ବଡ ଖୁସି ଖବର ଦେଇ ଦେଲେ ବର୍ଷା ପ୍ରିୟ ଦର୍ଶୀନି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଦିନ ପରେ ନୂଆ ବର୍ଷରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶନି ଖୁସୀ ଖବର ଦେଇଛନ୍ତି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ କିଏବା ନଜାଣେ ଅନେକ ଚଳଚିତ୍ର କୁ ସୁପର ହିଟ କରିବା ପଛରେ ବର୍ଷା ପ୍ରିୟଦର୍ଶନୀ ଙ୍କ ହାତ ରହିଛି । ତେବେ ସେ ନିଜର ଅଭିନୟ ବଳରେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

ସେ ପ୍ରତ୍ୟୋକ ଙ୍କ ହୃଦୟ ରେ ଘର କରିଛନ୍ତି ଏବଂ ଓଲିଉଡ ର ସୁପର ଷ୍ଟାର ବର୍ଷା ଙ୍କ ସହିତ ଏକାଠୀ ଫିଲ୍ମ କରିବା ପରେ ସେମାନଙ୍କ ଫିଲ୍ମ ସୁପର ହିଟ୍ ହୋଇ ଥିଲା , ଏବଂ ଅନୁଭବ ବର୍ଷା ଙ୍କୁ ମଧ୍ୟ ସୁପର ହିଟ୍ କରି ଦେଇ ଥିଲା । ହେଲେ ବହୁତ ଦିନ ହେଲା ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ନିଜର ପାରିବାରିକ ବିବାଦ କୁ ନେଇ କିଛି ସମସ୍ୟା ରେ ଥାଇ ମଧ୍ୟ ସେ ଗରିବା ଗୁରୁବା ଲୋକ ମାନଙ୍କୁ ସାହାଯ୍ୟ ର ହାତ ବଢାଉଛନ୍ତି ।

barsha 1

ତେବେ ନୂଆ ବର୍ଷ 2023 ଉପଲକ୍ଷେ ଶୁଭେଚ୍ଛା ଏବଂ ଶୁଭ କାମନା ଜଣେଇଛନ୍ତି । ଏହି ବର୍ଷ ଖୁସୀ ଏବଂ ଆନନ୍ଦର ବର୍ଷା ସହିତ ସମସ୍ତ ଙ୍କ ପାଇଁ ଖୁସୀ ଶାନ୍ତି ସମୃଦ୍ଧି ର ବାର୍ତ୍ତା ନେଇ ଆସୁ ବୋଲି ଭଗବାନ ଙ୍କ ନିକଟରେ ଜଣେଇଛନ୍ତି ।

ତେବେ ଏହି ଦିନରେ ବର୍ଷା ନିଜର ସୋସିଆଲ ମିଡିଆ ରେ କିଛି ପୋଷ୍ଟ କରିଛନ୍ତି ଲୋକପ୍ରିୟ ଓଡିଆ ଚେନ୍ନାଲ ନନ୍ଦୀଘୋଷ ସକାଳ ଅନୁକୂଲ୍ୟ ରେ ନୂଆ ବର୍ଷ ଅବସରରେ ଆୟୋଜିତ ନିଝୁମ ରାତିର ସାଥି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ମୋ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ରହିଥିଲା ବୋଲି ସେ ନିଜର ପୋଷ୍ଟ ମାଧ୍ୟମରେ ଜଣେଇଛନ୍ତି । ତେବେ ଆପଣ ମାନେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କୁ କେତେ ପରିମାଣ ରେ ଭଲ ପାଆନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *