ସ୍ତ୍ରୀ କଲେ ବଡ଼ ଖୁଲାସା ,ମଦ ପିଇ ପିଇ ହ୍ୟୁମାନ ସାଗରଙ୍କ ଖାଦ୍ୟନଳୀ ହେଇଯାଇଛି ନଷ୍ଟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରା ନଷ୍ଟ ହୋଇଯାଇଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଖାଦ୍ୟ ନଳୀ । ମଦ ପିଇ ପିଇ ତାଙ୍କର ଦେହ ପୁରା ଖରାପ ହୋଇଗଲାଣି । ତାଙ୍କର କଲନୋସ କପି ମଧ୍ୟ କରାଯାଇଛି । ଆଗରୁ ହ୍ୟୁମାନ ବହୁତ ହେଲଦି ଏବଂ ସୁସ୍ଥ ସବଳ ଥିବା ଦେଖାଯାଉଥିଲେ । ଏଇନା ହ୍ୟୁମାନ ସାଗର ବହୁତ ଝଡି ଯାଇଛନ୍ତି ଅସୁସ୍ଥ ଥିବା ଭଳି ମଧ୍ୟ ଦେଖାଯାଉଛି । ଯାହାକୁ ନେଇ ଏବେ ବହୁତ ଚର୍ଚ୍ଚା ହେବାରେ ଲାଗିଛି ।

ହ୍ୟୁମାନଙ୍କ ଦେହ ବହୁତ ଖରାପ ଅଛି । ହ୍ୟୁମାନ ମଧ୍ୟ ପୋଲିସ ପାଖରେ ଷ୍ଟେଟମେଣ୍ଟ ଦେଇଥିଲେ କି ତାଙ୍କର ଖାଦ୍ୟ ନଳୀ ନଷ୍ଟ ହୋଇଯାଇଥିବା ବେଳେ ଏବେ ତାଙ୍କର କୋଲନସ କପି କରାଯାଉଛି । ଯେଉଁଥିପାଇଁ ସେ ଏତେ ଝଡ଼ି ଯାଇଛନ୍ତି ବୋଲି କହିଛନ୍ତି ।

sa

ଏକଥା ମଧ୍ୟ ଗଣ ମାଧ୍ୟମ ଆଗରେ ହ୍ୟୁମାନଙ୍କ ସ୍ତ୍ରୀ କହିଛନ୍ତି । ହ୍ୟୁମାନ ସାଗର ପିଉଥିଲେ ଅତ୍ୟଧିକ ମଦ । ମନା କଲେ ମଧ୍ୟ ଶୁଣୁ ନଥିଲେ । ଅଧିକ ମନା କରିଲେ ମାରୁଥିଲେ ବୋଲି ଅଭଯୋଗ ଆଣିଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ।

ତେବେ ଅଧିକ ମଦ ପିଇବା କାରଣରୁ ଏମିତି ସବୁ ତାଙ୍କ ସହ ହୋଇଛି ବୋଲି ଶ୍ରେୟା କହିଛନ୍ତି । ତାଙ୍କର ଏବେକା ଫଟୋରୁ ମଧ୍ୟ ସଫା ସଫା ଜଣାପଡି ଯାଉଛି । ତେବେ ୫ମାସ ହେବ ସେ ହ୍ୟୁମାନଙ୍କ ଠାରୁ ଦୂରରେ ରହୁଛନ୍ତି । ଯେଉଁଥିପାଇଁ ଏବେ ତାଙ୍କ ଦେହ କେମିତି ଅଛି ସେ ଜାଣି ନାହାଁନ୍ତି । ଯେତେବେଳେ ସେ ହ୍ୟୁମାନଙ୍କ ପାଖରେ ରହୁଥିଲେ ସେତେବେଳେ ସେ ହ୍ୟୁମାନଙ୍କ ର ସବୁ ଯତ୍ନ ନେଉଁଥିଲେ ।

ଏବେ ତାଙ୍କର ଦେହ କେମିତି ଅଛି ସେ ଜାଣି ନାହାଁନ୍ତି ବୋଲି ଶ୍ରେୟା କହିଛନ୍ତି । ଏମିତି ସବୁ ଗୁମର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଶ୍ରେୟା ଅଭିଯୋଗ କରିଥିଲେ ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି । ଆଉ ଏହାକୁ ନେଇ ସେ କଟକ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *