ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ଦେଖନ୍ତୁ | ଆସିଗଲା ନୁଆ ନିୟମ

State Bank

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ର ଅନେକ ଗ୍ରାହକ ଙ୍କୁ ଲାଗିଲା ଅନେକ ବଡ ଝଟ୍କା । ବ୍ୟଙ୍କ୍ ବଦଳେଇ ଦେଲା ନିୟମ ଏବେ ଖାତାରୁ କାଟିଯିବ ଆପେ ଆପେ ଟଙ୍କା । ଯଦି ଆପଣ ମାନଙ୍କର ଷ୍ଟେଟବ୍ୟାଙ୍କ୍ ରେ ଖାତା ରହିଛି ତେବେ । ତେବେ ଜାଣି ରଖନ୍ତୁ ବ୍ୟାଙ୍କ ପକ୍ଷରୁ ଆସୁଛି ଆଉ କିଛି ବଡ ଅପେଡଟ । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ତରଫ ରୁ ଆସିଲା ବଡ ସୂଚନା SBI ରେ ଥିବା ପ୍ରତ୍ୟୋକ ଗ୍ରାହାକ ମାନଙ୍କ ପାଇଁ ଏକ ବଡ ଖବର ରହିଛି । ଯଦି ଆପଣ ମାନେ ବି ଏହି ସରକାରୀ ବ୍ୟାଙ୍କ୍ ରେ ଏହି ଖାତା ଖୋଲିଥାନ୍ତି । ତେବେ ଆଉ ଏକାଉଣ୍ଟ ରୁ ଆପଣ ମାନଙ୍କର ଆପେ ଆପେ ଟଙ୍କା କଟୁଛି । ତେବେ ହୋଇଜାଆନ୍ତୁ ସତର୍କ । ଏବେ ଏହାକୁ ନେଇ ବ୍ୟାଙ୍କ୍ ତରଫ ରୁ ଆସିଛି ଆଉ କିଛି ବଡ ଅପଡେଟ ।

sbi

ଆପଣ ମାନେ ଦେଖିଥିବେ ଆପଣ ମାନଙ୍କ ଏକାଉଣ୍ଟ ରୁ କଟୁଛି 147.50 ପଇସା । ଏବେ ଆପଣ ଅଧିକାଶଂ ଏକାଉଣ୍ଟ ରୁ ଆପେ ଆପେ ଟଙ୍କା କଟୁଛି । ଏମିତି ରେ 147.50 ପଇସା କଟିବାର ମେସେଜ୍ ବି ଆସୁଛି । ଏହି ପରି ପରିସ୍ଥିତି ରେ ଅନେକ ଗ୍ରାହାକ ଙ୍କୁ ଏହି ମେସେଜ ଦେଖିବା ପରେ ସେମାନେ ବ୍ୟାଙ୍କ୍ ପହଁଚୁଛନ୍ତି । ଆଉ ବ୍ୟାଙ୍କ୍ ତରଫ ରୁ ସୂଚନା ଦିଆଜାଇ କୁହାଜାଇଛି ଯେ SBI ଦ୍ୱାରା ଗ୍ରାହାକ ଙ୍କ ଦ୍ୱାରା ଏହି ଟଙ୍କା ଡେବିଟ ହୋଇଥାଏ । ବ୍ୟାଙ୍କ୍ ଏହି ଟଙ୍କା ମେଣ୍ଟେନେନ୍ସ ଚାର୍ଜ ଭାବେ ନେଇଥାଏ ।

ବର୍ଷ କୁ ଥରେ ଏହି ଟଙ୍କା ନେଇଥାଏ ବ୍ୟାଙ୍କ୍ ଏହି ଟୁଇଟ ଯୋଗେ ବ୍ୟାଙ୍କ୍ ସୂଚନା ଦେଇଛି । ଏହା ସହିତ ବ୍ୟଙ୍କ୍ ପକ୍ଷରୁ ଏହି ଟଙ୍କା ବାର୍ଷିକ ଚାର୍ଜ ଭାବେ ନିଆଜାଇଥାଏ । ବୋଲି ସୂଚନା ଦିଆଜାଇଛି । ଏହା ସହିତ ବ୍ୟାଙ୍କ୍ ଦ୍ୱାରା ଜାରି ହୋଇଥିବା ଡେବିଟ କାର୍ଡ ପାଇଁ ବି କିଛି ପରିମାଣ ରେ ଚାର୍ଜେସ୍ ମଧ୍ୟ ଲାଗିଥାଏ । ତେବେ ସେହିଥି ପାଇଁ ଏମିତି ଭାବେ ଆପଣ ମାନେ ଚାର୍ଜେସ୍ କାଟୁଥିବାର ଆପଣ ମାନେ ଦେଖିବା ପାଇଁ ପାଉଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *