ଅନୁଭବ ମହାନ୍ତି କାହାକୁ ପ୍ରେମ କରୁଛନ୍ତି ସେନେଇ କଣ କହିଲେ ଦେଖନ୍ତୁ l

Anubhav Mohanty

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାହା ସହ ପ୍ରେମ ସଂମ୍ପର୍କ ରେ ଅଛନ୍ତି ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି । ତେବେ ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିଲେ ଅନୁଭବ ମହାନ୍ତି । ତେବେ ବନ୍ଧୁଗଣ କିଏ ସେହି ସ୍ୱପ୍ନର ନାୟିକା ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢି ନିଅନ୍ତୁ । କିଛି ବର୍ଷର ବ୍ୟବଧାନ ପରେ ଗଣମାଧ୍ୟମ କୁ ଆସି ପ୍ରତିକ୍ରିୟା ଦେଉଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ।

ଏବେ ଅନୁଭବ ଙ୍କ ଆଉ ଏକ ପ୍ରତିକ୍ରିୟା ସୋସିଆଲ ମିଡିଆ ରେ ବହୁତ ଭାଇରଲ ହେବାରେ ଲାଗିଛି । ତେବେ ଏହି କାର୍ଯ୍ୟ କ୍ରମ ଯୋଗ ଦେବା ଅବସର ରେ କାର୍ଯ୍ୟକ୍ରମ ସଂମ୍ପର୍କିତ ପ୍ରତିକ୍ରିୟା ଦେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଅନୁଭବ ଙ୍କୁ ବାହାଘର ବିଷୟ ରେ ପ୍ରଶ୍ନ କରିଥିଲେ । ଉତ୍ତର ରେ ଅନୁଭବ ଗଣମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ ଯେ ଠାକୁର ଙ୍କୁ ଡାକନ୍ତୁ ଆଗ ଡିଭର୍ସ ହୋଇଯାଉ । ତା ପରେ ବାହାଘର କଥା ଚିନ୍ତା କରିବା ।

anubhav a

ଏହା ପରେ ସାମ୍ବାଦିକ ମାନେ ପଚାରିଥିଲେ ଏବେ ଆଉ କାହା ସହ ଲଭ ରିଲେସନ ରେ ରହିଛନ୍ତି କି ଉତ୍ତର ରେ ଅନୁଭବ କହିଥିଲେ ମୁଁ ଭଲରେ ରହିଛି । ନିଜର ମାତା ପିତା ଙ୍କ ସହିତ , ଦର୍ଶକ ଙ୍କ ସହିତ ଆଉ ଆପଣ ମାନଙ୍କ ସହିତ ବହୁତ ଖୁସୀରେ ରହିଛି । ଯେଉଁ ଲୋକ ମାନେ ଭଲ ନୁହଁନ୍ତି ହୃଦୟ ଜାହାର ଖୋଲା ନାହିଁ । ମୁଁ ସେମାନଙ୍କୁ ଭଲ ପାଇ ପାରିବି ନାହିଁ ।

ତେବେ କିଛି ଦିନ ତଳେ ରାନୀପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ବିବାହ ଖବର ସୋସିଆଲ ମିଡିଆ ରେ ଭାଇରଲ ହେବାକୁ ଲାଗିଥିଲା। ରାନୀପଣ୍ଡା ଅନୁଭବ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣେଇବା ସହିତ ରାନୀଙ୍କୁ ସେ ବିବାହ କରନ୍ତୁ ବୋଲି କହିିଥିଲେ । ତେବେ ଏହାକୁ ନେଇ ଅନୁଭବ ମଧ୍ୟ କହିଥିଲେ ଯେ ରାନୀ ଜଣେ ଭଲ ଝିଅ । ସେ ଜାହାକୁ ବିବାହ କରିବେ ବହୁତ ଭଲ ଭାବେ ଜିବନ ଅତିବାହିତ କରିବେ । ବୋଲି ସେ କହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *