ବଡ଼ ଖବର- ଆସନ୍ତା କାଲିଠାରୁ ସାରା ଦେଶରେ ଲାଗୁ ହେଲା ନୂଆ ନିୟମ । ଶିଘ୍ର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଗୋଟିଏ ଛୋଟ ଭୁଲ ପାଇଁ ଆପଣ ମାନଙ୍କ ପ୍ୟାନ କାର୍ଡ ହୋଇଯିବ ଅଦରକାରୀ ଜାଣି ନିଅନ୍ତୁ ଗୁରୁତ୍ୱ ପୂର୍ଣ୍ଣ କଥା । ପ୍ୟାନ କାର୍ଡ ହେଉଛି ଭାରତ ର ବିଭିନ୍ନ ଟିକସ ଦାତା ମାନଙ୍କ ପାଇଁ ପରିଚୟ ର ଅତ୍ୟାଧିକ ମାଧ୍ୟମ । ଯେଉଁ ମାନେ ଭାରତ ର ଆୟକର ଦାଖଲ କରନ୍ତି ସେମାନଙ୍କ ପାନକାର୍ଡ ରହିବା ଆବଶ୍ୟକ ଅଟେ । ଏବଂ ଏମିତି ରେ ଦିର୍ଘ ଦିନ ଧରି ଆୟକର ବିଭାଗ ପାନ କାର୍ଡ କୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ କହିଛି ।

pan

ଆୟକର ବିଭାଗ ଏହି ବିଷୟ ରେ କ୍ରମାଗତ ଭାବେ ଲୋକ ମାନଙ୍କୁ ଅପଡେଟ କରୁଛି । ଏହି ପରିସ୍ଥିତି ରେ ପାନକାର୍ଡ କୁ ଆଧାର କାର୍ଡ ସହ ସଂଯୋଗ କରିବାର ଶେଷ ତାରିଖ 31 ମାର୍ଚ୍ଚ 2023 ଭାବେ ସ୍ଥିର ହୋଇଛି । ଆଉ ଏହି ଅବଦ୍ଧି ମଧ୍ୟରେ ପାନ ସହିତ ଆଧାର ସଂଯୋଗ ନ କଲେ ପାନ କାର୍ଡ ନିସ୍କ୍ରିୟ ହୋଇଯିବ।

ସେହି ପରି ପରବର୍ତି ଖବର ଟି ହେଲା ଏହିଥର ଓଡିଆ ସହିତ ଲୋକ ମାନେ ଏହି ସବୁ ଭାଷା ରେ ପାଇପାରିବେ ବ୍ୟାଙ୍କିଂ ସେବା । ସିଙ୍ଗେଲ କ୍ଲିକ୍ ରେ ପାଇବେ ଋଣ ଏବେ ବ୍ୟଙ୍କ୍ ଋଣ ପାଇବା ହେବ ସହଜ । ବ୍ୟାଙ୍କ୍ କୁ ନଜାଇ ଏବେ କେବଳ ଗୋଟିଏ କ୍ଲିକ୍ ରେ ଋଣ ସେବା ମିଳି ପାରିବ । ସବୁ ପ୍ରକାରର ଋଣ ସେବା ଏବେ ଗୋଟିଏ ପ୍ଲାଟଫର୍ମ ରେ ଉପଲବ୍ଧ ହେବ ।

ଆଉ ସେହିଥି ପାଇଁ ବ୍ୟାଙ୍କ୍ ତରଫ ରୁ ଏକ ମୋବାଇଲ ଆପ୍ଲିକେସନ ବିକଶିତ ହୋଇଛି ଜାହାକୁ EBL ଭିମ୍ ଟେକ୍ ସର୍ଭିସ କମ୍ପାନୀ । ଏହି ଆପ୍ଲିକେସନ ଉଭୟ ଏଣ୍ଡ୍ରୟଡ ଏବଂ ଆପଲ ଫୋନ ରେ ବ୍ୟବହାର ଯୋଗ୍ୟ ଅଟେ । ତେବେ ଆପଣ ମାନେ ବି ଏହାର ବ୍ୟବହାର କରି ନିଶ୍ଚିତ ଭାବେ ସୁବିଧା ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *