ଓଡ଼ିଆ ଅଭିନେତା ସ୍ୱର୍ଗତ ମିହିରି ଦାସଙ୍କ ପୁଅଙ୍କ କେମିତି ମୃ-ତ୍ୟୁ ହେଲା l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣିଥରେ ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରିବାର ଉପରେ ଛିଡି ପଡିଲା କଳାବାଦଲ । ମାଁ ଯାଇଥିଲା, ବାପା ବି ଯାଇଥିଲା ଆଉ ଏବେ ସାନପୁଅ ଚାଲିଗଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା । ସାରା ସିନେମା ଜଗତ ଭାଙ୍ଗି ପଡିଥିଲା । ଆଉ ଠିକ୍ ଏତିକି ବେଳେ ଆଉ ଏକ ଦୁଃଖଦ ଖବର ଆସୁଛି । ଆଉ ନାହାଁନ୍ତି ମିହିର ଦାସଙ୍କ ସାନପୁଅ ।

ସାତଦିନ ହେବ ଏମସ୍ ରେ ଚିକିତ୍ସିତ ହେଉଥିଲେ । ଆଉ ହଠାତ୍ କାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାଁଙ୍କ ମୃ-ତ୍ୟୁ, ବାପାଙ୍କ ମୃ-ତ୍ୟୁ ଆଉ ଏବେ ସାନ ଭାଇ ର ମୃ-ତ୍ୟୁ । ଅଭିନେତା ଅମ୍ଲାନଙ୍କ ମନ ବଳକୁ ପୁରା ଭାଙ୍ଗି ଦେଇଛି । ବରିଷ୍ଠ ଅଭିନେତା ମିହିର ଦାସଙ୍କ ସାନପୁଅ ର ପରଲୋକ ହୋଇଛି ।

Mihir Das

ମିହିର ଦାସଙ୍କ ଦୁଇ ପୁଅ ଥିଲେ । ବଡ ପୁଅ ଅମ୍ଲାନ ଓ ସାନପୁଅ ଅକ୍ଲାନ୍ତ । ଯାହାଙ୍କର ମୃ-ତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତ ଏମସ୍ ହସ୍ପିଟାଲରେ କାଲି ରାତିରୁ ଅକ୍ଲାନ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଉ କଟକ ସ୍ଥିତ ସତୀ ଚଉରା ମଶାଣିରେ ତାଙ୍କର ଅନ୍ତୀମ ସଂସ୍କାର କରାଯାଇଛି । ଏଇ କିଛିଦିନ ଭିତରେ ପ୍ରଥମେ ମାଁ ଚାଲି ଯାଇଥିଲେ ଏଇ ବର୍ଷେ ହେବ ମିହିର ଦାସ ବି ଚାଲି ଯାଇଥିଲେ ଆଉ ଏବେ ସାନଭାଇ ଚାଲିଗଲେ ।

ଆଉ ଯେଉଁ ନିଷ୍ଠୁର ସତକୁ ଗ୍ରହଣ କରିପାରୁନାହାନ୍ତି ଅଭିନେତା ଅମ୍ଲାନ ଦାସ । ବାପା, ମାଁ, ଭାଇ ଚାଲିଯିବା ପରେ ନିଜେ ଅବାକଶୂନ୍ୟ ହୋଇପଡିଛନ୍ତି ଅମ୍ଲାନ ଦାସ । ଭଗବାନ କ’ଣ ଏତେ ଦୁଃଖ କାହାକୁ ଦିଅନ୍ତି । ବାପା , ମାଁ, ଭାଇ ସମସ୍ତଙ୍କୁ ନେଇଗଲା ପରେ କିଭଳି ଜୀବନ ଜିଇବେ । ଏହିଭଳି କିଛି ଭାବୁଛନ୍ତି ଅମ୍ଲାନ ଦାସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *