ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋକ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଘର ଆଡକୁ ଚାହିଁ ଦେଇ ସେମାନେ କହୁଛନ୍ତି ଇଏ ହେଲା ମିହିର ଦାସ ଙ୍କ ଘର ନୀତି ସକାଳ ରୁ ସଞ ଯେଉଁଠାରେ ଅତିଥି ମାନଙ୍କ ଭୀଡ ଲାଗୁଥିଲା । ଆଉ ଆଜି ସେ ଘର ଉପରେ କଳାର ବାଦଲ ଘୋଟି ଜାଇଛି । ହଁ ବନ୍ଧୁଗଣ ମିହୀର ଦାସ ବରିଷ୍ଟ ଅଭିନେତା । ଆଉ ସେ ନିଜ ସ୍ତ୍ରୀ କୁ ଏତେ ଭଲ ପାଉଥିଲେ ସେହିଥି ପାଇଁ ତ ସେ ଯେଉଁ ସଭା ସମିତୀ କୁ ଯାଉଥିଲେ । ନିଜ ସ୍ତ୍ରୀ ଆନି କଥା କହୁଥିଲେ ।
ନିଜର ସ୍ୱପ୍ନର ଘର ଜାହାକୁ ସେ ନିଜେ ପରିଶ୍ରମ କରି ଉପାର୍ଜନ କରିଥିବା ଟଙ୍କାରେ ତିଆରି କରିଥିଲେ । ଆଉ ସେ ଘରର ନାମ ରଖିଥିଲେ ଆନି। ଆଉ ସେ ଆନି ଭବନ ଆଜି ଖାଁ ଖାଁ ପଡିଛି । ଘର ଅଛି ସତ ଘରର ନାଁ ଅଛି ସତ ହେଲେ ଘରର ଖୁସୀ ସବୁ ମିଳେଇ ଜାଇଛି । ଘରର ଖୁସୀ ସବୁ ପାଣି ଫୋଟକା ପରି ଫାଟି ଜାଇଛି । କାରଣ ସେ ଘରର ନାଁ ଜାହାର ସିଏ ନାହିଁ ।
ଯିଏ ସେ ନାଁ ରଖିଥିଲେ ସେ ନାହାଁନ୍ତି ଆଉ ସେ ଘର ଜାହାର ଭବିଷ୍ୟତ ଥିଲା ସେ ବି ନାହାଁନ୍ତି । ସ୍ନେହ , ଭଲପାଇବା , ମମତା ଦେଇ । ସିମେଣ୍ଟ , ବାଲି , ରଡ ରେ ତିଆରି ହୋଇଥିବା ଏହି ସୁନ୍ଦର ଘର ଟି ହେଉଛି ବରିଷ୍ଟ ଅଭିନେତା ମୀହିର ଦାସଙ୍କର । ଜାହା ତାଙ୍କର ସ୍ତ୍ରୀ ନାମରେ ନାମିତ ହୋଇଛି ।
ଆନି ଭବନ ନିତି ସକାଳ ହେଲେ ଏଠାରେ କଳାକାର ଙ୍କ ସୁଅ ଛୁଟେ ହେଲେ ଆଜି ଖାଁ ଖାଁ ପଡିଛି । ଲୋକ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଘର ଆଡକୁ ଚାହିଁ ଦେଇ ଲୋକ କହୁଛନ୍ତି ଇଏ ହେଉଛି ମିହିର ଦାସ ଙ୍କ ଘର । ଇଏ ହେଉଛି ଆନିଭବନ । ଜାହାକୁ ମିହୀର ଦାସ ତିଆରି କରିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।