ହସ୍ପିଟାଲରେ କ୍ରିକେଟର ଋଷଭ ପନ୍ତ!! | ଜଳିଗଲା ଋଷଭ ପନ୍ତଙ୍କ କାର୍… ଦେଖନ୍ତୁ କେମିତି !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଡକ ଦୂର୍ଘଟଣା ରେ ଜଳିଗଲା ରିସବ ପନ୍ଥ ଙ୍କ କାର ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲ ରେ ହେଲେ ବର୍ତ୍ତି । ତେବେ ବନ୍ଧୁଗଣ କ୍ରିକେଟ ଦୁନିଆଁ ରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆ ର ୱିକେଟ କିପର ଏବଂ ବେଟ୍ସମ୍ୟାନ ରିସବ ପନ୍ଥ ଙ୍କ କାର ସଡକ ଦୂର୍ଘଟଣା ର ଶୀକାର ହୋଇଛି । ଏହିଥିରେ ପନ୍ଥ ଗୁରୁତ୍ୱର ଆହାତ ହୋଇଥିବାର ମଧ୍ୟ ସୂଚନା ମିିଳିଛି ।

ପନ୍ଥ ଙ୍କ କାର ଡିଭାଇଡର କୁ ଧକ୍କା ଦେଇଥିବା ବେଳେ ଦୂର୍ଘଟଣା ପରେ କାରଟି ସଂମ୍ପର୍ଣ୍ଣ ଜଳି ଜାଇଛି । ଜାହାର ଦୃଶ୍ୟ ଆପଣ ମାନେ ଦେଖି ପାରୁଥିବେ । ତେବେ ଦୂର୍ଘଟଣା ରେ ପନ୍ଥ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ସୂଚନା ମିଳିଛି । ଦୂର୍ଘଟଣା ପରେ କାରଟି ସଂମ୍ପର୍ଣ୍ଣ ଜଳି ଜାଇଛି । ସେହି ପରି ପନ୍ଥ ମଧ୍ୟ ଗୁରୁତ୍ୱର ଆହାତ ହୋଇଛନ୍ତି । ତାଙ୍କ ମୁଣ୍ଡ , ପିଠି , ଗୋଡ ରେ ଗଭୀର ଆଘାତ ଲାଗିଛି ।

Rishabh

ଆଉ ଏବେ ସେ ହସ୍ପିଟାଲ ରେ ରହିଛନ୍ତି ତାଙ୍କର ହାତର ସମସ୍ୟା ଗୁରୁତ୍ୱର ଥିବାରୁ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମ ରେ ପ୍ରକାଶ ପାଇଛି । ସୂଚନା ଅନୁସାରେ ପନ୍ଥ ନିଜେ ଡ୍ରାଉଭିଂ କରି ଉତ୍ତରା ଖଣ୍ଡରୁ ଦିଲ୍ଲୀ ଆସୁଥିଲେ ହେଲେ ସେହି ସମୟ ରେ କାରଟି ଭାର ସ୍ୟାମ ହରେଇ ଡିଭାଇଡର ରେ ପିଟି ହୋଇଥିଲା । ଗାଡିର ବେଗ ଅଧିକ ଥିବାରୁ ଦୂର୍ଘଟଣା ପରେ ଏହିଥିରେ ନିଆଁ ଲାଗି ଜାଇଥିଲା ।

ତେବେ ଶୈଭାଗ୍ୟ ବସତ ପନ୍ଥ ଗାଡି ବାହାର କୁ ଚାଲି ଆସିଥିଲେ । ତେବେ ତାଙ୍କ ଜିବନ ଅଳ୍ପକେ ରକ୍ଷା ପାଇ ଜାଇଛି ବୋଲି ଦେଖଣା ହାରି କରିଛନ୍ତି । ହେଲେ ସେ ଦୂର୍ଘଟଣା ଯୋଗୁଁ ବହୁତ ଜୋର ଆହାତ ହୋଇଥିବା ବେଳେ ଉତ୍ତରା ଖଣ୍ଡ ପୋଲିସି ଡିଜି ଦୂର୍ଘଟଣା ଖବର କୁ ନିଶ୍ଚିତ କରିଛନ୍ତି । ଏବଂ ଦୂର୍ଘଟଣା ସମୟ ରେ ରିସବ ଏକାକି ଗାଡି ଭିତରେ ରହିଥିଲେ ବୋଲି ସେ କହିଛନ୍ତି । ଏବଂ ଦୂର୍ଘଟଣା ସମୟ ରେ ଉଇଣ୍ଡି ସ୍କ୍ରିନ୍ ଭାଙ୍ଗି ସଠିକ୍ ସମୟ ରେ ବାହାର କୁ ବାହାରି ଆସିଥିବା ହେତୁ ସେ ଅଳ୍ପକେ ବର୍ତ୍ତି ଜାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *