ଦୁଇ ପିଲାଙ୍କ ସହ ଫେରାର ଝିଅ – ବାପର କଥା ଶୁଣନ୍ତୁ

ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅର ବାଟକୁ ଚାହିଁ ରହିଛି ମାଆ ମୋ ଝିଅ କେତେ ବେଳେ ମୋ କୋଳକୁ ଫେରିବ ପଢା ଘରେ ବସି ମନେ ପକାଉଛି ଝିଅକୁ ଆଖିରେ ଲାଗୁଛି ଝିଅର ପାଠ ପଢା ଏହି ବର୍ଷ ଝିଅ ଦଶମ ଶ୍ରେଣୀ ରେ ପାସ କରିଛି । ପଡିଶା ଘରର ପିଲାଙ୍କ ପରି କଲେଜ ଯିବ ଝିଅ ଦୁଇ ମାସ ହେବ ଝିଅ କୁଆଡେ ଚାଲି ଜାଇଛି । ବାପା ମାଆ ବହୁ ଖୋଜା ଖୋଜି କରିବା ପରେ ବି ଝିଅର ପତ୍ତା ମିଳୁନାହିଁ ।

ଏମିତି ଏକ ଘଟଣା ଘଟିଜାଇଛି ଢେଙ୍କାନାଳ ଜିଲ୍ଲା ରାସୁଳ ଥାନା ଅନ୍ତର୍ଗତ ଗୁଆ ଗରିଆ ଗ୍ରାମରେ । ତେବେ ବନ୍ଧୁଗଣ ସଂମ୍ପର୍ଣ୍ଣ ସୂଚନା ଅନୁସାରେ ଅଗଷ୍ଟ 1 ତାରିଖ ଦିନ ସକାଳ 11.00 ସମୟରେ ବାପା ମାଆ ଙ୍କ ଅନୁପସ୍ତିର ସୁଯୋଗ ନେଇ ଦୁର୍ଭୁତ ମାନେ ତାଙ୍କ ନାବାଳିକା କନ୍ୟାକୁ ଅପହରଣ କରିଥିବା ନେଇ ସ୍ଥାନିୟ ରାସୁଳ ଥାନା ଏସ ଡି ପିଓ ହିନ୍ଧୋ ଏବଂ ଏସ ପି ଢେଙ୍କାନାଳ , ଓ ଜିଲ୍ଲାପାଳ ଙ୍କୁ ବାରମ୍ଭାର ଲିଖିତ ଅଭିଯୋଗ ସହିତ ଝିଅ ବର୍ଷା କୁ ଫେରେଇ ଆଣିବାକୁ ଆକୁଳ ନିବେଦନ କରି ନିରାଶ ହୋଇଥିବା ପ୍ରକାଶ କରିଛନ୍ତି ।

girl a

ତେବେ ଏହି ଘଟଣା ବନ୍ଧୁଗଣ ବର୍ତମାନ ସମୟ ରେ ଏକ ସାଧାରଣ କଥା ହୋଇଜାଇ ଥିବା ବେଳେ ଏହି ଘଟଣା ଟି ବର୍ତମାନ ସମୟ ରେ ସ୍ଥାନିୟ ଅଞ୍ଚଳ ରେ ଭୟର ବାତାବରଣ ସୃଷ୍ଟି କରିଛି ।

ତେବେ ଏହି ପରି କ୍ଷେତ୍ରରେ ଦେଖିବାକୁ ବାକି ରହିଲା କି ମିଡିଆ ରେ ଖବର ପ୍ରସାରଣ ପରେ ଏହି ନେଇ ଏସ ଡି ପିଓ ହିନ୍ଧୋ ଏବଂ ଏସ ପି ଢେଙ୍କାନାଳ , ଓ ଜିଲ୍ଲାପାଳ କେଉଁ ପ୍ରକାରର ପଦକ୍ଷେପ ନେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *