ଭୂମି କହୁଛନ୍ତି ଅମ୍ଲାନକୁ ନିଜକୁ ସମ୍ଭାଳ ,ଧୈର୍ଯ୍ୟ ଧର ଝିଅ ମୁଁହକୁ ଚାଁହ ଆମ ପାଇଁ ବଞ୍ଚିବା ଶିଖ

bhumi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରର ବଜ ପୁଅ ଦାୟୁତ୍ୱ ବି ବଡ ଆଉ ଏହାରି ମଧ୍ୟରେ ବାପା , ମାଆ , ଭାଇ ସବୁ ଛାଡିକି ଚାଲିଗେଲ । କେଉଁ ଭଳି ଅବସ୍ଥା ରେ ବର୍ତମାନ ସମୟ ରେ ରହିଛନ୍ତି ଅମ୍ଲାନ ଦାସ । କେଉଁ ଭଳି ସ୍ଥିତିରେ ଥିବେ ଅଭିନେତା ଅମ୍ଲାନ ଦାସ । ନିଜ ସ୍ତ୍ରୀ ଏବଂ ପିଲା ଙ୍କ ପାଇଁ ବଞ୍ଚିବାକୁ ଇଚ୍ଛା ହେଉଥିବ ସତ ହେଲେ ଏହା ତାଙ୍କୁ କଷ୍ଟ ଦେଉଥିବ । ଏକୁଟିଆ ଏକୁଟିଆ ସେ ନିରବି ଜାଉଥିବେ ।

ସେ ନିରବି ଯାଉଥିବେ କାରଣ ସେ ଏହି ସତକୁ କେମିତି ସାମ୍ନା କରି କେମିତି ଭବିଷ୍ୟତ ରେ ଜିବନ ଜିଇଁବେ ସେହି କଥା ସେ ଭାବି ପାରୁ ନଥିବେ । ଆଖି ଲୁଚେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଚୁପଚାପ ବସୁଛନ୍ତି । ଆଉ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଛି । ଆଉ ଏତିକି ବେଳେ ପାଖରେ ଛିଡା ହୋଇଛନ୍ତି ସାତ ଜନ୍ମ ପାଇଁ ହାତ ଧରିଥିବା ଭୂମିକା ଦାସ ।

Mihir Das

ହଁ ଭୂମିକା ଯିଏ ହେଉଛନ୍ତି ଅଭିନେତା ଅମ୍ଲାନ ଦାସ ଙ୍କ ପତ୍ନୀ । ଆଉ ତାଙ୍କ ଛୋଟ ଝିଅ । କାଖରେ ଛୋଟ ଝିଅକୁ ଧରି ଏକା ବସିଥିବା ଅମ୍ଲାନ ଦାସ ଙ୍କ ପାଖକୁ ଧାଇଁ ଆସିଛନ୍ତି ଭୂମିକା । ଆଉ ବୁଝେଇ କହୁଛନ୍ତି ଏମିତି ହେଲେ କଣ ହେବ । ଆଖିର ଲୁହ ପୋଛି କହୁଛନ୍ତି ତମେ କାନ୍ଦିଲେ କଣ ବାପା ମାଆ ଭାଇ ଫେରି ଆସିବେ । ତମେ ମନ ଦୁଃଖ କରିଲେ ସେମାନେ କଣ ପୁଣି ଥରେ ଆମ ପାଖକୁ ଫେରି ଆସିବେ । ତମେ ଭାଙ୍ଗି ପଡିଲେ କଣ ଆମେ ନିଜର ସୁନା ସଂସାର କୁ ପାଇ ପାରିବା ।

ପ୍ରତି ମୂହୁର୍ତ୍ୱ ପୂର୍ବ ନିର୍ଦ୍ଧାରିତ ଆଜି ଜାହା ହୋଇଜାଇଛି ତାହା ଆଗରୁ ହେବାର ଥିଲା । ଆଉ ତମ ମୋ ପାଇଁ ଆଉ ମୋ ଝିଅ ପାଇଁ ଜିବନ ଜିଅଁ ଭବିଷ୍ୟତ କୁ ଦେଖ ଦୁଖଃ ତମକୁ ଯେମିତି ଲାଗୁଛି ମତେ ବି ସେମିତି ଲାଗୁଛି । ହେଲେ ଭାଙ୍ଗି ପଡିଲେ ଆମେ ଏହି ନିଷ୍ଟୁର ସତକୁ କେମିତି ସାମ୍ନା କରିବା । ଆମ ଝିଅର ଭବିଷ୍ୟତ କେମିତି ଗଢିବା ଆଖିରୁ ଲୁହ ପୋଛି ଭୂମି ଏମିତି କିଛି ସ୍ୱାମୀ ଙ୍କୁ ବୁଝାଉଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *