ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆସିଲା ବହୁତ ଖୁସୀର ଖବର ପୁଣି ଥରେ ଏକାଠି ହୋଇଛନ୍ତି ହ୍ୟୁମାନ ସାଗର ଏବଂ ତାଙ୍କର ସ୍ତ୍ରୀ ଶ୍ରୀୟା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପୂର୍ବେ ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ହ୍ୟୁମାନ ସାଗର ଙ୍କ ନାମରେ ବହୁତ ସାରା ଅଭିଯୋଗ ଆଣିଥିଲେ । ତାଙ୍କୁ ସେ ମଦ ପିଇ ମାରନ୍ତି ତାଙ୍କ ପ୍ରତି ସେ ଅତ୍ୟାଚାର କରନ୍ତି । ସେ ତାଙ୍କୁ ପଇସା ପାଇଁ ଡିମାଣ୍ଡ କରନ୍ତି ବା ଏହା ସହିତ ସେ ନିଜର ଧର୍ମ ପରିବର୍ତନ ପାଇଁ ବି ସେ ଡିମାଣ୍ଡ କରନ୍ତି । ଏହି ଭଳି କିଛି ଅଭିଯୋଗ ଆଣିଥିଲେ ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରେୟା ।
ହେଲେ ଏବେ ସବୁ କିଛି ଠିକ୍ ହୋଇଜାଇଛି । ହ୍ୟୁମାନ ସାଗର ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ସବୁ କିଛି ବୁଝାମଣା ଠିକ୍ ହୋଇଜାଇଛି । ଆଉ ହ୍ୟୁମାନ ସାଗର ଭୁଲ ମାଗି ଏବେ ତାଙ୍କ ସ୍ତ୍ରୀ କୁ ନିଜର କରି ନେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୋଟିଏ ରିଆଲିଟି ସୋ ରେ ଭାଗ ନେଇଥିଲେ ଏବଂ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା । ଆଉ ପରବର୍ତି ସମୟ ରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ।
ତେବେ ସୋ ରେ ହ୍ୟୁମନ ସାଗର ବିଜେତା ହୋଇଥିଲେ ଏବଂ ପରେ 2017 ମସିହା ରେ ଉଭୟ ବିବାହ କରିଥିଲେ । ତେବେ ଶ୍ରୀୟା ବାଲେଶ୍ୱର ର ବାସିନ୍ଦା ହୋଇଥିବା ବେଳେ ହ୍ୟୁମନ ସାଗର ଙ୍କ ଘର ଅନାଙ୍ଗିର ରେ ଏବଂ ଉଭୟ ବହୁତ ଗୀତ ବି ଗାଇଛନ୍ତି । ଉଭୟ ଙ୍କ ମଧ୍ୟ ଗୋଟିଏ ଝିଅ ମଧ୍ୟ ରହିଛି । ଆଉ ଏହା ପର ଠାରୁ ସେ କେବେବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି ।
ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ 5 ହଜାର ରୁ ଅଧିକ ଗୀତ ଗାଇ ସାରିଲେଣି ହ୍ୟୁମନ ସାଗର ସେ ଲଭ ସଙ୍ଗ୍ ହେଉ , ପେଥେଟିକ୍ ହେଉ ବା ସୀନେମା ଗୀତ ସବୁଥିରେ ହ୍ୟୁମନ ସାଗର ଙ୍କର ଜବର୍ଦୋସ୍ତ ଜଲ୍ବା ଦେଖିବା ପାଇଁ ମିଳୁଛି । ତାହାଲେ ହ୍ୟୁମନ ସାଗର 2012 ମସିହା ଠାରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସକ୍ରିୟ ହୋଇଛନ୍ତି । ଆଉ ଏହା ପୂର୍ବରୁ ସେ ନିଜର କେରିଅର ରେ ବହୁତ ସାରା ଗୀତ ଗାଇଥିବାର ନଜର ଆସିଛନ୍ତି ।
2012 ମସିହା ର ରିଆଲିଟି ସୋ ଓଡିଶା ର ସୁଟିଂ ସେଟ ରୁ ହିଁ ସେ ଶ୍ରୀୟା ମିଶ୍ର ଙ୍କୁ ଭଲ ପାଇଥିଲେ । ଆଉ ଏହି ପ୍ରେମ ସଂମ୍ପର୍କ ମଧ୍ୟରେ ଆସିଥିଲା ଝଗଡା । ବାହାଘରର କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗିଥିଲା । ହେଲେ ଏବେ ଆସିଛି ବହୁତ ଖୁସୀର ଖବର ପୁଣି ଥରେ ଏକାଠି ହୋଇଛନ୍ତି ହ୍ୟୁମାନ ସାଗର ଏବଂ ତାଙ୍କର ସ୍ତ୍ରୀ ଶ୍ରୀୟା । ହ୍ୟୁମାନ ସାଗର ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ସବୁ କିଛି ବୁଝାମଣା ଠିକ୍ ହୋଇଜାଇଛି । ଆଉ ହ୍ୟୁମାନ ସାଗର ଭୁଲ ମାଗି ଏବେ ତାଙ୍କ ସ୍ତ୍ରୀ କୁ ନିଜର କରି ନେଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।