ମୁଁହ ଖୋଲିଲେ ହ୍ୟୁମାନ ସାଗର ମୋତେ ଫସେଇ ଦିଆଯାଉଛି !

Sriya mishra

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହ୍ୟୁମାନ ସାଗର ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ଯେ ମୋର କିଛି ଭୁଲ୍ ନାହିଁ । ମୁଁ ବି ଏଭଳି କିଛି କହିନି ଯାହା ତାଙ୍କ ମାନ ସମ୍ମାନ କୁ ବାଧା କରିବ । ଶ୍ରିୟା ଏବଂ ଶ୍ରିୟାଙ୍କ ବାବା ଯେଉଁ କଥା କହୁଛନ୍ତି ସେ କଥା ମିଛ । ମୁଁ ଲଢିବି ଆଉ କେଶ୍ ମଧ୍ୟ ଜିତିବି । ହ୍ୟୁମାନ ସାଗରଙ୍କ ମାଁ ଗଣ ମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେ କାଲିଠାରୁ ଲାଗି ରହୁଥିଲା ଯେ ହ୍ୟୁମାନ ସାଗର ମଦ ପିଅନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କୁ ବାଡାନ୍ତି । କିନ୍ତୁ ତାଙ୍କ ଶାଶୂ ଯିଏ ହେବେ ହ୍ୟୁମାନ ସାଗରଙ୍କ ମାଁ ସିଏ ଉଲଟା ଅଭିଯୋଗ କରିଛନ୍ତି ଯେ ହ୍ୟୁମାନ ସ୍ତ୍ରୀ ଶ୍ରେୟା ସିଏ ପ୍ରତିଦିନ ମଦ ପିଅନ୍ତି । ଆଉ ମଦ ପିଇବାକୁ ସିଏ ଭୁଲି ପାରନ୍ତି ନାହିଁ । ହ୍ୟୁମାନ ସାଗରଙ୍କ ମାଁ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଶ୍ରେୟା ଙ୍କୁ ହ୍ୟୁମାନ କିଛି ବି ନିର୍ଯାତନା ଦେଇନାହାନ୍ତି । ଶ୍ରେୟା ଅଧିକାଂଶ ସମୟ ମଦ ପିଅନ୍ତି ।

Human 3

ହ୍ୟୁମାନ ସବୁ ଟଙ୍କା ଶ୍ରେୟାଙ୍କ ନାଁ ରେ ରଖିଛନ୍ତି । ଗୋଟିଏ ଘର କିଣିବାରୁ ହ୍ୟୁମାନ ଶ୍ରେୟାଙ୍କୁ ଟଙ୍କା ମାଗିବାରୁ ଏହି ବିବାଦ ଆରମ୍ଭ ହୋଇଛି । ଏହି ବିବାଦର ସମାଧାନ ହେଉ ବୋଲି ହ୍ୟୁମାନଙ୍କ ମାଁ ସୋଫାଲି ସୋନା କହିଛନ୍ତି । ସେପଟେ ଏହାର ସମାଧାନ ପାଇଁ ଶ୍ରେୟା ଦୁଇ ଦିନର ସମୟ ନେଇଛନ୍ତି । ଲାଗୁଛି ସମାଧାନ ର ବାଟ ଫିଟିବ ବୋଲି ଶ୍ରେୟାଙ୍କ ଓକିଲ ମଧ୍ୟ କହିଛନ୍ତି ।

ହ୍ୟୁମାନଙ୍କ ମାଁ ସେଫାଲି ସୋନା ଆହୁରି ମଧ୍ୟ କହିଛନ୍ତି ଧର୍ମ ପରିବର୍ତ୍ତନ ପାଇଁ ଶ୍ରେୟାଙ୍କୁ ବାଧ୍ୟ କରାଯାଉନଥିଲା । ହ୍ୟୁମାନଙ୍କ ସବୁ ଟଙ୍କା ଶ୍ରେୟାଙ୍କ ପାଖରେ ଅଛି । ଆଉ ହ୍ୟୁମାନ ଘର କିଣିବା ପାଇଁ ଶ୍ରେୟାଙ୍କୁ ଟଙ୍କା ମାଗିବାରୁ ଏହି ବିବାଦ ଆରମ୍ଭ ହୋଇଛି । ଶ୍ରେୟାଙ୍କୁ କେହି ନାର୍ଯାତନା ମଧ୍ୟ ଦେଉନଥିଲେ ।

sa

ବରଂ ଶ୍ରିୟା ତାଙ୍କ ବାପା, ମାଁ ଓ ଭାଇଙ୍କ ସହି ମଦ ପିଉଥିଲେ । ଆଉ ମଧ୍ୟ ସେ କହିଛନ୍ତି ତାଙ୍କ ମାଁଙ୍କ ର ଅନ୍ୟ ପୁଅଙ୍କ ସହ ଅନୈତିକ ସ-ମ୍ପ-ର୍କ ଥିବା ମଧ୍ୟ ହ୍ୟୁମାନଙ୍କ ମାଁ ସୋଫାଲି ସୋନା ମଧ୍ୟ କମ୍ପଲେନ୍ସ କରିଚନ୍ତି । ସେପଟେ ଶ୍ରିୟାଙ୍କ ବାବା ବା ହ୍ୟୁମାନଙ୍କ ଶଶୁର ମଧ୍ୟ ଅଭିଯୋଗ କରିଛନ୍ତି ଥାନାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *