ଏହି ଫିଲ୍ମ୍ ରେ ଅଭିନୟ କରିବେ ବର୍ଷା ଙ୍କ ଝିଅ |

barsha 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମ ଥର ପାଇଁ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଝିଅ ବା ତାଙ୍କର ଝିଆରୀ । ଯିଏ ଦେଖିବା ପାଇଁ ବର୍ଷାଙ୍କ ଠାରୁ ବି ବହୁତ ସୁନ୍ଦର । ବର୍ଷା ପ୍ରିୟଦର୍ଶିନୀ ଦୀର୍ଘ ବର୍ଷ ହେବ ସେ ଓଡିଆ ଇଣ୍ଡଷ୍ଟ୍ରିରେ ସେ କାମ କରି ଆସୁଛନ୍ତି । ସେ ୨୦୦୩ ମସିହା ଠାରୁ ଓଲିଉଡରେ ମାତ୍ର ୧୭ ବର୍ଷ ବୟସ ରୁ ହିଁ ଯୋଗଦାନ କରିଥିଲେ । ଏହାପରେ ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି ।

ବର୍ତ୍ତମାନ ସୁଧା ସେ ପ୍ରାୟ ୨ଶହ ରୁ ଅଧିକ ସିନେମା ଭେଟି ଦେଇଛନ୍ତି ଓଡିଆ ମନୋରଞ୍ଜନ ଦୁନିଆକୁ । ଏହାଛଡା ସେ ଅନେକ ସାରା ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ସମୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ ୧୫ ଲକ୍ଷ ଟଙ୍କାରୁ ଅଧିକ ନିଅନ୍ତି । ତେବେ ଗତ କିଛିଦିନ ହେବ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପାରିବାରିକ ସମସ୍ୟାରେ ଫସିକି ଅଛନ୍ତି । ତେବେ ସେ ୨୦୧୪ ମସିହାରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ ।

ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ଗତ ଦୁଇବର୍ଷ ପୂର୍ବେ ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଡିଭର୍ସ ନେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ତାଙ୍କ ଦୁହିଁଙ୍କ ଭିତରେ ବିବାଦ ବଢିବାରେ ଲାଗିଥିଲା । ତେବେ ଆଗାମୀ ଦିନ ମାନଙ୍କରେ ବର୍ଷା ଏବଂ ଅନୁଭବ ଅଲଗା ହେବେ ବୋଲି ଜଣା ପଡିଛି ।

barsha

ଏହାପରେ ଶୁଣିବାକୁ ମିଳିଛି ଯେ ବର୍ଷାଙ୍କ ଝିଅ ବା ତାଙ୍କ ଝିଆରୀ ଅର୍ଥାତ୍ ତାଙ୍କ ଭଉଣୀଙ୍କ ଝିଅ ଖୁବ୍ ଶୀଘ୍ର ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିବ ବୋଲି ସୂଚନା ମିଳୁଛି । ବର୍ଷାଙ୍କ ବଡ଼ ଭଉଣୀଙ୍କ ଝିଅ ମାତ୍ର ୭ ବର୍ଷର ହୋଇଛନ୍ତି । ଏବଂ ବର୍ଷା ତାଙ୍କ ଝିଆରୀଙ୍କୁ ଅଧିକ ଭଲ ପାଆନ୍ତି । ଏବଂ ଝିଅଙ୍କ ଫିଲ୍ମ କରିବାର ସମୟ ଆସି ଯାଇଛି ।

ଯାହାକି ବର୍ତମାନ ସମୟରେ ବେଶ୍ ଚର୍ଚ୍ଚା ହେଉଛି । ତେବେ ବର୍ଷାଙ୍କ ଝିଆରୀ ପ୍ରଥମ ଥର ପାଇଁ ଓଡିଆ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । ଆଗାମୀ ଦିନ ମାନଙ୍କରେ ସେ ବଡ ହେଲା ପରେ ସେ ଜଣେ ହିରୋଇନ ହେବେ ବୋଲି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *