ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆଉ କିଛି ବଡ଼ ଖବର ଦେଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ର ବଡ ଖବର ଜାହାକି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର କଲେ ବଡ ଘୋଷଣା ଆସନ୍ତୁ ଜାଣିନେବା । ଏପଟେ କୋରନା କୁ ସେପଟେ ମାଡି ଆସୁଛି ହାଡ ଭଙ୍ଗା ଶୀତ । ତେବେ ଶୀତ ପାଇଁ ଆସନ୍ତା 15 ତାରିଖ ଯାଏ ସ୍କୁଲ ଛୁଟି । ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ଆସନ୍ତୁ ଜାଣିନେବା ।

ତେବେ ବନ୍ଧୁଗଣ ରାଜ୍ୟରେ ମାଡି ଆସୁଛି ଶୀତ ସେପଟେ ରାଜଧାନୀ ଦିଲ୍ଲୀ ରେ ହାଡ ଭଙ୍ଗା ଶୀତ ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 1.9 ଡୀଗ୍ରି ସେଲିସିୟସ୍ ରେକର୍ଡ ହୋଇଛି । ତେବେ ସମୁଦ୍ରିକ ବା ତଳିଆ ଅଞ୍ଚଳ ରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ରହିଛି ।

cold

ତେବେ ରାତିରେ ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା 11.7 ଡୀଗ୍ରି ଥିବା ବେଳେ , ଢେଙ୍କାନାଳ ରେ 12 ଡୀଗ୍ରି , ବାରିପଦା ରେ , 13 ଡୀଗ୍ରି , କୋରାପୁଟ ରେ 13 ଡୀଗ୍ରି , ଦାରିଙ୍ଗ ବାଡିରେ 13 ଡୀଗ୍ରି , କେଉଁଝରରେ 13.2 ଡୀଗ୍ରି , ଫୁଲବାଣୀ ରେ 14 ଡୀଗ୍ରି , କେନ୍ଦ୍ରାପଡା ରେ 14.6 ଡୀଗ୍ରି , ଅନୁଗୁଳ ରେ 14.6 ଡୀଗ୍ରି , ନୂଆପଡା ରେ 15 ଡୀଗ୍ରି , ସୁନ୍ଦରଗଡ ରେ 15 ଡୀଗ୍ରି କଟକ ରେ 15.2 ଡୀଗ୍ରି , ଚାନ୍ଦବାଲୀରେ 15.3 ଡୀଗ୍ରି , ଭୁବନେଶ୍ୱରେ 15.8 ଡୀଗ୍ରି ସେଲିସିୟସ ରେକର୍ଡ ହୋଇଛି ।

ଏହା ସହିତ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହିତ ଏହି ପରି ସ୍ଥିତି ଆଗକୁ ଦୁଇ ଦିନ ଲାଗି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଅସହ୍ୟ ଶୀତ ଯୋଗୁଁ ଦିଲ୍ଲୀରେ ଜାନୁଆରୀ 15 ଯାଏ ବନ୍ଦ ରହିବ ସମସ୍ତ ସ୍କୁଲ । ଶୀତ ଛୁଟି ପରେ ଜାନୁଆରୀ 9 ରେ ଖୋଲିବାକୁ ଥିବା ବେଳେ ଏହା ଆସନ୍ତା 15 ତାରିଖ ଯାଏ ବଳବର୍ତ୍ତର ରହିବ ବୋଲି ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *