ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ଗ୍ରାହାକ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ ଖବର । ଯଦି ଆପଣ SBI ଏବଂ ଷ୍ଟେଟ ବ୍ୟାଙ୍କ୍ ଇଣ୍ଡିଆ ରେ ଏକାଉଣ୍ଟ ରହିଛି ତେବେ ଜାଣି ରଖନ୍ତୁ SBI ର ଅନେକ ଗ୍ରାହାକ ଙ୍କୁ ଲାଗିଲା ଝଟ୍କା । ବ୍ୟାଙ୍କ୍ ବଦଳେଇ ଦେଲା ଅନେକ ନିୟମ । ଏବେ ଖାତା ରୁ କଟିଯିବ ଆପେ ଆପେ ଟଙ୍କା ।
ତେବେ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ଼୍ଡିଆ ତରଫ ରୁ ଆସିଛି ବଡ ସୂଚନା । SBI ରେ ଥିବା ପ୍ରତ୍ୟୋକ ଗ୍ରାହାକ ଙ୍କ ପାଇଁ ଆସିଛି ବଡ ଖବର । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଯଦି ଆପଣ ମାନଙ୍କର ସରକାରୀ ବ୍ୟାଙ୍କ୍ ଅର୍ଥାତ ଷ୍ଟେଟ ବ୍ୟାଙ୍କ୍ ଇଣ୍ଡିଆ ରେ ଏକାଉଣ୍ଟ ରହିଛି । ଆଉ ଆପଣ ମାନଙ୍କର ଆପେ ଆପେ ଟଙ୍କା କଟୁଛି । ଆପଣ ମାନେ ଦେଖିଥିବେ ଆପଣ ମାନଙ୍କ ଏକାଉଣ୍ଟ ରୁ କଟୁଛି 147 ଟଙ୍କା 50 ପଇସା ।
ଏବେ ଆପଣ ଅଧିକାଶଂ ଏକାଉଣ୍ଟ ରୁ ଆପେ ଆପେ ଟଙ୍କା କଟୁଛି । ଏମିତି ରେ 147 ଟଙ୍କା 50 ପଇସା କଟିବାର ମେସେଜ୍ ବି ଆସୁଛି । ଏହି ପରି ପରିସ୍ଥିତି ରେ ଅନେକ ଗ୍ରାହାକ ଙ୍କୁ ଏହି ମେସେଜ ଦେଖିବା ପରେ ସେମାନେ ବ୍ୟାଙ୍କ୍ ପହଁଚୁଛନ୍ତି । ଆଉ ବ୍ୟାଙ୍କ୍ ତରଫ ରୁ ସୂଚନା ଦିଆଜାଇ କୁହାଜାଇଛି ଯେ SBI ଦ୍ୱାରା ଗ୍ରାହାକ ଙ୍କ ଦ୍ୱାରା ଏହି ଟଙ୍କା ଡେବିଟ ହୋଇଥାଏ । ବ୍ୟାଙ୍କ୍ ଏହି ଟଙ୍କା ମେଣ୍ଟେନେନ୍ସ ଚାର୍ଜ ଭାବେ ନେଇଥାଏ ।
ବର୍ଷ କୁ ଥରେ ଏହି ଟଙ୍କା ନେଇଥାଏ ବ୍ୟାଙ୍କ୍ ଏହି ଟୁଇଟ ଯୋଗେ ବ୍ୟାଙ୍କ୍ ସୂଚନା ଦେଇଛି । ଏହା ସହିତ ବ୍ୟଙ୍କ୍ ପକ୍ଷରୁ ଏହି ଟଙ୍କା ବାର୍ଷିକ ଚାର୍ଜ ଭାବେ ନିଆଜାଇଥାଏ । ବୋଲି ସୂଚନା ଦିଆଜାଇଛି । ଏହା ସହିତ ବ୍ୟାଙ୍କ୍ ଦ୍ୱାରା ଜାରି ହୋଇଥିବା ଡେବିଟ କାର୍ଡ ପାଇଁ ବି କିଛି ପରିମାଣ ରେ ଚାର୍ଜେସ୍ ମଧ୍ୟ ଲାଗିଥାଏ । ତେବେ ସେହିଥି ପାଇଁ ଏମିତି ଭାବେ ଆପଣ ମାନେ ଚାର୍ଜେସ୍ କାଟୁଥିବାର ଆପଣ ମାନେ ଦେଖିବା ପାଇଁ ପାଉଥିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।