ସାବଧାନ ମାଡ଼ି ଆସୁଛି ଲଘୁଚାପ । ଏହି ଜିଲ୍ଲାରେ ରଚିବ ତଣ୍ଡାବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଦିନ ହେଲାଣି ରାଜ୍ୟରେ ନାହିଁ ବର୍ଷା । ତେବେ ଏହି ମଧ୍ୟରେ ମାଡି ଆସୁଛି ଆଉ ଏକ ଲଘୁଚାପ । ଏହି ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଆଉ କିଛି ନୂଆ ରିପୋର୍ଟ । ଆସନ୍ତା କାଲି ଠାରୁ ସୃଷ୍ଟି ହେବ ଘୂର୍ଣ୍ଣିଂ ବଳୟ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଜାହାକି ଏହି ଲଘୁଚାପ ପ୍ରଭାବ କେଉଁ କେଉଁ ଜିଲ୍ଲା ମାନଙ୍କୁ ପଡିବ ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଓଡିଶା ଉପକୂଳ ରେ ସୃଷ୍ଟି ହୋଇ ପାରେ ଲଘୁଚାପ । ଆସନ୍ତା କାଲିଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଘୂର୍ଣ୍ଣିଂ ବଳୟ କ୍ଷେତ୍ର ସୃଷ୍ଟି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ IMD ଅନୁଯାୟୀ ପୂର୍ବ ଭାରତ ମହାସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ତିନି ଭିତରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସହିତ ଆସନ୍ତା 29 ତାରିଖ ରୁ ରାଜ୍ୟରେ ପାଗ ବଦଳିବ ଉପକୂଳ କୁ ସାମୁଦ୍ରିକ ପବନ ବହିବ କିଛି ସ୍ଥାନରେ ବର୍ଷା ମଧ୍ୟ ରହିବ ।

rains

ଅଧିକାଶଂ ସ୍ଥାନରେ ଦିନରେ କୋହଲା ପାଗ ହେବା ସହିତ । ରାତି ତାପମାତ୍ରାରେ ବିଶେଷ ପରିବର୍ତନ ରହିବ । ବାଲେଶ୍ୱର , ଚାନ୍ଦବାଲୀ , ପାରାଦ୍ୱୀପ ଏବଂ ଜାଜପୁର ରେ ଘନ କୁହୁଡି ଦେଖା ଦେଉଛି । ତେବେ ବାଲେଶ୍ୱର ଏବଂ ଚାନ୍ଦବାଲୀ ରେ କୁହୁଡି ପାଇଁ ଦୃଶ୍ୟମାନ ର ଦୂରତା 50 ମିଟର ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *