ଖୁସି ଖବର – ଏହି ମାନେ ପାଇବାକୁ ଜାଉଛନ୍ତି ନୁଆ ଘର

home

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏବେ ପ୍ରଧାନ ମନ୍ତ୍ରୀ ଯୋଜନା ର ନୂଆ ଲିଷ୍ଟ ଆସିଜାଇଛି । ଆପଣ ମାନେ ନିଜ ନିଜର ପଞ୍ଚୟତ ରେ ଜାଇ ଚେକ୍ କରି ପାରିବେ । ତେବେ ଏହି କଥା ମନେ ରଖିବେ ବି ଏହି ଯେଉଁ ଘର ଆସିଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଏହାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦୁହେଁ ମିଶିକି ମଧ୍ୟ ଦେଉଛନ୍ତି । ଜାହାକି 40 ପ୍ରତିଶତ 60 ପ୍ରତିଶତ ହିସାବରେ ତେବେ ଏହି ନେଇ ସରକାର ଙ୍କ ଅଫିସିଆଲ ୱେବସାଇଟ rhreporting.nic.in ରେ ଆପଣ ମାନଙ୍କୁ ଏହି ଅପଡେଟ ଆପଣ ମାନଙ୍କୁ ମିଳି ପାରିବ ।

ଦେଖନ୍ତୁ ମୋ ଘର , ଅଭିଯୋଗ ଦାଖଲ , ଅୟୋଗ୍ୟତା କାରଣ ଜାହାକି ପୂର୍ବରୁ ଏହି ୱେବସାଇଟ ରେ ନଥିଲା ତେବେ ଏଥିରେ ଆମେ ମାନେ ଜାଣିବା କି କେଉଁ କାରଣ ରୁ ସବୁ ଥିଲେ ଆପଣ ମାନେ ଅୟୋଗ୍ୟ ହୋଇପାରିବେ । ଏମିତି କି ଆପଣ ମାନଙ୍କ ଘର ମଧ୍ୟ କଟିଯିବ । ତେବେ ଆମେ ଏଠାରେ ଯଦି ଅୟୋଗ୍ୟତା କାରଣ ବିଷୟ ରେ କଥା ହେବା ତେବେ ପ୍ରଥମେ ହେଲା ମଟର ସାଇକେଲ , କାର , ଅଟୋ , ଏବଂ ମାଛ ଧରା ବୋଟ ଥିଲେ ବି ଆପଣ ମାନେ ଏହିଥିରେ ଅୟୋଗ୍ୟ ପ୍ରମାଣିତ ହେବେ ।

pm

ସେହିପରି ଏଗ୍ରିକଲ୍ଚର ଇକ୍ୟୁପମେଣ୍ଟ ବି ଆପଣ ମାନଙ୍କ ପାଖରେ ରହିଛି । ତେବେ ବି ଆପଣ ମାନଙ୍କୁ ଘର ମିଳିବ ନାହିଁ । ସେହି ପରି ଆପଣ ମାନଙ୍କ ପାଖରେ କିଶାନ କ୍ରେଡିଟ କାର୍ଜ ରହିଛି ସେହିଥିରେ ଆପଣଙ୍କ ର 50 ହଜାର ଟଙ୍କା ଲିମିଟ ରହିଥିଲେ ବି ସେହିଥିରେ ଘର ମିଳିବ ନାହିଁ । ସେହି ପରି ଆପଣ ମାନଙ୍କ ଘରୁ ଯେକୈଣସି ବ୍ୟକ୍ତି ଯଦି କୈଣସି ସରକାରୀ ପଦବୀ ରେ ରହିଥିବେ ତେବେ ବି ଆପଣ ମାନଙ୍କୁ ଏହି ଘରର ସୁବିଧା ମିଳିବ ନାହିଁ ।

ସେହି ପରି ଆପଣ ମାନଙ୍କ ଘରୁ କୈଣସି ବ୍ୟକ୍ତିଙ୍କ ମାସିକ ଆୟ 10,000 ହଜାର ରୁ ଅଧିକ ହୋଇଥିଲେ ତେବେ ଆପଣ ମାନଙ୍କୁ ଏହାର ସୁବିଧା ମିଳିବ ନାହିଁ । ସେହି ପରି ଇନକମ୍ ଟେକ୍ସ ଦେଉଥିଲେ ବି ଆପଣଙ୍କୁ ମିଳିବ ନାହିଁ ।

ପ୍ରଫସନାଲ ଟେକ୍ସ , ଘରେ ରେଫ୍ରିଜେଟର ରହିବା , ନିଜର ଲେଣ୍ଡଲାଇନ ଫୋନ , ସହିତ ନିଜର ଭିତ୍ତି ଭୂମିର ଦରଦାମ୍ ଯଦି 2.5 ଲକ୍ଷ ରୁ ଅଧିକ ହେଉଥିବ ତେବେ ବି ଆପଣ ମାନେ ଏହି ଟଙ୍କା ପାଇପାରିବେ ନାହିଁ ବୋଲି ସରକାର ଏହିଥିରେ ଘୋଷଣା କରିଛନ୍ତି । ତେବେ ବନ୍ଧୁଗଣ ଏହା ଥିଲା କିଛି ସୂଚନା ଜାହା ଅଯୋଗ୍ୟ ବୋଲି ପ୍ରମାଣିତ ହେବେ ଘରର ଟଙ୍କା ପାଇବାରୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *