ଚୋରକୁ ଧରନ୍ତୁ ସମୟର ମୂଲ୍ୟ କିଏ ଦେବ । ଗରିବ ଲୋକଙ୍କ ଟଙ୍କା କୁ କିଏ ଖାଇଲା

chura 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୋର କୁ ଧରନ୍ତୁ ସମୟ ର ମୂଲ୍ୟ କିଏ ଦେବ । ଗରିବ ଲୋକଙ୍କ ଟଙ୍କାକୁ କିଏ ଖାଇଲା । ଏଇ ସରକାର ମତେ ଠକିଦେଲେ । ଏମିତି କିଛି ଅଭିନୟ କରି ଜଳେଶ୍ୱର ବ୍ଲକ୍ ସାମ୍ନାରେ ବସିଛନ୍ତି ଆଦିବାସୀ ସମାଜସେବି ପୂର୍ଣ୍ଣ ଚନ୍ଦ୍ର ସିହଂ । ଚୋର କୁ ଧରନ୍ତୁ ହେଡଲାଇନ ଦେବାର ଅର୍ଥ ଆପଣ ମାନେ ଦେଖନ୍ତୁ ।

ଚୁର ଚୋର ଭିତରେ ପାର୍ଥକ୍ୟ ରହିଛି । ଚୋର କଣ କରେ ଦିନ ଦ୍ୱିପହରେ ଚୁରୀ କରେ ଚୋର ଯିଏ ରାତିରେ ଚୋରୀ କରେ ଆପଣ ମାନେ ଜାଣିଥିବେ କେବଳ ଜଳେଶ୍ୱର ବ୍ଲକ୍ ରେ ନୁହେଁ ସାରା ଭାରତ ବର୍ଷରେ ଚୋର ଦିନ ବେଳେ ମାତିଛନ୍ତି । ଆଉ ଚୋର ଦିନ ବେଳେ ଘୂରି ବୁଲୁଛନ୍ତି ସାଧା ପୋଷାକରେ ଦେଖିବାକୁ ମିଳୁଛନ୍ତି । ତେବେ ଧାରଣା ରେ ପୂର୍ଣ୍ଣ୍ନ ଚନ୍ଦ୍ର ମହାତ୍ମା ଗାନ୍ଧୀ ଙ୍କ ଫୋଟ ସହିତ ଧନୁ ତୀର ଆଦିବାସୀ ସମ୍ପ୍ରଦାୟର ଦେବତା ହାତୀ ଘୋଡା ପୂଜା କରୁଥିବାର ଦେଖିବା ପାଇଁ ମିଳିଛି ।

chura

ତେବେ ସେ ଘଟଣା ସ୍ଥଳକୁ ପଖାଳ ଶାଗ ଏବଂ ଆଳୁପଳା ନେଇକରି ଆସିଛନ୍ତି । ପୂର୍ଣ୍ଣ୍ନ ଚନ୍ଦ୍ର 2022 ମସିହା ଜୁଲାଇ 1 ତାରିଖ ରେ ପଦଯାତ୍ରା ମାଧ୍ୟମରେ ଜଳେଶ୍ୱର ରୁ ବାହାରି ଜୁଲାଇ 10 ରେ ମୂଖ୍ୟ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଦାବି ପତ୍ର ଦେଇଥିଲେ । ହେଲେବି ଏବେ ଯାଏ କୈଣସି ପଦକ୍ଷେପ ନିଆଜାଇ ନଥିଲା । ଜାହାକୁ ଅଭିଯୋଗ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସିହଂ ।

ତେବେ ତାଙ୍କର କହିବା ଅନୁସାରେ ସରକାର ଘର ତିଆରି କରିବାକୁ ୱାର୍କଡ ଧରେଇ ଦେଇ ତିନି ମାସ ଭିତରେ ଶେଷ କଲେ ବୁନସ ମିଳିବ ବୋଲି କହିଥିବା ବେଳେ ଏମାନେ ୱାର୍କଡ ଦେବା ପରେ ଧରା ଛୁଆଁ ବି ଦେଉ ନାହାଁନ୍ତି । ଆଉ ସେହିଥି ପାଇଁ ଏମିତି ଧାରଣା ରେ ବସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *