ମୁଁହ ଖୋସିଲେ ସାଉଥ୍ ଅଭିନେତ୍ରୀ ସମନ୍ଥା ।

Actress Samantha

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁହଁ ଖୋଲିଲେ ସାଉଥ୍ ଅଭିନେତ୍ରୀ । ସମାଲୋଚକଙ୍କୁ ଦେଇଛନ୍ତି ମୁହଁତୋଡ ଜବାବ । କହିଲେ ଏ ରୋଗ କାହାକୁ ନହଉ । ନିଜ ରୋଗକୁ ନେଇ ସମାଲୋଚନା ର ସ୍ୱିକାର ହେବା ପରେ ଏପରି ମୁହଁତୋଡ ଜବାବ ରଖିଛନ୍ତି ସାଉଥ୍ ସୁନ୍ଦରୀ ସମନ୍ଥା ରୁଥ୍ ପ୍ରଭୁ । ସାଉଥ୍ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ କିଛିଦିନ ହେବ ନିଜ ସ୍ୱାସ୍ଥ୍ୟ ପାଇଁ ହେଡ୍ ଲାଇନ୍ସ ରେ ଅଛନ୍ତି ।

ମାଇସିଏଟିସ୍ ନାମକ ଏକ ଗୁରୁତ୍ୱ ରୋଗରେ ପିଡୀତ ଥିବା କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ସମନ୍ଥା ନିଜ ଫ୍ରେଣ୍ଡସ କୁ ଜଣାଇଥିଲେ । ହେଲେ ଏହି ରୋଗ ଯୋଗୁ ସେ ନିଜ ଚେହେରାର ଚମକ ଓ ଗ୍ଲୋ ହରାଇ ସାରିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାର କଡା ଜବାବ ରଖିଛନ୍ତି ଅଭିନେତ୍ରୀ ଜଣକ ।

Samantha

ସମନ୍ଥା ପୋଷ୍ଟ କରି କହିଛନ୍ତି ଯେ ସେ ଚାହୁଁନାହାନ୍ତି ଯେ ଏହି ରୋଗରେ କେହି କେବେ ପିଡୀତ ହୁଅନ୍ତୁ । କାହାକୁ ଏହାର ଚିକିତ୍ସା ପ୍ରଣାଳୀ ନେଇ ଗତି କରିବାକୁ ନପଡୁ । ଏଥି ସହିତ ତୁମ ମାନଙ୍କ ଚେହେରାର ଗ୍ଲୋ ବଢାଇବା ପାଇଁ ମୋ ତରଫରୁ ଢେର ସାରା ଭଲ ପାଇବା ବୋଲି କହିଛନ୍ତି ସମନ୍ଥା । ନାଗାଚଇତନ୍ୟଙ୍କ ସହ ନିଜ ବିବାହ ବିଛେଦ ପରେ ପୁଣିଥରେ ନିଜ ବେମାର ପାଇଁ ମିଡିଆରେ ଚର୍ଚ୍ଚା ରେ ଅଛନ୍ତି ସମନ୍ଥା ।

ନିଜ ରୋଗ ସମ୍ପର୍କରେ ନିଜ ଫ୍ୟାନ୍ସ କୁ ଜଣାଇବା ପରେ ଫ୍ୟାନ୍ସ ବି ତାଙ୍କ ମନବଳ ବଢାଇବାରେ ଲାଗିଛନ୍ତି । କେବଳ ଆପଣ ନୁହନ୍ତି ଆପଣଙ୍କ ହୃଦୟ ବହୁତ ସୁନ୍ଦର ବୋଲି ଫ୍ୟାନ୍ସ ମାନେ ଟୁଇଟ କରିଛନ୍ତି । ଆପଣଙ୍କ ଚେହେରାର ଚମକ ହଜିନି ବରଂ ତାଠାରୁ ଅଧିକ ଚମକୁଛି ବୋଲି ପ୍ରସଙ୍ଗଶକ ମାନେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *