ଜନ୍ମ ଜନ୍ମର ସାଥୀ ନାଗୁଣୀର ପାଖ ଛାଡୁନି ନାଗ!! | ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ !!

naga 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଥି କୁ ଝୁରୁଛି ସାଥି ନେଉଳ ଆକ୍ରମଣ ରେ ଆଖି ବୁଜିଲା ନାଗୁଣୀ ହେଲେ ନାଗୁଣୀ ରେ ଶବ ପାଖ ଛାଡୁନି ନାଗ। ହଁ ବନ୍ଧୁଗଣ କଥାଟି ଆପଣ ମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ଲାଗୁଥିବ ଏହି ଘଟଣା ଟି କୈଣସି ସିନେମା ର କାହାଣୀ ଅଟେ । ନାଁ ଦର୍ଶକ ବନ୍ଧୁ ଏହି ଘଟଣା ଟି ସତ ସତିକା ଘଟିଛି ।

ଘଟଣା ବିଷୟ ରେ ଜାଣିଲେ ଆପଣ ମାନଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ । ସୂଚନା ମୁତାବକ ନେଉଳ ଆକ୍ରମଣ ରେ ଗୋଟିଏ ନାଗୁଣୀ ର ମୃ-ତ୍ୟୁ ଘଟିଥିଲା । ଆଉ ନାଗୁଣୀ ର ମୃ-ତ୍ୟୁ କୁ ସହଜ ରେ ଗ୍ରହଣ କରି ପାରି ନଥିଲା ନାଗ । ନାଗ ଟି ନାଗୁଣୀ କି ଝୁରି ଝୁରି ନାଗୁଣୀ ର ମୃ-ତ ଦେହ ନିକଟ ରେ ଜଗି ରହିଥିଲା । ତା ପରେ ଏହି ଦୃଶ୍ୟ କୁ ଦେଖିବା ପାଇଁ ପ୍ରବଳ ଭୀଡ ଜମିଥିଲା ।

naga

ଉତ୍ତର ପ୍ରଦେଶ ର ବନ୍ଦୋୟ ଜିଲ୍ଲାରେ ଏହି ଘଟଣା ଟି ଦେଖିବାକୁ ମିଳିଛି । ଗ୍ରାମ ବାସୀ ଙ୍କ ମତରେ ଉକ୍ତ ଅଞ୍ଚଳ ରେ କାହିଁ କେତେ ବର୍ଷରୁ ନାଗ ନାଗୁଣୀ ଯୋଡି ହୋଇ ରହୁଥିଲେ । ଏହି ଯୋଡି କାହାର କିଛି କ୍ଷେତି ସାଧନ କରୁ ନଥିଲେ । ଆଉ ଦୁଇ ଦିନ ତଳେ ଏହି ଯୋଡି ଙ୍କ ପଛରେ ଏକ ନେଉଳ ପଡିଜାଇଥିଲା । ନେଉଳଟି ନାଗକୁ ଏକୁଟିଆ ଦେଖିଲେ ହାମ୍ଲା କରୁଥିଲା । ମାତ୍ର ନାଗୁଣୀ ନାଗର ରକ୍ଷା କବଚ ସାଜୁଥିଲା ।

ହେଲେ ହଠାତ ନେଉଳ ଟି ନାଗୁଣୀ ଉପରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାର ମୃ-ତ୍ୟୁ ଘଟିଥିଲା । ନାଗୁଣୀ ର ମୃ-ତ୍ୟୁ ପରେ ଅଥୟ ହୋଇ ପଡିଥିଲା ନାଗଟି । ସେ ନିଜର ଫଣା କୁ ମାଟିରେ ଆଘାତ କରି ନିଜେ ନିଜକୁ ଆଘାତ କରିଥିଲା । ଏହି ଦୃଶ୍ୟ ଦେଖି ଦେଖଣା ହାରି ମାନେ ଆଚମ୍ବିତ ହୋଇଜାଇଥିଲେ । ତେବେ ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନେ ରାୟ ରଖିବେ ନିଶ୍ଚିତ ଭାବେ କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *