DL ଥିଲେ ଏବେ ହିଁ ଦେଖନ୍ତୁ । ଆପଣଙ୍କ ପାଇଁ ଆସିଲା ବଡ଼ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଜାଇଛି ଆଉ କିଛି ନୂଆ ନିୟମ ଯଦି ଆପଣ ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରହିଛି ଏବଂ ଆପଣ ମାନେ ବି ନୂଆ ଡ୍ରାଇଭିଂ ଲାଇସେନ୍ସ ବନେଇବା ପାଇଁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଆସୁଛି ଆଉ କିଛି ନୂଆ ନିୟମ । ତେବେ ଆସନ୍ତୁ ଜାଣିନେବା ।

ତେବେ ଡ୍ରାଇଭିଂ ଲାଇସେନ୍ସ ର ନବିକରଣ ପାଇଁ ବାଧ୍ୟତା ମୂଳକ ହେବ ଅନଲାଇନ ଡାକ୍ତରୀ ପ୍ରମାଣ ପତ୍ର । 40 ବର୍ଷ ବୟସ ରୁ ଅଧିକ ଆବେଦନ କାରୀ ଙ୍କ ପାଇଁ ଏହି ନିୟମ ଲାଗୁ ହେବ । ତେବେ ନୂତନ ନିୟମ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନ କାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡିବ ।

dl

ବର୍ତମାନ ଆବେଦନ କାରୀ ମାନେ ଏକ କାଗଜ ଫର୍ମାଟରେ ଆନୁଆଲ ଡାକ୍ତର ପ୍ରମାଣ ପତ୍ର ଦେଉଛନ୍ତି । ତେବେ ଅନଲାଇନ ଆବେଦନ ସମୟ ରେ ଏହାକୁ ସାରଥୀ ପୋର୍ଟାଲରେ ଆପୋଲର୍ଡ କରୁଛନ୍ତି । ତେବେ ଏହି ପକ୍ରିୟା ରେ ଡାକ୍ତରୀ ପ୍ରମାଣ ପତ୍ରର ସତ୍ୟତା ଜାଣିହେବ ନାହିଁ ।

ତେବେ ନକଲୀ ଡାକ୍ତର ପ୍ରମାଣ ପତ୍ର ଅପଲୋର୍ଡ ହେବାର ଆଶଂକା ରହିଛି । ତେଣୁ ଆବେଦନ ପକ୍ରିୟା ଙ୍କୁ ଅଧିକ ସ୍ୱଚ୍ଛ ଏବଂ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରିକ୍ଷା ଅଧିନ ରେ ପଞୀକରଣ ସହିତ MBA ବସ୍ ଡୀଗ୍ରି ଧାରକ ନିଶ୍ଚିତ କରିବାକୁ STA ଓଡିଶା ରେ ମଧ୍ୟ ଏକ ନୂତନ ଅନଲାଇନ ଡାକ୍ତର ପଞୀକରଣ ପୋର୍ଟାଲ ବିକଶିତ କରିଛି ।

ଯେଉଁଠାରେ ପ୍ରାୟ 167 MBBS ଡାକ୍ତର ପଞୀକୃତ ହୋଇଛନ୍ତି । ସେମାନେ ଅନଲାଇନ ରେ ସାରଥୀ ପୋର୍ଟାଲ ମାଧ୍ୟମରେ DL ଏବଂ LL ଆବେଦନ କାରୀଙ୍କୁ ଡାକ୍ତରୀ ପ୍ରମାଣ ପତ୍ର ଦେବେ । ତେବେ ଜାନୁଆରୀ 26 ତାରିଖ ରୁ 40 ବର୍ଷରୁ DL ଏବଂ LL ଆବେଦନ କାରୀଙ୍କୁ ଡାକ୍ତରୀ ପ୍ରମାଣ ପତ୍ର ଅନଲାଇନ ଆବେଦନ ବାଧ୍ୟତା ମୂଳକ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *