ସମାଧାନ ପରେ ହ୍ୟୁମାନ-ଶ୍ରେୟାଙ୍କ ହାଇଭୋଲଟେଜ୍ ଡ୍ରାମାର ହୋଇଛି ଦ ଏଣ୍ଡ

Shreya

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ବହୁତ ଖୁସି ଅଛୁ । ଆମର ଆଉ କିଛି ଅସୁବିଧା ନାହିଁ । ଆମର ସବୁ ସମାଧାନ ହୋଇଗଲା । ଆଉ ସମାଧାନ ଯାହା ହେଲା ସେଥିରେ ଆମେ ବହୁତ ସନ୍ତୁଷ୍ଟ ଅଛୁ । ତେବେ ବନ୍ଧୁଗଣ ଦେଖନ୍ତୁ ହାଇଭୋଲଟେଜ୍ ଡ୍ରାମାର ଶେଷ ହେଲା ପରେ କଣ କହୁଛନ୍ତି ଶ୍ରେୟା ଓ ହ୍ୟୁମାନ ସାଗର ।

ତେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଳହ ଦାଣ୍ତରେ ଗଡି ହାତରେ ବିକ୍ରୀ ହେଉଥିଲା । ଏବଂ ବିବାଦ ଚରମ ସୀମାରେ ପହଞ୍ଚି ଯାଇଥିଲା । ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ସ୍ୱାମୀ ହ୍ୟୁମାନଙ୍କ ନାଁ ରେ ଆଣିଥିଲେ ଏଣୁତେଣୁ ହଜାରେ ଆଲିଗେସନ ।

Human

ତେବେ ବନ୍ଧୁଗଣ ଶ୍ରେୟା କହୁଥିଲେ ଯେ ହ୍ୟୁମାନ ସାଗର କୁଆଡେ ତାଙ୍କୁ ଟରଚର କରୁଥିଲେ । ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି କରୁଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ତୁମ୍ଭି ତୁଫାନ୍ । ଯାହା ଦେଖି ଓଡିଶା ବାସି ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ ।

ଥାନା ଓ କୋର୍ଟ ର ମାରାଥନ ଦୌଡ ପରେ ଆଜି ଦୁଇ ପରିବାର କଟକର ମହିଳା ଥାନାରେ ଏକତ୍ରୀତ ହୋଇଥିଲେ । ସେ ଯାହା ହେଉ ଓଡିଶାର ଦର୍ଶକଙ୍କୁ ଅନେକ ରୋମାଣ୍ଟିକ ଗୀତ ଭେଟି ଦେଇଥିବା ହ୍ୟୁମାନ ସାଗରଙ୍କ ପାରିବାରିକ କଳହରେ ପୂର୍ଣ୍ଣଛେଦ ତାଙ୍କ ଫ୍ୟାନ୍ସକୁ ଆସ୍ୱସ୍ତ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *