ଉଭୟ ବର୍ଷା ଓ ଅନୁଭବ ଯିବେ ଜେଲ । ହୋଇଲା ବଡ ନିସ୍ପତି

anubhav 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆସିଛି ନୂଆ ମୋଡ । ବହୁଦିନ ଧରି ଓଲିଉଡର ସୁପରଷ୍ଟାର, ଅନୁଭବ ମହାନ୍ତି ଓ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁ ରେ ଶା-ରି-ରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ଅନୁଭବ ବି ବର୍ଷାଙ୍କ ନାଁ ରେ ଛାଡପତ୍ର ମାମଲା ରୁଜୁ କରିଥିଲେ । ସାଂସଦ ତଥା ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ପରିଛେଦ ମାମଲାରେ ଉଭୟ ପକ୍ଷର ଶୁଣାଣି ବେଳେ ୨ ରୁ ଅଧିକ ଆଇନ ଯିବି ରହିପାରିବେନି ବୋଲି ପରିବାର ଅଦାଲତ ଦେଇଥିବା ଆଦେଶ ଉପରେ ଓଡିଶା ହାଇକୋର୍ଟ ଅନ୍ତଃରହିତ ଆଦେଶ ଜାରି କରିଛନ୍ତି ।

anubhav 2

ଗତ ନଭେମ୍ବର ୩ରେ ପରିବାର ଅଦାଲତ ଦେଇଥିବା ଏହି ନିର୍ଦ୍ଦେଶ କୁ ଚ୍ୟାଲେଞ୍ଜ କରି ଅନୁଭବଙ୍କ ପକ୍ଷରୁ ହାଇକୋର୍ଟ ରେ ମାମଲା ରୁଜୁ କରାଯାଇଥିଲା । ବିଚାରପତି ଜସଟିସ୍ କେୟାର ମହାପାତ୍ର ମାମଲାର ଶୁଣାଣି କରି ପରିବାର ଅଦାଲତଙ୍କ ଏହି ଆଦେଶ ଉପରେ ରହିତାଦେଶ ଜାରି କରିବା ସହ ବର୍ଷାଙ୍କୁ ଜବାବ ଦାଖଲ ପାଇଁ ନୋଟିସ କରିଛନ୍ତି ।

ଅନୁଭବଙ୍କ ପକ୍ଷରୁ ଆଦତ ମାମଲାର ଶୁଣାଣି ପରିପେକ୍ଷରେ ବିଚାରପତି ଜସଟିସ୍ କେୟାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପକ୍ଷରୁ ସୁପରିମ କୋର୍ଟ ର ଆଇନ୍ ଜିବି ଗୀତା ଲଭ୍ରା ଏବଂ ଆଇନ୍ ଜିବି ଲଲୀତ ମିଶ୍ର ମାମଲା ପରିଚାଳନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *