ଡାକ୍ତର ଶୁଭଶ୍ରୀଙ୍କ ସହ ସବୁ ଦେ-ହ ସୁଖ ନେଲା ,ହେଲେ ଡିସେମ୍ବର 31ରେ ଚାକିରୀ ଛାଡି ଆଉ ଜଣଙ୍କୁ ବାହାହେବାକୁ ଗଲା

Dr. Shubhashree

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୁଭଶ୍ରୀ ଙ୍କ ସହିତ ଦିହ୍ୟ ପ୍ରେମ କଲେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲେ ଆଉ 31 ଡିସେମ୍ବର ତାରିଖ ଦିନ ଚାକିରୀ ଛାଡି ଦେଲେ । ଆଉ ସେହି 31 ଡିସେମ୍ବର ରେ ନ୍ୟୁଆର ପାଳନ କରୁଥିଲେ ଶୁଭଶ୍ରୀ । ଆଉ କେମିତି ମଦହୋସ ହୋଇ ଝୁମୁ ଥିଲେ ଆପଣ ମାନେ ନିଶ୍ଚିତ ଏହି ଦୃଶ୍ୟ ଦେଖିବାକୁ ପାଉଥିବେ ।

ଛାତିରେ ଅନେକ ଯନ୍ତ୍ରଣା ଆଉ ଏପଟେ ପ୍ରେମିକ ଦିବ୍ୟ ଦେଇଛି ଧୋକା ହଁ ବନ୍ଧୁଗଣ ବାହା ହେବା ପ୍ରତିଶୃତି ଦେଇ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ପରେ ବାହା ହେବାକୁ ମନା କରିଦେଇଥିଲା ଦିଦ୍ୟ । ଆଉ ପରେ ଭାଙ୍ଗି ପଡିିଥିଲେ ଶୁଭଶ୍ରୀ । ତେବେ ଦିବ୍ୟ ପ୍ରେମ କରୁଥିଲେ ଆଉ ବାହା ହେବାକୁ ପ୍ରତିଶୃତି ଦେଇଥିଲେ । ହେଲେ 31 ତାରିଖ ଦିନ ଚାକିରୀ ଛାଡି ଦେଲେ ଦିବ୍ୟରଂଞୀନ ଯେଉଁଥିରେ ଆହୁରୀ ମାନଶୀକ ସ୍ଥିତି ଖରାପ ହୋଇଗଲା ଶୁଭଶ୍ରୀ ଙ୍କର ।

Doctor

ଆଉ ରାତିରେ ନୂଆ ବର୍ଷ ପାଳନ କରି କେକ୍ ମଧ୍ୟ କାଟିଥଲେ । ହେଲେ ନୂଆ ବର୍ଷର ସକାଳ ଦେଖି ପାରିନଥିଲେ ଶୁଭଶ୍ରୀ । ତେବେ ପାଖରେ ପଡିଥିଲା ଏକ ସିସି ବୋତଲ ତାହାକୁ ପିଇ କୁଆଡେ ଜିବନ ହାରି ଦେଇଥିବାର କୁହାଯାଉଛି । ଡାକ୍ତରୀ ପାଠ ସାରିବା ପରେ ଦୁହେଁ ଚାକିରୀ କରିଥିଲେ । ହାତକୁ ଦରମା ସାଙ୍ଗକୁ ଆଗକୁ ଆହୁରୀ ସୁନ୍ଦର ଜିବନ ବଞ୍ଚିବା ପାଇଁ ଦୁହେଁ ପ୍ରେମ ନିଦରେ ଯେମିତି ଶୋଇ ଜାଇଥିଲେ ।

ଶୁଭଶ୍ରୀ ଙ୍କୁ ବିବାହ କରିବ ବୋଲି କହି ବହୁତ ଥର ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥିବା ବେଳେ ନୂଆ ବର୍ଷ ପୂର୍ବରୁ ଏମିତି ନିସ୍ପତି ନେଇଥିଲେ ଦିବ୍ୟରଂଞୀନ ଆଉ ଜାହା ପରେ ମାନଶୀକ ଭାବେ ଛଟପଟ ହେଉଥିଲେ ଶୁଭଶ୍ରୀ ଆଉ ପରେ ଏମିତି କିଛି ନିସ୍ପତି ନେଇଥିଲେ ଶୁଭଶ୍ରୀ । ତେବେ ଦେଖିବାକୁ ବାକି ରହିଲା କେତେ ବେଳେ ସାମ୍ନାକୁ ଆସୁଛନ୍ତି ଦିଦ୍ୟରଂଞୀନ ଆଉ କେତେ ବେଳେ ସବୁ ସତ ଓଗାଳୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *