ରାସନ କାର୍ଡ ଥିଲେ ଦେଖନ୍ତୁ । ହୋଇପାରେ ଆପଣଙ୍କ ରାସନ କାର୍ଡ ବନ୍ଦ…

ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ରାସନ କାର୍ଡ କୁ ନେଇ ଆସି ଜାଇଛି କିଛି ନୂଆ ଆପଡେଟ । କେନ୍ଦ୍ର ରେ ମାଗଣା ଚାଉଳ ବଣ୍ଟନ ର ଯୋଜନା ର ନାଁ ହେଲା ପରିବର୍ତନ । କେନ୍ଦ୍ର କେବିନେଟ ରେ ବଡ ନିସ୍ପତି । ଏମିତି ନୂଆ ନାମ କଣ ରହିଛି ଏମିତି କି ମାଗଣା ଯୋଜନା ର ହୋଇଛି ସମାପ୍ତି । ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ବଣ୍ଟନ କରିବେ ସେହି ଯୋଜନା ର ନାମ କୁ ପରିବର୍ତନ କରିଛନ୍ତି । କୋଭିଡ ସମୟ ରେ ଗରିବ ପରିବାର କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ରେ ମାସକୁ 5 କେଜି ଲେଖାଏଁ ଚାଉଳ ବଣ୍ଟନ କରାଯାଉ ଥିଲା ତେବେ ଜାନୁଆରୀ 1 ତାରିଖ ରେ ଏହାକୁ ବନ୍ଦ କରି ଦିଆଜାଇଛି ।

Ration

ଆଉ ଖାଦ୍ୟ ସୁରକ୍ଷା ଯୋଜନା ରେ ଯେଉଁ ଚାଉଳ 1 ଟଙ୍କାରେ ମିଳୁଥିଲା ତାହା କୁ ଏବେ ମାଗଣା କରି ଦିଆଜାଇଛି । ଗତ କାଲି କେନ୍ଦ୍ର କେବିନେଟ ବୈଠକ ରେ ଏହି ମାଗଣା ଚାଉଳ ଯୋଜନାର ନାମ କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା କରାଜାଇଛି । ଏହି ଯୋଜନା ରେ ଦିଆଜାଉଥିବା ଚାଉଳ ର ମୂଲ୍ୟ କିଲୋ ପିଛା 32 ଟଙ୍କା 91 ପଇସା ରହିଛି ।

ଏହିଥିରୁ କେନ୍ଦ୍ର 29 ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର 2.76 ପଇସା ଦେଉଛନ୍ତି । ଏବଂ ହୀତାଧିକାରୀ 1 ଟଙ୍କା ଦେଉଛନ୍ତି । ହେଲେ ଏଣିକି ସବୁ ଟଙ୍କା କେନ୍ଦ୍ର ସରକାର ଦେବେ । ତେବେ ଏହି ଯୋଜନା ଫଳରେ ରାଜ୍ୟର ତିନି କୋଟି 24 ଲକ୍ଷ 5 ଶହ 74 ଲୋକ ଉପକୃତ ହେବେ । ତେବେ ବନ୍ଧୁଗଣ ଆପଣ ମାନଙ୍କର ରାସନ କାର୍ଡ ରହିଛି କି ନାହିଁ ନିହାତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *