ନିଶା ମହାରଣା ଙ୍କ ଉପରେ ମୁଁହ ଖୋଲିଲେ ଦୀପ୍ତିରେଖା ଦେଖନ୍ତୁ କଣ କହିଲେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଯାତ୍ରା ଏବଂ ଓଲିଉଡ ଜଗତକୁ ନେଇ ଏବଂ ଅନେକ ଖବର ସୋସିଆଲ ମଡିଆରେ ଆସିଥାଏ । ଆପଣମାନେ ସମସ୍ତେ ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ ।

ଏହି ଅଭିନେତ୍ରୀ ଜଣକ ଅନେକ ଯାତ୍ରା କରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଏବେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ସେ ସାକ୍ଷାତକାରରେ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ଏବେ ଏହି ଅଭିନେତ୍ରୀ ନିଶା ମହାରଣାଙ୍କ ସାକ୍ଷାତକାରରେ କହିଥିବା କଥାକୁ ନେଇ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିଛନ୍ତି କି ଯେଉଁ ମିଡ଼ିଆମାନେ ତାଙ୍କୁ ଏହି ପରି ସବୁ କଥା ପଚାରୁଛନ୍ତି ତାଙ୍କର ଟିକେ ଦୋଷ ରହିଛି ।

nisha

ନିଶା ମହାରଣା ଏହିସବୁ କଥା ଯେଉଁ କହିଛନ୍ତି ସେଥିରୁ ପ୍ରମାଣ ହେଇଗଲା ଯେ ସେ ଫ୍ରିରେ ପବ୍ଲିସ କରିଲେ କି ସେ ହେଉଛନ୍ତି ଜଣେ କଲ୍ ଗାର୍ଲ୍ । ଅଭିନେତ୍ରୀ ନିଶା ମହାରଣା ନିଜକୁ ଓଡ଼ିଶାର ସୋନି ଲିଓନି ହେବାକୁ କହୁଛନ୍ତି । ଆଉ ସେ ବଲିଉଡ୍ ଅଭିନେତ୍ରୀ ସୋନି ଲିଓନି ହେବାକୁ ଚାହୁଁଛନ୍ତି । ହେଲେ ବଲିଉଡ ଅଭିନେତ୍ରୀ ସୋନି ଲିଓନି ଯେଉଁଠାକୁ ଯାଆନ୍ତି ସେ କେଉଁଠି ବି କୁହନ୍ତି ନାହିଁ କି ସେ କଣ ଆଉ କଣ କରୁଛନ୍ତି ।

ହେଲେ ଏହି ଅଭିନେତ୍ରୀ ନିଶା ମହାରଣା ଯାହା କହିଛନ୍ତି ତାହା ବହୁତ କଥା ସାମ୍ନାକୁ ଆଣୁଛି । ସେ ଏହି କଥା ଦ୍ଵାରା କହୁଛନ୍ତି ଯେ ସେ ଧନ୍ଦା ସେଣ୍ଟର୍ ଖୋଲିଛନ୍ତି। ତାଙ୍କୁ ବ୍ଲୁ ଫିଲ୍ମ ଅଫର୍ ଦେଲେ ସେ କରିବେ । ମିଡ଼ିଆ ହେଉଛନ୍ତି ଆମର ଚତୁର୍ଥ ସ୍ତମ୍ଭ । ଲୋକମାନେ ମିଡ଼ିଆ ମାଧ୍ୟମରେ ଅନେକ କଥା ଜାଣି ପାରୁଛନ୍ତି । ଆଉ ଯେଉଁ ମିଡ଼ିଆ ଏଭଳି ସବୁ ନିଶା ମହାରଣାଙ୍କୁ ପଚାରିଛନ୍ତି ତାହା ହିଁ ଭୁଲ ଅଟେ ।

ମିଡ଼ିଆ ବାଲାଙ୍କର ପ୍ରଥମ ଭୁଲ ଯେ ଗୋଟେ ଝିଅକୁ ସେ ଏଭଳି ପଚାରିଛନ୍ତି । ଆଉ ଏହି ଅଭିନେତ୍ରୀ ନିଶା ମହାରଣା ଏହି ପରି ସବୁ କହିଛନ୍ତି ଯାହା ବହୁତ ବଡ ଭୁଲ ଅଟେ । ସେ ଖରାପ କରି ମିଡିଆରେ କହିଛନ୍ତି ସେଥିପାଇଁ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ଏହାର ବିରୋଧ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *