ହ୍ୟୁମାନ ସାଗରକୁ ଆମ ଅଞ୍ଚଳରେ ପୁରାଇ ଦେବୁନି, ଯଦି ପସିବେ ଗୋବର ବର୍ଷା ହେବ

Humane Sagar 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2015 ରେ ବାହାଘର ଆଉ 8 ବର୍ଷ ପରେ ସମ୍ପର୍କରେ ସୃଷ୍ଟି ହେଲା ଫାଟ । ଆଉ ଏବେ ମୁହଁ ଖୋଲିଲେ ଉଜୁଡିଯିବ ସଂସାର । ଏବେ ପ୍ରଶ୍ନ ଉଠୁଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ଅଭିଯୋଗ ପରେ ସାଂଘାତିକ ବିବାଦ ବଢିବ ନା ସମାଧାନ ର ରାସ୍ତା ବାହାରିବ । ଉଭୟ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ସମାଧାନ ର ରାସ୍ତା ବାହାରିବା ପାଇଁ ଚାଲିଛି ଚେଷ୍ଟା ।

ହେଲେ ଦିନକୁ ଦିନ ଆସୁଛି ଏହି ସମ୍ପର୍କରେ ନୂଆ ମୋଡ । ଶ୍ରେୟା ହ୍ୟୁମାନଙ୍କ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଉଭୟଙ୍କୁ ସମାଧାନ ପାଇଁ ପୋଲିସ 4 ଦିନ ସମୟ ଦେଇଥିଲେ ବି ଶ୍ରେୟା ଗତକାଲି ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟ କରିବେ ଶ୍ରେୟା । ପ୍ରତିଟି ଘଟଣାର ପ୍ରମାଣ ଅଛି ଶ୍ରେୟାଙ୍କ ପାଖରେ ।

man

ସେହି ପରି ଏପଟେ ବନ୍ଧୁଗଣ ହ୍ୟୁମନ ସାଗର ଯେଉଁ ଅଞ୍ଚଳ ରେ ରହୁଛନ୍ତି ସେହି ଅଞ୍ଚଳ ବାସିନ୍ଦା ମଧ୍ୟ ବିରୋଧ ଖରିଥିବା ଦେଖିବାକୁ ମିଳିଛି ଯେଉଁଥିରେ ବିକ୍ଷୋବ୍ୟ କାରୀ ମାନେ କହିଛନ୍ତି ଯେ ଶ୍ରୀୟା ଙ୍କୁ ନେଇ ଧର୍ମାନ୍ତି କରଣ କରିବା ଏବଂ ଯେଉଁ ସବୁ ମନ୍ତବ୍ୟ ଦେଉଛନ୍ତି ସେହି ସବୁ କୁ ନେଇ ସେମାନେ ବିକ୍ଷୋବ କରିବା ଲାଗି ରାସ୍ତା ଉପରେ ଛିଡା ହୋଇଛୁ । ଏବଂ ଜନ ଜାଗରଣ କରିବା ପାଇଁ ଆସୁଛି ।

ତେବେ ବର୍ତମାନ ସମୟ ରେ ବିଷୟ ହେଉଛି ହ୍ୟୁମାନସାଗର ଙ୍କ ମୁଣ୍ଡ ବୋଧେ ମାଡ ହୋଇଜାଇଛି । ନହେଲେ ନ୍ୟୁଜ୍ ରେ ସେ ଏମିତି ବାଇଟ କେବେବି ଦେଇ ନଥାନ୍ତା । ଆଉ ଏହି ପରି କରି ସେ ଆମର ଜଗନ୍ନାଥ ସଂସ୍କୃତି କୁ ତଳକୁ ନେଇ ଆସିଛି । ସେହିଥି ପାଇଁ ସେହିଥି ପାଇଁ ଆମେ ଆଜି ଏଠାରେ ଜନ ଆନ୍ଦୋଳନ କରୁଛୁ ବୋଲି ସ୍ଥାନିୟ ଲୋକ ମାନେ ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *