ମୁଁ ପ୍ରଭୁ ହନୁମାନଙ୍କର ଭକ୍ତ, ବହୁତ ହୋଇଗଲା । ଆଉ ମୋର ପ୍ରେମ ଦରକାର ନାହିଁ…

Hanuman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଏବେ ପ୍ରଭୁ ହନୁମାନଙ୍କ ଭକ୍ତ ବହୁତ ହୋଇଗଲା ପ୍ରେମ ଆଉ ମୋର ପ୍ରେମ ଦରକାର ନାହିଁ । ଯେତିକି ପ୍ରେମ କଲି ସେତିକି ନାମ ମଧ୍ୟ ନେଲି । ମୋର ଏ ଜନ୍ମରେ ନୁହେଁ କି ହଜାରେ କି ଲକ୍ଷେ ଜନ୍ମରେ ନୁହେଁ । ଯେତେ ଆଉ ଜନ୍ମ ନେଲେ ତାଙ୍କୁ ଆଉ କେବେ ପ୍ରେମ କରି ପାରିବି ନାହିଁ । ଥରେ ପ୍ରେମ କଲି ବାଟବଣା ହେଲି ଆଉ ନାମ ମଧ୍ୟ ନେଲି । ଆଉ ନାମ ନେଲା ପରେ ମୁଁ କଣ ଆଉ ଥରେ ପ୍ରେମ କରିବି ।

ଏମିତି କିଛି କଥା କହିଛନ୍ତି ଅନୁଭବ ମହାନ୍ତି ବିଫଳ ପ୍ରେମ କୁ ନେଇ ତାଙ୍କର ଇମୋସନ ଙ୍କୁ ସେ ବଖାଣିଛନ୍ତି । ଏମିତି ଲାଗୁଛି ଅନୁଭବ ସତରେ ଆଉ କେବେ ହେଲେବି ପ୍ରେମ କରିବେ ନାହିଁ । କାରଣ ସେ ପ୍ରେମ ର ସ୍ୱାଦ ଖଟ୍ଟା କି ମିଠା ଚାଖି ସାରିଛନ୍ତି । ହେଲେ ଅନୁଭବ ମହାନ୍ତି ଙ୍କ ସାଥିରେ ଥିବା ବନ୍ଧୁ ମାନେ କହୁଛନ୍ତି ଯେ ଏହି ସବୁ ଅନୁଭବ ଙ୍କ ବାହାନା ବୋଲି ।

anubhav a

ଇଏ ହେଉଛି ଲଣ୍ଡନ ରେ ଏକ ବ୍ରିଚ୍ ବର୍ଷା କାରଣ ରୁ ସେହି ବ୍ରିଚ୍ ଉପରେ ଛିଡା ହୋଇ ସଂମ୍ପର୍ଣ୍ଣ ଟିମ୍ ସହିତ ମଜା ମସ୍ତି କରୁଛନ୍ତି ଅନୁଭବ ଆଉ ସେହି ମଜା ମସ୍ତି ମଧ୍ୟରେ ସେ କହୁଛନ୍ତି କି ମୁଁ ଏବେ ଶ୍ରୀ ରାମ ଏବଂ ହନୁମାନ ଙ୍କ ଭକ୍ତ ମୋର ଆଉ ପ୍ରେମ ଦରକାର ନାହିଁ । ଯେତିକି ପ୍ରେମ କଲି ସେତିକି ନାମ ମଧ୍ୟ ନେଲି । ଆଉ ଲଭ ସେତୁରେ ନୁହେଁ ମୁଁ ଏବେ ରାମଙ୍କ ସେତୁ ଉପରେ ଯିବି ବୋଲି ସଫା ସଫା କହିଦେଇଛନ୍ତି ଅନୁଭବ ମହାନ୍ତି ।

ତେବେ ଏହା ସବୁ ଲଭ ଇନ ଲଣ୍ଡନ ର ସୁଟିଂ ସେଟ୍ ରେ ହୋଇଥିଲା ଅନୁଭବ ଏମିତି ସବୁ କହିବା ପଛରେ କାରଣ ହେଲା କି ତାଙ୍କର ଏବଂ ସ୍ତ୍ରୀ ବର୍ଷା ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଏହ ବିବାଦ ମୋଟେ ବି ସମାଧାନ ନହେବାରୁ ଯେଉଁଥି ପାଇଁ ଅନୁଭବ ମହାନ୍ତି ତାଙ୍କର ବୈବାହିକ ସଂମ୍ପର୍କ ରୁ ବିଚ୍ଛିନ୍ନ ହେବାକୁ ଚାହୁଁଛନ୍ତି ।

ସେ ସୋସିଆଲ ମିଡିଆ ରେ ପ୍ରେମ କରି ବାରମ୍ବାର ପସ୍ତାଉଥିବା କଥା ମଧ୍ୟ କହିଛନ୍ତି । ଯଦି ଦେଖିବା ଷ୍ଟାର ଦମ୍ପତୀ ଙ୍କ ମାମଲା ଏବେ କଟକ ଫ୍ୟାମିଲି କୋର୍ଟରେ ବିଚାର ଧୀନ ରହିଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଏହାକୁ ନେଇ କଣ ସମାଧାନ ର ବାଟ ବାହରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *