ହାତ ଧୋଇବାକୁ ଯେଉଁ ପାଣି ଦିଆଯାଇଥିଲା, ତାକୁ ଲେମ୍ବୁ ପାଣି ଭାବି ମୁଁ ପିଇ ଦେଇଥିଲି ଏଭଳି କିଛି ନିଜ କାହାଣୀ ବିଷୟରେ କହିଲେ ଲାଲି ।

lali 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୀବନରେ ଅନେକ ପ୍ରତୀକ୍ଷା ଏବଂ ଅନେକ ସଂଘର୍ଷ କରି ଯେଉଁ ବ୍ୟକ୍ତି ନିଜ ଜୀବନକୁ ଗଢ଼ି ତୋଳିଥାନ୍ତି । କେବଳ ସେ ହିଁ ନିଜ ସଂଘର୍ଷ କାହାଣୀକୁ ଠିକ ଭାବରେ ବର୍ଣ୍ଣନା କରିପାରେ । ଅଭିନୟ ଜଗତକୁ ଯେ ସମସ୍ତେ ପୁଳା ପୁଳା ଟଙ୍କା ଥିଲେ ଆସି ପାରନ୍ତି ତାହା ନୁହେଁ । ଅନେକ ଅଭିନେତା ଅଭିନେତ୍ରୀ ଏପରି ବି ଅଛନ୍ତି ଯେଉଁମାନେ ଖୁବ କଷ୍ଟ ସଂଘର୍ଷ କରି ନିଜକୁ ସଫଳ କରି ପାରନ୍ତି । ଆଉ ଯେତେବେଳେ ନିଜ ସଂଘର୍ଷ କାହାଣୀ ଏବଂ ସଫଳତାର କାହାଣୀ ଲୋକଙ୍କ ସାମ୍ନାରେ କହିବାକୁ ଖୁସି ପାଆନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ପ୍ରତିଭାଙ୍କ ବିଷୟରେ କହିବୁ, ଯାହାଙ୍କୁ ସବୁ ଦର୍ଶକ ସିରିଏଲରେ ତାଙ୍କର କମେଡି ଚରିତ୍ର ପାଇଁ ବେଶ ଜାଣିଛନ୍ତି । କେବକ ସେତିକି ନୁହେଁ ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ସେ ଆଉ କେହି ନୁହଁନ୍ତି ବରଂ ସିରିଏଲରେ ଲାଲି ନାମରେ ପରିଚିତ ଥିବା ସଞ୍ଚିତା ।

ନିକଟରେ ଏକ ସାକ୍ଷାତକାର ଅବସରରେ ନିଜର ପ୍ରତିକ୍ରିୟା ଦେଇ ଲାଲି କହିଛନ୍ତି ଯେ ଆଉ ଆମେ ଯେଉଁ ପରି ଅଭିନୟ କରୁ ତାହା ଆଗକୁ ସ୍କ୍ରିପ୍ଟ ଆସେ ଆଉ ସେହି ଅନୁସାରେ ଆମେ ଅଭିନୟ କରୁ । ଆଉ ଏହି ସବୁ ଅଭିନୟ କରିବାର ଯାଦୁ ଜଣେ ଡିରେକ୍ଟର ମତେ କହିଛନ୍ତି । ବହୁତ ଭଲ ପାଇବା ଦେଲେ ଲୋକ ମାନେ ମୋ ଲାଲି କେରେକ୍ଟର କୁ । ଆଉ ଲୋକ ମାନେ ସମସ୍ତେ ମତେ ଡଲି ବୋଲି ଜାଣନ୍ତି ହେଲେ ଏବେ ଡଲିରୁ ଲାଲି ହୋଇଗଲି ।

Lali

ଆଉ ସେହି କେରେକ୍ଟର ବହୁତ ଭଲ ଥିଲା ଲୋକ ମାନେ ବହୁତ ଭଲ ପାଉଥିଲେ ଯେହେତୁ ମୁଁ କମେଡି କରୁଥିଲି । ଆଉ ଲୋକ ମାନଙ୍କୁ ବହୁତ ହସଉ ଥିଲି ଏମିତି ବି ହୋଇଥାଏ ମୋ ଫେନ୍ସ ମାନେ 9ଟା ହେବ ମାନେ ଆସି ଟିଭି ପାଖରେ । ଏମିତି ବି ବେଳେ ହୋଇଥିଲା ଯେଉଁଥିରେ ମୁଁ ଗୋଟେ ପରିବା ମାର୍କେଟ ଜାଇଛି ସେଠାରେ ବି ମତେ ଚିହ୍ନି ପକେଇଲେ ଆଉ ମତେ ସେମାନେ ରହିବାକୁ ଦେଲେ ନାହିଁ ।

ଆଉ କେମିତି ଭାବେ ସେମାନେ ମୋ ଅଭିନୟ କୁ ଦେଖନ୍ତି ସେଠାରେ ଜଣା ପଡିଥିଲା । ତେବେ ଆମର କେବଳ ବାପା ମାଆ ଏବଂ ଚାରି ଭାଇ ଭଉଣୀର ସଂସାରରେ ନିଜକୁ ଅନ୍ୟତ୍ର ପରିଚିତ କରାଇବାକୁ ଏବଂ ସଫଳ ହେବାକୁ ଆଶା କରି ସେ ଏକ ଲମ୍ଫ ମାରିଥିଲେ । ଜୀବନର ସେହ ନିଷ୍ପତ୍ତିର ମୁହୂର୍ତ୍ତ ବର୍ତ୍ତମାନ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇ ପାରିଛି ।

ତାଙ୍କ ଜୀବନରୁ ଯେକେହିବି ଅନେକ କିଛି ଶିକ୍ଷା କରି ନିଜ ଜୀବନକୁ ତିଆରି କରି ପାରିବେ। ତାପରେ ବାହାଘର ପରେ ଲାଲିଙ୍କ ଜୀବନ କେମିତି ଖୁସି ନା ନାହିଁ ସେ ପ୍ରଶ୍ନରେ ଲାଲି ହଁସି ଉତ୍ତର ଦେଇଥିଲେ ମୋ ଜୀବନ ସାଥୀ ମୋତେ କେବଳ ମାଛ ମାର୍କେଟ ଆଉ ପରିବା ମାର୍କେଟ ଛଡ଼ା କୁଆଡ଼େ ନେଇ ନାହାନ୍ତି । ତେବେ ବନ୍ଧୁଗଣ ଏସବୁ ଲାଲିଙ୍କ ଜୀବନରେ ଘଟିଥିବା ସତ ଘଟଣା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *