ଏହି ଓଡ଼ିଆ ଅଭିନେତା ଙ୍କୁ ବାହା ହେବେ ଦେବଜାନୀ ଦେହୁରିଆ ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତ୍ରୀ ଦେବଜାନୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତାହାଲେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଏହି ଜବର୍ଦୋସ୍ତ ଅଭିନେତ୍ରୀ । ଆଉ ଅଳ୍ପ କିଛି ଦିନ ମଧ୍ୟରେ ତାଙ୍କର ବାହାଘର ହେବାକୁ ଯାଉଛି । ତେବେ ଏହି ପରି ଖବର ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ତେବେ ସେ କାହାକୁ ବାହା ହେଉଛନ୍ତି । ଆଉ ତାଙ୍କର ବାହାଘର କେବେ ହେବ ସେହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ଆସନ୍ତୁ ଜାଣିନେବା ଆପଣ ମାନେ କେବଳ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତ୍ରୀ ଦେବଜାନୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଦେବଜାନୀ ।

Debjani

ତେବେ ଦେବଜାନୀ ଙ୍କୁ ଏବେ ପ୍ରାୟ 37 ବର୍ଷ ବୟସ ହୋଇଗଲାଣି । ତେବେ ବିବାହ ପାଇଁ ଉପଯୋଗୀ ବୟସ ହୋଇଥିଲେ ବି ସୁଧା ସେ ଏବେ ଯାଏ ବିବାହ କରି ନାହାଁନ୍ତି । ଗତ ଦିନ ମାନଙ୍କରେ ଗୋଟିଏ ଇଣ୍ଟର୍ଭୁ ରେ ଦେବଜାନୀ କହିଥିଲେ । ସେ ଜଣଙ୍କୁ ଭଲ ପାଇଥିଲେ । ହେଲେ ସେହି ଜଣଙ୍କ ତାଙ୍କୁ ଧୋକା ଦେଇଥିଲେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେବା କାରଣ ରୁ ସେ ଆଉ ବିବାହ କରିବେ ନାହିଁ ସେ କହିଛନ୍ତି ।

ତେବେ ପରେ ସେ କହିଥିଲେ କି ତାଙ୍କର ମନ ଲାଖି ପୁଅ ଆଉ ତାଙ୍କୁ ମିଳି ନାହିଁ । ଯେ ତାଙ୍କୁ ବହୁତ ଖୁସୀରେ ରଖିବ ତାଙ୍କୁ ଯିଏ ବହୁତ ଭଲ ପାଇବ । ସେହି ପରି ପୁଅକୁ ସେ ବାହାହେବେ ହେଲେ ଏହି ପରି ପୁଅ ଏବେ ଯାଏ ତାଙ୍କୁ ମିଳି ନାହିଁ । ସେହିଥି ପାଇଁ ସେ ଏବେ ଯାଏ ବିବାହ କରି ନାହାଁନ୍ତି ।

Debjani dehuria

ତେବେ ବୟସ ତାଙ୍କର 37 ବର୍ଷ ହେଲାଣି ହେଲେ ସେ ଏବେ ଯାଏ ବିବାହ କରିନାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଦେବଜାନୀ କେମିତି ଲାଗନ୍ତି , ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *