ଗୋଟିଏ ବ୍ୟାଙ୍କରୁ ଅଧିକ ଆକାଉଣ୍ଟ ଥିଲେ ଦେଖନ୍ତୁ |

Bank

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ରୁ ଅଧିକ ବ୍ୟାଙ୍କ ରେ ଆକାଉଣ୍ଟ ଥିଲେ ହେବ ବଡ କ୍ଷତି । R.B.I ଜାରି କଲା ନୂଆ ଗାଇଡ୍ ଲାଇନ୍ । ବ୍ୟାଙ୍କ ରେ ଆକାଉଣ୍ଟ ରହିବା ଆଜିର ଦିନରେ ଅତି ସାଧାରଣ କଥା । ଦେଶରେ କୋଟି କୋଟି ଲୋକଙ୍କ ର ବ୍ୟାଙ୍କ ଆକାଉଣ୍ଟ ରହିଛି । କିନ୍ତୁ ଯଦି ଆପଣ ଗୋଟିଏ ରୁ ଅଧିକ ନିଜର ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିଛନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ ସମସ୍ୟା ହୋଇପାରେ ।

R.B.I ପକ୍ଷରୁ ଗ୍ରାହକଙ୍କ ମାନଙ୍କୁ ଏ ବିଷୟରେ ଅନେକ ସୂଚନା ଦିଆଯାଇଛି । ୧ ରୁ ଅଧିକ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ପାଇଁ R.B.I ନୂଆ ଗାଇଡ୍ ଲାଇନ୍ ଜାରି କରିଛି । R.B.I ପକ୍ଷରୁ ନୂଆ ଆକାଉଣ୍ଟ ଖୋଲିବାର କୌଣସି ସୀମା ସ୍ଥିର କରାଯାଇ ନାହିଁ । କିନ୍ତୁ ଅନେକ ବ୍ୟାଙ୍କ ରେ ଆକାଉଣ୍ଟ ରଖିବା ଦ୍ୱାରା ଗ୍ରାହଙ୍କକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

sbi bank

ଆପଣଙ୍କୁ ସମସ୍ତ ଆକାଉଣ୍ଟ ରେ ସର୍ବନିମ୍ନ ବାଲାନ୍ସ କୁ ମ୍ୟାନେଜ କରିବାକୁ ପଡିବ । ଏହା ସହିତ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ମ୍ୟାନେଜ କରିବାକୁ ପଡିବ । ଚେକ୍ ବୁକ୍ ଠାରୁ ନେଇ କାର୍ଡ ପର୍ଯ୍ୟନ୍ତ ସବୁକିଛି ଆପଣଙ୍କୁ ସମ୍ଭାଳିବାକୁ ପଡିବ । ଏହା ବ୍ୟତୀତ ଆପଣଙ୍କୁ ମେଣ୍ଟାନାସ ସହିତ ଆପଣଙ୍କୁ ଅନେକ ପ୍ରକାରର ଦେୟ ଦେବାକୁ ପଡିବ ।

କ୍ରେଡିଟ ଏବଂ ଡେବିଟ କାର୍ଡ ଚାର୍ଜ ସେବାଦେୟ ସହିତ ବିଭିନ୍ନ ପ୍ରକାର ଦେୟ ଦେବାକୁ ପଡିବ । ଯଦି ଆପଣ କେବଳ ଗୋଟିଏ ବ୍ୟାଙ୍କ ର ସୁବିଧା ସୁଯୋଗ ନିଅନ୍ତି ତେବେ ଆପଣ କୁ କେବଳ ଗୋଟିଏ ବ୍ୟାଙ୍କ ରେ ଦେୟ ଦେବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *