ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ସୋଲେ -2 ହାର୍ଦ୍ଧିକ ପାଣ୍ଡିଆ ଏବଂ ମହେନ୍ଦ୍ର ସିହଂ ଧୋନୀ ହେବେ ଜୟ ବୀରୁ । ତେବେ ନ୍ୟୁଜଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଭାରତ ଜିତିବା ପରେ ଟି ଟ୍ୱେଣ୍ଟି ମ୍ୟାଚକୁ ନେଇ ଅନେକ ଉତ୍ସାହ ଦେଖା ଦେଇଛି । ଟିମ୍ ଇଣ୍ଡିଆ ଗତ କାଲି ସଂନ୍ଧ୍ୟାରୁ ରାଞ୍ଚରେ ପହଁଚି ଗଲେଣି । ତେବେ ଦୁଇଟି ଜାକ ଟିମ୍ ପଞ୍ଚ ତାରକା ହୋଟେଲ ରେ ରହିଛନ୍ତି ।
କିନ୍ତୁ ରାଞ୍ଚି ଜାଇଛନ୍ତି ଆଉ ଧୋନୀ କେମିତି ସୁଯୋଗ ହାତ ଛଡା କରିବେ ଧୋନୀ ଟିମ୍ ଇଣ୍ଡିଆ ର ଖେଳାଳି ଙ୍କୁ ନିଜ ଘରକୁ ଡାକି ଡିନର ପାର୍ଟି ଦେଇଛନ୍ତି । ଡିନର ପାର୍ଟି ସମୟରେ ପାଣ୍ଡିଆ ଧୋନୀ ଙ୍କ ସହିତ ବହୁତ ମଜା ମସ୍ତି ମଧ୍ୟ କରିଥିଲେ । ତାହାର କିଛି ଦୃଶ୍ୟ ପାଣ୍ଡିଆ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଛନ୍ତି ।
ଏହି ସମୟ ରେ ପାଣ୍ଡିଆ ଏକ ଏମିତି ଫୋଟ ସେୟାର କରିଛନ୍ତି ଯେଉଁଥିରେ ପାଣ୍ଡିଆ ଏବଂ ଧୋନୀ ଜୟବୀରୁ ପରି ଦେଖା ଯାଉଛନ୍ତି । ଧୋନୀ ଙ୍କ ସହିତ ଏହି ଫୋଟ ସେୟାର କରି ପାଣ୍ଡିଆ ଲଖିଛନ୍ତି ଆସୁଛି ସୋଲେ 2 ଉଭୟ ଭେଟାରାନ ଖେଳାଳି ଙ୍କ ଏହି ଚିତ୍ର ଏବେ ସୋସିଆଲ ମି଼ଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ତେବେ ବାସ୍ତବରେ କହିବାକୁ ଗଲେ ଟିମ୍ ଇଣ୍ଡିଆ ର ପୂର୍ବତନ ଅଧିନାୟକ ଏମ ଏସ ଧୋନୀ ଏବଂ ହାର୍ଦ୍ଧିକ ପାଣ୍ଡିଆ ଙ୍କ ମଧ୍ୟରେ ଏକ ବିଶେଷ ସଂଯୋଗ ରହିଛି । କାରଣ ପାଣ୍ଡିଆ ସବୁ ବେଳେ କହିଛନ୍ତି ସେ କ୍ରକେଟ ରେ ଧୋନୀ ଙ୍କ ଦ୍ୱାରା ବହୁତ ଅନୁପ୍ରାଣିତ ହୋଇଛନ୍ତି ।
ସେହିଥି ପାଇଁ ପାଣ୍ଡିଆ ଏବଂ ଧୋନୀ ଙ୍କୁ ଭଲ ବନ୍ଧୁ ଭାବରେ ବିବେଚନା କରାଯାଏ । ଆଉ ଉଭୟ ଖେଳାଳି ପାର୍ଟି କରୁଥିବାର ବିଶେଷ ଟାଇମ୍ ରେ ଦେଖାଯାଏ । ତେବେ ଆପଣ ମାନଙ୍କୁ ଏହି ଫୋଟ କେମିତି ଲାଗୁଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।