ଟିମ୍ ଇଣ୍ଡିଆରେ ଓଡ଼ିଆ ପୁଅଙ୍କୁ ବଡ଼ ଦାଇତ୍ୱ!! | ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମ୍ୟାନେଜର ହେଲେ ଓଡ଼ିଆ ପୁଅ !!

Indian

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜାତିୟ ସ୍ଥରରେ ପୁଣି ଚମକିଲେ ଓଡିଆ ପୁଅ ଭାରତ ନ୍ୟୁଜଲ୍ୟାଣ୍ଡ ସିରିଜ ରେ ଓଡିଆ ପୁଅ କୁ ମିଳିଲା ବଡ ଦାୟୁତ୍ୱ । ତେବେ 18 ତାରିଖ ରୁ ଭାରତ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଦିନିକିଆ ଏକ ଦିବସିୟ ସିରିଜ ଅନୁଷ୍ଟିତ ହେବାକୁ ଯାଉଥିଲା । ନିକଟ ରେ ଶ୍ରୀ ଲଙ୍କା କୁ ତିନି ସୁନ ରେ ହରେଇ ମୁଳପୁଚ୍ କରିଥିବା ଟିମ୍ ଇଣ୍ଡିଆ ଏବେ ନ୍ୟୁଜଲାଣ୍ଡ କୁ ଚକ୍ମା ଦେବାର ଲକ୍ଷରେ ରହିଛି ।

ତେବେ ଏହି ଅବସର ରେ କ୍ରିଡା ପ୍ରେମିଙ୍କ ପାଇଁ ଏକ ଭଲ ଖବର ଆସିଛି । ଜଣେ ଓଡିଆ ଯୁବକ ଟିମ୍ ଇଣ୍ଡିଆ ସହିତ ଚଳିତ ସିରିଜ୍ ରେ କାର୍ଯ୍ୟ କରିବେ । BCCI ଏହି ସିରିଜ୍ ପାଇଁ ଆଜି ଓଡିଶା କ୍ରିକେଟ ଆସୋଶେସନ ର ସଦସ୍ୟ ଶିବ ବ୍ରତ୍ତ ମଲ୍ଲୀକ୍ ଙ୍କୁ ଟିମ୍ ଇଣ୍ଡିଆ ର ମ୍ୟାନେଜର ନିଯୁକ୍ତି କରିଛି । OCA ପକ୍ଷରୁ ଆଜି ଏହି ବିଷୟ ରେ ସୂଚନା ଦିଆଜାଇଛି ।

sib

ତେବେ ଶିବ ବ୍ରତ୍ତ ଖୁବ ଶୀଘ୍ର ଟିମ୍ ଇଣ୍ଡିଆ ସହିତ ଯୋଗ ଦେବେ । OCA ର ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ସମ୍ପାଦକ ସଞୟ ବେହେରା ଙ୍କ ସମେତ ଶୁଭେଚ୍ଛା ଜଣେଛନ୍ତି । ତେବେ ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଖେଳିବ ହାଇଦ୍ରାବଦ ରେ 18 ତାରିଖ ରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ 21 ତାରିଖ ରେ ରାଇପୁର ରେ ଦ୍ୱିତୀୟ ଦିନିକିଆ ରହିଛି ।

ସେହି ପରି ଆସନ୍ତା 24 ତାରିଖ ରେ ତୃତିୟ ଦିନିକିଆ ଇନ୍ଦୋରରେ ଅନୁଷ୍ଟିତ ହେବ ଏହା ପରେ ଉଭୟ ଦଳ ମଧ୍ୟରେ ତିନୋଟି ଟି ଟ୍ୱେଣ୍ଟି ମ୍ୟାଚ 27,29 ଏବଂ ଫେବୃଆରୀ 1 ତାରିଖ ରେ ଅନୁଷ୍ଟିତ ହେବ । ଏହି ଟି ଟ୍ୱେଣ୍ଟି ମ୍ୟାଚ ଗୁଡିକ କ୍ରମେ ରାଞ୍ଚି , ଲୋକ୍ଷ୍ନ , ଅହମଦା ବାଦ ରେ ଅନୁଷ୍ଟିତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *