ପୋଲିସର ଏହି ପ୍ରଶ୍ନରେ ଝାଳ ନାଳ ହେଲେ ହ୍ୟୁମାନ ସାଗର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ଥାନାରେ ଓଡିଆ ସିଙ୍ଗର ହ୍ୟୁମାନ ସାଗର । ପୋଲିସ ର ନିର୍ଦ୍ଦେଶ ପରେ ପହଞ୍ଚିଛନ୍ତି ମହିଳା ଥାନାରେ । ହ୍ୟୁମାନଙ୍କ ନାଁ ରେ ରହିଛି ସାଂଘାତିକ ଅଭିଯୋଗ । ସେ ତାଙ୍କ ସ୍ତ୍ରୀ ଶ୍ରିୟା ମିଶ୍ରଙ୍କୁ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା । ଘରକୁ ଆସିବା ପରେ ମାଡ ମାରୁଥିଲେ । ଯେତେ ଅନୁରୋଧ କଲେ ମଧ୍ୟ ଶୁଣୁ ନଥିଲେ ।

ଭଲ ପାଇଁ ଯାହାକୁ ବାହା ହୋଇଥିଲେ ତାହାଙ୍କୁ ହିଁ ଦେଇ ଚାଲିଥିଲେ ଅକଥନୀୟ ଅତ୍ୟାଚାର । ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ଏବଂ ସ୍ତ୍ରୀ ଶ୍ରିୟାଙ୍କୁ ପିଟିବାକୁ ଲାଗୁଥିଲେ । ଯାହାପରେ ସହି ନପାରି କଟକ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ ସ୍ତ୍ରୀ ଶ୍ରିୟା । ସ୍ତ୍ରୀକୁ ନିର୍ଯାତନା ଦେଇଥିବା ହ୍ୟୁମାନ ସାଗର କେମିତି ଦମ୍ଭରେ ଚାଲି ଚାଲି ଥାନାକୁ ଯାଉଛନ୍ତି ।

human 1

ବ୍ଲୁ କଲର ସାର୍ଟ ପିନ୍ଧି ଥାନା ଭିତରେ ବସି ରହିଛନ୍ତି ହ୍ୟୁମାନ ସାଗର । ମହିଳା ଥାନାରେ ଏବେ ପୋଲିସ ର ସମସ୍ତ ପ୍ରଶ୍ନର ଶିକାର ହୋଇଛନ୍ତି ହ୍ୟୁମାନ । ସ୍ତ୍ରୀ ବି ରହିଛନ୍ତି ସାମିଲ୍ । ତେବେ ସ୍ତ୍ରୀ ର ଅଭିଯୋଗ ସବୁ ସତ କି ମିଛ ତାଙ୍କୁ ନେଇ ପଚରା ଉଚରା ଚାଲିଛି । ଯଦି ସତ ହୋଇଥାଏ ତେବେ କ’ଣ ପାଇଁ ସେ ଏମିତି ମାଡ ଗାଳି, ଶା-ରି-ରୀକ ନି-ର୍ଯା-ତନା ଦେଉଥିଲେ ତାଙ୍କୁ ନେଇ ମଧ୍ୟ ପ୍ରଶ୍ନ କରିବ ମହିଳା ଥାନା ପୋଲିସ ।

ଏହାପରେ ଦୁହିଁଙ୍କୁ କାଉନସିଲ କରିବ ମହିଳା ଥାନା ପୋଲିସ । ଦୁହେଁ ଦୁହିଁଙ୍କ ପାଖରେ ରହିବାକୁ ଚାହୁଁଛନ୍ତି ନାଁ ଦୂରେଇ ରହିବାକୁ ଚାହୁଁଛନ୍ତି ତାଙ୍କୁ ନେଇ ପଚରାଉଚରା କରିବ । ଶ୍ରିୟା ମିଶ୍ର ଯଦି ଏତଲାକୁ ପ୍ରତିହାର ନକରନ୍ତି ତେବେ ହ୍ୟୁମାନ ସାଗରଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ କରିବ ଗ୍ରହଣ କରିବ ମହିଳା ଥାନା ପୋଲିସ ।

wife 1

ତେବେ ଜେରା ପରେ ଜଣା ପଡିବ ଦୁହିଁଙ୍କ ମଧ୍ୟରେ କ’ଣ ରହିଛି ଅସୁବିଧା । କ’ଣ ପାଇଁ ମାଡ ମାରନ୍ତି ହ୍ୟୁମାନ ସାଗର । ଏହା ପଛରେ ପରୋକ୍ରିୟା ପ୍ରୀତି ରହିଛି ନାଁ ଆଉ କିଛି କାରଣ ତାଙ୍କୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *