ଧୋକା ଦେଲା ବୟଫ୍ରେଣ୍ଡ ,ଧୋକା ଦେଲାନି ବିଷ…ବ୍ୟବଛେଦ ରିପୋର୍ଟରେ ଆସିଲା ସତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହଁ ବନ୍ଧୁଗଣ ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ୍ୟୁ କୁ ନେଇ ଆସିଲା ବଡ ଖବର ହଁ ବନ୍ଧୁଗଣ ଏହି ସଜ ସଜ ହସ୍ତଗତ ହୋଇଛି ଡାକ୍ତର ଶୁଭଶ୍ରୀ କ ଙ୍କର ଆଉ ଏହି ରିପୋର୍ଟ ରେ ଜାହା ଉଲ୍ଲେଖ ରହିଛି ସମସ୍ତ ଙ୍କ ହୋସ ଉଡିଯାଉଛି । ହଁ ବନ୍ଧୁଗଣ ଆମେ ସମସ୍ତେ ଜାହା ସନ୍ଧେହ କରୁଥିଲେ ତାହା ହିଁ ହୋଇଛି । ହଁ ବିଷ ପାନ ଯୋଗୁଁ ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ୍ୟୁ ହୋଇଥିବା ବେବଛେଦ ରିପୋର୍ଟ ରେ ଉଲ୍ଲେଖ ରହିଛି ।

ଏହି ସଜ ସଜ ହସ୍ତଗତ ହୋଇଥିବା ଡାକ୍ତର ଡାକ୍ତର ଶୁଭଶ୍ରୀ କର ଙ୍କ ବେବଚ୍ଛେଦ ରିପୋର୍ଟ ବିଷ ଖିଆ ଯୋଗୁଁ ଡାକ୍ତର ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ୍ୟୁ ହୋଇଥିବା ଜଣା ପଡିଛି । ଜାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଯିଏ ରାତିରେ ସୁନ୍ଦର ଭବେ ନାଚୁଛି ଯିଏ ରାତିରେ ନୂଆ ବର୍ଷ କୁ ସ୍ୱାଗତ କରିବା ପାଇଁ ଲାଗିଛି । ଯିଏ ଭଲ ପାଠପଢି ପାରୁଛି , ଭଲ ଚାକିରୀ ପାଇପାରିଛି , ଯିଏ ଜୀବନ କୁ ବହୁତ ବିନ୍ଦାସ ଆଉ ବେଫିକର ସହିତ ଚଳିପାରୁଛି । ଆଉ ମୃ-ତ୍ୟୁ ପୂର୍ବରୁ ସେ ଏତେ ଖୁସୀରେ କେମିତି ରହିପାରେ ଏମିତି ଅନେକ ଗୁଡିଏ ସନ୍ଧେହ ଜନକ ପ୍ରଶ୍ନ ଉଙ୍କି ମାରୁଛି ।

Doctor

ବନ୍ଧୁଗଣ ଯେତେ ବେଳେ ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ୍ୟୁ କୁ ନେଇ ସବୁ ଆଡେ ଚର୍ଚ୍ଚା ଲାଗି ରହିଥିଲା କେମିତି ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ୍ୟୁ ହେଲା ସେତିକି ବେଳେ ତାଙ୍କ ବୟଫ୍ରେଣ୍ଡ ଙ୍କ ନାମ ସାମ୍ନାକୁ ଆସିବା ଆଉ ତା ପରେ ବୟଫ୍ରେଣ୍ଡ ଙ୍କ ଫୋନ ସୁଇଚ ଅଫ ହେବା । ଆଉ ସବୁଠୁ ବଡ କଥା ଯେ ବୟଫ୍ରେଣ୍ଡ ଙ୍କ ସହିତ ତାଙ୍କର ଶା-ରୀ-ରିକ ସଂ-ମ୍ପ-ର୍କ ରହିବା , ଆଉ ତା ଠୁ ବ କଥା ବୟଫ୍ରେଣ୍ଡ ତାଙ୍କୁ ବିବାହ କରିବାକୁ ମନା କରିବା ତା ଠୁ ବଡ କଥା ବୟଫ୍ରେଣ୍ଡ ନାମରେ ଥାନା ରେ ଏତଲା ଦେବା ।

ଆଉ ତା ଠୁ ବଡ କଥା ହେଲାକି ଏତଲା ପରେ 164 ବୟାନ ଆଧାରରେ ଡାକ୍ତର ଶୁଭଶ୍ରୀ କର ଙ୍କ ବୟାନ ରେକର୍ଡ କରାଯିବା ତା ପରେ ଉଭୟ ଙ୍କ ମଧ୍ୟରେ ସହମତି ଆସିବା ଆଉ ଥାନା ରୁ କେସ୍ ଉଠିଯିବା । ଆଉ ତା ପରେ ନୂଆ ବର୍ଷ କୁ ଧୁମଧାମ୍ ରେ ସେଲିବ୍ରେସନ କରିବା ଆଉ ହଠାତ ସକଳକୁ ଜୀବନ ଚାଲିଯିବା କେହିବି ଏହି ଘଟଣା କୁ ସହଜ ରେ ଗ୍ରହଣ କରି ପାରୁ ନଥିଲେ ।

ଆଉ ଏବେ ଯେତେ ବେଳେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି ସତ ସାମ୍ନାକୁ ଆସିଛି ହଁ ବିଷ ପାନ ଯୋଗୁଁ ଡାକ୍ତରାଣୀ ଙ୍କର ମୃ-ତ୍ୟୁ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିଜର ଜିବନ ହାରିବା ପାଇଁ ଡାକ୍ତର ଶୁଭଶ୍ରୀ କର ନିଜେ ବିଷ ପାନ କରିଥିଲେ ନାଁ ତାଙ୍କୁ କେହି ବିଷ ପାନରେ ଦେଇଥିଲା । ତାହା ଆଗାମୀ ସମୟ ରେ ତଦନ୍ତ ହେଲେ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *