୍ଟ ପିନ୍ଧି ନଥିବାରୁ ଚାଲାଣ କଟିଥିଲା । ଏବଂ ସିଟ୍ ବେଲ୍ଟ ନପିନ୍ଧିଥିବାରୁ ଯୁବକ ଙ୍କ ଠାରୁ ଫାଇନ କାଟିଥିଲା ଟ୍ରାଫିକ୍ ପୋଲିସ ।

ଆଉ ଏବେ ଆଉ ଗୋଟିଏ ଚମତ୍କାର ଦେଖିବା ପାଇଁ ମିଳିଛି ଯେଉଁ ଚମତ୍କାର କୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭଲ କରି ଟିକେ ଏହି ନମ୍ବର ପ୍ଲେଟ କୁ ଦେଖନ୍ତୁ । OD 02 T 0399 ଏହା ହେଉଛି ସ୍ମାର୍ଟ ନମ୍ବର ପ୍ଲେଟ ସିକ୍ୟୁରିଟି ସିଷ୍ଟମ୍ କୁ ପରିବର୍ତନ କରିବା ପାଇଁ ନମ୍ବର ପ୍ଲେଟ୍ କୁ ଏମିତି ପରିବର୍ତନ କରାଜାଇଛି ।

car

ତେବେ ଆପଣ ମାନେ ଏହାକୁ ଦେଖିବା ପରେ କିଛିବି ଜାଣି ପାରି ନଥିବେ ଆପଣ ମାନଙ୍କ ଆଖିବି ଧୋକା ଖାଇଜାଇଥିବ । ତେବେ ଆପଣ ମାନେ ଭଲକି ନୋଟିସ କରନ୍ତୁ ଆଗରେ ଥିବା ନମ୍ବର ପ୍ଲେଟ ଟି OD 02 T 0399 ହୋଇଥିବା ବେଳେ ପଛରେ ଲାଗିଛି OD 02 T 0339 ରହିଛି ।

ତେବେ ଆପଣ ମାନେ ଏବେ ଜାଣି ପାରିଲେ ତ ଗୋଟିଏ ଗାଡିର କେମିତି ଦୁଇଟି ଅଲଗା ଅଲଗା ନମ୍ବର ପ୍ଲେଟ ବିଷୟ ରେ । ତେବେ ଏହି ଗାଡିକୁ ଦେଖିଲେ ଲାଗୁଥିବ ଏହି ଗାଡିଟି ଗୋଟିଏ ସମ୍ଭାନ୍ତ ଶାଳୀ ବ୍ୟକ୍ତିଙ୍କର ଆଉ ଗାଡିଟି ବହୁତ ଦାମୀ ଗାଡି ମଧ୍ୟ ।

car 1

ଯେତେ ବେଳେ ଏମିତି ଭୁଲ ପାଇଁ ଏମିତି ଚାଲାଣ କଟିବ ସେତେ ବେଳେ ଭୁଲ କାହାର ହେବ ଗାଡି ମାଲିକ ଙ୍କର କଟିବ ନାଁ RTO ର କଟିବ ନାଁ ଟ୍ରାଫିକ ପୋଲିସ କଟିବ । ଆପଣ ମାନେ ହିଁ କମେଣ୍ଟ ମାଧ୍ୟରେ ଜଣେଇ ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *