ମୋର କଣ ଆଉ ବୟସ ଅଛି ,ମୋତେ 25 ବର୍ଷ ହେଇଛି ନା କଣ ମୁଁ ତାରେ ନାରେ ହେବି

Humane Sagar a

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ବୟସ ନାହିଁ ନାରେ ନାରେ ହେବା ପାଇଁ ମୁଁ ପରା ବୁଢା ହେଲିଣି । ଝିଅର ବାପ ବି ହେଲିଣି ଆଉ କଣ ସେ ବୟସ ରହିଛି । ଆଉ କାହା ସହ ନାରେ ନାରେ ହେବା ପାଇଁ ଆଉ କାହା ପ୍ରେମରେ ପଡି ଖେଚେଡା ହେବା ପାଇଁ । ସେହି ସମୟ ସରିଜାଇଛି ଯେଉଁ ସମୟ ରେ କ୍ଷେଚଡା ହେବା କଥା ମୁଁ ହୋଇ ସାରିଛି । ଜାହାକୁ ମନ ଦେଇ ହୃଦୟ ଦେଇ ଜାହାକୁ ବାହା ହେବା କଥା ମୁଁ ହୋଇ ସାରିଛି ।

ହଁ ଆମ ଭିତରେ କିଛି ଭୁଲ ବୁଝାମଣା ହୋଇଛି ମୁଁ ଭୁଲ ମାଗିଦେଲେ ମୋର କିଛି ସରିବ ନାହିଁ । କିନ୍ତୁ ମୁଁ ମୋ ଝିଅକୁ ଚାହେଁ କିନ୍ତୁ ମୁଁ ମୋ ସ୍ତ୍ରୀ କୁ ଚାହେଁ । ଆଉ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ଓଡିଶା ର ଆଗଧାଡି ର କଳାକାର ହ୍ୟୁମନ ସାଗର ।

Human 3

ହଁ ବନ୍ଧୁଗଣ ଏହି ସେ ସେତେ ବେଳେ କହିଛନ୍ତି ଯେତେ ବେଳେ ତାଙ୍କ ସ୍ତ୍ରୀ ପୁରୀ ରେ ଏକ ପ୍ରେସ ମି଼ଟ୍ କରି ଥାର୍ଡ ପର୍ସନ କଥା ଉଠେଇଛନ୍ତି । ଯେତେ ବେଳେ ଥାର୍ଡ ପର୍ସନ କୁ ନେଇ ଚାରିଆ଼ଡେ ଚର୍ଚ୍ଚା ହେଲା । ତେବେ କିଏ ସେହି ଥାର୍ଡ ପର୍ସନ । ଆଉ ଏହାକୁ ନେଇ ସିଧା ସିଧା ହ୍ୟୁମନ ସାଗର କହିଛନ୍ତି ଆଉ ବୟସ ନାହିଁ ନାରେ ନାରେ ହେବା ପାଇଁ ମୁଁ ପରା ବୁଢା ହେଲିଣି ।

ଝିଅର ବାପ ବି ହେଲିଣି ଆଉ କଣ ସେ ବୟସ ରହିଛି । ଆଉ କାହା ସହ ନାରେ ନାରେ ହେବା ପାଇଁ ଆଉ କାହା ପ୍ରେମରେ ପଡି ଖେଚେଡା ହେବା ପାଇଁ । ସେହି ସମୟ ସରିଜାଇଛି ଯେଉଁ ସମୟ ରେ କ୍ଷେଚଡା ହେବା କଥା ମୁଁ ହୋଇ ସାରିଛି ।

ତେବେ ଏପଟେ ଏହି ଥାର୍ଡ ପର୍ସନ ଙ୍କୁ ନେଇ ସବୁ କିଛି ପ୍ରମାଣ ମଧ୍ୟ ରଖିଛନ୍ତି ଶ୍ରେୟା ହେଲେ ସେ ତାହାକୁ ଦେବାକୁ ଚାହୁଁ ନାହାଁନ୍ତି । କାରଣ ମୁଁ ଚାହୁଁଛି ମୋ ସ୍ୱାମୀ ଙ୍କୁ ମୁଁ ଚାହୁଁଛି ମୋ ଘରକୁ ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ କହି ରଖିବାକୁ ଚାହିଁବୁ କି ଯଦି ଦୁଇ ପ୍ରେମି ସାଥିରେ ରହିବା ପାଇଁ ଚାହିଁବେ ତେବେ ଆଉ କିଏ ଅଟକେଇବା ପାଇଁ ଚାହିଁବ ।

sa

ଭଗବାନ ଙ୍କ ଆଶ୍ରୀବାଦ ନେଇ ବାକିତକ ଜିବନ ଖୁସୀରେ ରହିବା ପାଇଁ ହ୍ୟୁମନ ଙ୍କୁ ଭଲ ପାଉଥିବା ପ୍ରଶଂସକ ମାନେ କହିଲେଣି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ନେଇ କଣ ସୂଚନା ଦେବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *