ଜେଲେ ଯିବେ ବି-ପି ହିରୋଇନ ନିଶା ମହାରଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେତେ ବେଳେ କଥାରେ ତ ଆଉ କେତେ ବେଳେ ସୋସିଆଲ ମିଡିଆ ରେ ଶସ୍ତା ଲୋକପ୍ରିୟତା ନିଶାରେ ନିଶା ମହାରଣା ନାମକ ମୋଡେଲର ଅ-ଶ୍ଲୀ-ଳ ଫୋଟ ଏବଂ ଭିଡ଼ିଓ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି । ଜାହାକୁ ନେଇ ଭୟେସ୍ ଫର ୱିମେନ ନାମକ ସ୍ୱେଚ୍ଛା ସେବି ସଂଙ୍ଗଠନ କମିଶନର ପୋଲିସ ର ଦ୍ୱାରସ୍ଥ ହୋଇଛି ।

ଅଭିଯୋଗ ଅନୁସାରେ ନିଶା ଙ୍କ ପ୍ରତିଟି ଭିଡ଼ିଓ ନାରୀ ଙ୍କ ଆଶାକୁ ଆଘାତ କରୁଛି । ନିଶା କେବଳ ନିଜ ଏକାଉଣ୍ଟ ରେ ମାତି ନାହାଁନ୍ତି । କିଛି ଶସ୍ତା ୱେବ ଚେନ୍ନାଲ ମଧ୍ୟ ନିଶା ଙ୍କ ଅ-ଶ୍ଲୀ-ଳ ମନ୍ତବ୍ୟ କୁ ପରିବେଷଣ କରୁଛନ୍ତି । ବାରମ୍ବାର ସାକ୍ଷତ କାର କୁ ନେଇ ଯୁବପୀଢି ଙ୍କୁ କୁଶୃଙ୍ଖଳ କରୁଥିବା ଅଭିଯୋଗ କରିଛି ଭୟେସ ଫର ଉଇମେନ ।

nisha a

ତେବେ ବନ୍ଧୁଗଣ ଦିନ କୁ ଦିନ ନିଶା ଙ୍କ ସୋସିଆଲ ମିଡିଆ ରେ ଅ-ଶ୍ଲୀ-ଳ ନିଶା ବଢି ଚାଲିଥିବା ବେଳେ ଅଭିଭାବକ ବି ଏବେ ମୋବାଇଲ ଦେଖିବାକୁ ଡରିଲେଣି । ଫେସବୁକ ହେଉ କିମ୍ବା ଇୟୁଟ୍ୟୁବ ସବୁଆଡେ କ୍ଲିକ୍ ମାତ୍ରେ ନିଶା ଙ୍କ ଦ୍ୱଅର୍ଥ ବୋଧକ ଭିଡ଼ିଓ ଚାଲି ଆସୁଛି । ଜାହା ଉପରେ ସଂମ୍ପର୍ଣ୍ଣ ଭାବେ ରୋକ ଲଗେଇବାକୁ ଭୟେସ ଫର ଉଇମେନ ଦାବି କରିଛି ।

ତେବେ ନିଶା ମହାରଣା ଏହି ପରି ଭାବେ ନିଜର ଅ-ଶ୍ଲୀ-ଳତା ର ସହିତ ଅଙ୍ଗ ପଦର୍ଶନ କରି ଯେଉଁ ପରି ଭାବେ ସମାଜ କୁ କଳୁଶିତ କରୁଛନ୍ତି ତାହା ଉପରେ ନିଶ୍ଚିତ ଭାବେ କୈଣସି ନାଁ କୈଣସି ପଦକ୍ଷେପ ନିଶ୍ଚିତ ଜରୁରୀ ବୋଲି ଅଭିଭାବକ ମାନେ କହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *