ପମ୍ପଚର ମାରୁଥିଲେ ବାପା !! ପୁଅ ଏମିତି ହେଲେ କୋଟିପତି |

Manoj Dey

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଇକେଲ ମରାମତି କରୁଥିବା ବ୍ୟକ୍ତିଙ୍କ ପୁଅର ଖୋଲିଗଲା ଭାଗ୍ୟ ଇୟୁଟ୍ୟୁବ ରୁ ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ସୋସିଆଲ ମିଡିଆ ରେ ଜଣେ ଯୁବକ ଙ୍କ କାହାଣୀ ବହୁତ ଭାଇରଲ ହେଉଛି । ଏହି ଯୁବକ ଙ୍କ ନାମ ହେଲା ମୋନଜ ଦେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସେହି ମୋନଜ ଦେ ଙ୍କ ସଂଘର୍ଷ ବିଷୟ ରେ କହିବା ପାଇଁ ଯାଉଛୁ କେମିତି ଥିଲା ତାଙ୍କର ଇୟୁଟ୍ୟୁବ ରେ ସଂଘର୍ଷ ।

କେମିତି ସେ ଆରମ୍ଭ କରିଥିଲେ ଆଉ ବର୍ତମାନ କେମିତି ସେ ଲକ୍ଷାଧିକ ଟଙ୍କା ଇୟୁୟ୍ୟୁବ ର ପାଉଛନ୍ତି। ତେବେ ମୋନଜ ଙ୍କ ଏକ ଇୟୁଟ୍ୟୁବ ଚେନ୍ନାଲ ରହିଛି ତାଙ୍କର 34 ଲକ୍ଷ ରୁ ଅଧିକ ସବସ୍କ୍ରାଇବର ମଧ୍ୟ ରହିଛନ୍ତି । ଆଉ ବର୍ତମାନ ମନୋଜ ଦେ ଙ୍କ ଇୟୁଟ୍ୟୁବ ଚେନ୍ନାଲ ର ଏକ ଭିଡ଼ିଓ ବହୁତ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓ ରେ ସେ କହିଛନ୍ତି ତାଙ୍କ ବାପା ସାଇକେଲ ମରାମତି କରନ୍ତି ।

Manoj

ମୋନଜ ଙ୍କ ବାପା ଙ୍କ ଦିନର ଆୟ ପ୍ରାୟ ପାଖାପାଖି 250 ଟଙ୍କା ତାଙ୍କର ପରିବାର ର ଲୋକ ମାନଙ୍କ ବିଷୟ ରେ ସେ କହିଛନ୍ତି ଯେ ମୁଁ ଆଉ ମୋର ପରିବାର ଲୋକ ଏକ ଛପରୀ ଘରେ ବାସ କରୁଥିଲେ । ଥରେ ମୁଁ କମ୍ପ୍ୟୁଟର ପାଲର ରେ ବସିଥିବା ବେଳେ ମୁଁ ୟୁଟ୍ୟୁବରୁ କେମିତି ଟଙ୍କା ରୋଜଗା କରନ୍ତି ସେହି ବିଷୟ ରେ ଦେଖିଥିଲି । ଆଉ ପରେ ଏକ ଚେନ୍ନାଲ ଖୋଲିବାକୁ ମୋର ଇଚ୍ଚା ହୋଇଥିଲା ପରେ ମୁଁ ଚେନ୍ନାଲ ଖୋଲି ସେଥିରେ ଗୀତ ଗାଇଥିଲି ଆଉ ଏହା ଚାଲିଲା ନାହିଁ ପରେ ମୁଁ କମେଡି କରିବା ମଧ୍ୟ ଆରମ୍ଭ କରିଥିଲି ଏହାକୁ ବି ବେଶି ଲୋକ ପସନ୍ଦ କରିଲେ ନାହିଁ ।

ଶେଷରେ ଟେଗ୍ ଚେନ୍ନାଲ ଆରମ୍ଭ କରିବା ପରେ ଶେଷରେ ଏହା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଦେଖୁ ଦେଖୁ ମୋର ସବସ୍କାଇବର ସଂଖ୍ୟା ବଢିବାକୁ ଲାଗିଲା ଏହା ଦ୍ୱାରା ମୁଁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛି । ଏହା ପରେ ମୋନଜ ପଛକୁ ଚାହିଁ ଦେଖି ନାହାଁନ୍ତି ବର୍ତମାନ ସେ ଇୟୁଟ୍ୟୁବ ରୁ ଭଲ ରୋଜଗାର କରୁଛନ୍ତି । ଏମିତି କି ସେ 25 ଲକ୍ଷ ଟଙ୍କାର ଗାଡି ମଧ୍ୟ ଚଲଉଛନ୍ତି । କେବଳ ଏତିକି ନୁହେଁ ତାଙ୍କ ପାଖରେ ବିରାଟ ଘର ରହିବା ସହିତ ଆଉ ଏକ ନୂଆ ଘର ତିଆରି କରୁଛନ୍ତି । ଏହା ଦ୍ୱାରା ମୁଁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *