ସ୍କୁଲ ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ବଡ଼ ଘୋଷଣା |

students

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଆସିଜାଇଛି ଆଉ କିଛି ବଡ ଘୋଷଣା । ଖୁବ ଶୂଘ୍ର ନୂଆ ଆର୍ଥିକ ବର୍ଷ 2023 ରେ ଆରମ୍ଭ ହେବାକୁ ଯାଉଛି ନୂଆ ଶିକ୍ଷା ବର୍ଷ । ଏହି ନେଇ ସରକାର ଙ୍କ ପକ୍ଷରୁ ଜାରି ହୋଇଛି ନୂଆ ଆପଡେଟ । ତେବେ ଆରମ୍ଭ ହେବାକୁ ଯାଉଛି ନୂଆ ଶିକ୍ଷା ବର୍ଷ ଏହି ନେଇ ସରକାର ଙ୍କ ପକ୍ଷରୁ ଜାରି ହୋଇଛି ନୂଆ ଆପଡେଟ । ନଜର ପକେଇବା ନଜର ପକେଇବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଚଳିତ ବର୍ଷ ଏପ୍ରିଲ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ ଏହି ନେଇ ସରକାର ଙ୍କ ପକ୍ଷରୁ ଟ୍ରାକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଁଚେଇବା ପାଇଁ 6 ଜିଲ୍ଲାରେ 15 ଟି ଟ୍ରକ୍ ଯୋଗେ ପାଠ୍ୟ ପୁସ୍ତକ ପଠାଯାଇଛି । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ ଏହି ନେଇ ଘୋଷଣା କରିଛନ୍ତି ।

school Staff

ତେବେ ଗତ ବର୍ଷ ଜୁନ ଜୁଲାଇ ରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଏହିଥର ଅପ୍ରିଲ ରୁ ଆରମ୍ଭ ହେବ । ଏହାକୁ ଦୃଷ୍ଟି ରେ ରଖି ସବୁ ପିଲାଙ୍କ ନିକଟ ରେ ପାଠ୍ୟ ପୁସ୍ତକ ପହଁଚେଇବା ପାଇଁ 6 ଜିଲ୍ଲାରେ 15 ଟି ଟ୍ରକ୍ ଯୋଗେ ପାଠ୍ୟ ପୁସ୍ତକ ପଠାଯାଇଛି । ଏହି ଉତ୍ସବ ରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ ଶ୍ରୀମତି ଅଶ୍ୱତିଏସ ।

ପାଠ୍ୟ ପୁସ୍ତକ ଅନୁଷ୍ଠାନ ବୀକ୍ରି ଏବଂ ଅନୁଷ୍ଠାନ ନିର୍ଦ୍ଧେଶକ ରଘୁରାମ ଆୟର ପ୍ରମୂଖ ଉପସ୍ଥିତ ରହିଥିଲେ । ତେବେ ନୂଆ ସୂଚନା ଅନୁସାରେ ଏହିଥର ଜୁନ ପରିବର୍ତ୍ତେ , ଜୁଲାଇ ମାସରୁ ଆରମ୍ଭ ହେବାକୁ ଯାଉଛି ନୂଆ ଶିକ୍ଷା ବର୍ଷ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *