ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାସ୍ତ୍ରରେ ନାରୀ ମାନଙ୍କ ପାଖରେ ସ୍ୱୟଂ ମାଁ ଲକ୍ଷ୍ମୀଙ୍କ ବାସ ଥାଏ ବୋଲି କୁହାଯାଇଛି । ଏଥିପାଇଁ ଯେତେବେଳେ ବି ଗୃହରେ ଝିଅଟିଏ ଜନ୍ମ ନେଇଥାଏ ସେତେବେଳେ ଲୋକମାନେ କୁହନ୍ତି କି ଲକ୍ଷ୍ମୀ ଆସିଲେ । ମାଁ ଲକ୍ଷ୍ମୀଙ୍କ ଆଗମନ ହେଲା । ବହୁତ ଲୋକଙ୍କ କହିବା ଅନୁଯାୟୀ ଝିଅ ମାନେ ଘର ଓ ପରିବାରରେ ସୁଖ ସହିତ ସମ୍ଭନ୍ଧି ମଧ୍ୟ ଆଣିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ସହିତ ତାଙ୍କ ଜନ୍ମ ମାସର ସହିତ ବହୁତ ଭାଗ୍ୟବାନ୍ ହୋଇଥାଏ । ସାକ୍ଷାତ ଲକ୍ଷ୍ମୀ ହୋଇଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ।
ନଂ ୧ – ଫେବୃଆରୀ ମାସ। ଫେବୃଆରୀ ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ର ସ୍ୱଭାବ ବହୁତ ବିନମ୍ର ହୋଇଥାଏ । ସେମାନେ ବହୁତ ବୁନ୍ଧିମତି ହୋଇଥାନ୍ତି । ଏହି ଝିଅ ମାନଙ୍କ ର ବିବାହ ପରେ ସେମାନଙ୍କୁ ଭଲ ଘର ମିଳିଥାଏ । ଏହା ସହିତ ଏମାନେ ସୁଖ, ଦୁଃଖ ସମ୍ଭନ୍ଧି ମଧ୍ୟ ଆଣିଥାନ୍ତି । ଏମାନଙ୍କ ର ଗ୍ରହ ଚଳନ ଏମାନଙ୍କୁ ସୁଖ ସମ୍ଭନ୍ଧି ଆଣିଥାଏ ।
ନଂ ୨- ଏପ୍ରିଲ ମାସ। ଏହି ମାସରେ ଜନ୍ମିତ ଝିଅ ମାନେ ମଧ୍ୟ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଭଲ ହୋଇଥାଏ । ଏହି ମାସରେ ଜନ୍ମିତ ଝିଅ ମାନଙ୍କ ର ଗ୍ରହ ଚଳନ ବହୁତ ଭଲ ହୋଇଥାଏ । ଯାହା ଦ୍ୱାରା ଏମାନଙ୍କୁ ସଫଳତା ମିଳିଥାଏ । ଏମାନଙ୍କ ର ଭାଗ୍ୟ ଉଚ୍ଚ ହୋଇଥାଏ ।
ନଂ ୩ -ଜୁନ୍ ମାସ । ଜୁନ୍ ମାସ ରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇଥାନ୍ତି । କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏହି ମାସରେ ଜନ୍ମିତ ଝିଅ ମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି ।
ନଂ ୪- ସେପ୍ଟେମ୍ବର ମାସ । ଏହି ମାସରେ ଜନ୍ମିତ ଝିଅ ମାନଙ୍କ ର ଜାତକରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ଏହି ତିନୋଟି ଗ୍ରହ ମାନଙ୍କ ମିଳନ ହୋଇଥାଏ । ଏହି କାରଣରୁ ଜନ୍ମିତ ଶିଶୁ ମାନେ ବହୁତ ଧନବାନ ହୋଇଥାନ୍ତି । ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରିପାରନ୍ତି । କେବେ କୌଣସି ଅଭାବ ହୋଇନଥାଏ । ଏମିତି ଝିଅ ମାନଙ୍କ ବିବାହ ଧନୀ ବର ସହିତ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।