ଅନୁଭବଙ୍କ ପ୍ରତି ମୋ ପ୍ରେମ ଦେଖି ବର୍ଷା ଜଳି ଯାଉଥିବେ, ସେ ଜଳିଲେ ବି ମୋର ଢ଼ୋ: ରାଣୀ ପଣ୍ଡା

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ତୁମର ସବୁ ଜତ୍ନ ନେବି ତମେ ସକାଳେ ଉଠିଲେ ମୁଁ ତମ ଗୋଡ଼ ଧୋଇଦେବି ତମ ପାଇଁ ଭାତ ଚିକେନ ରାନ୍ଧିବି ସିଜା ଖାଦ୍ୟ କରି ତୁମକୁ ଖାଇବାକୁ ଦେବି ଏବଂ ଜୁସ୍ କରି ଦେବି ଯେମିତି ତୁମ ଦେହ ଭଲ ରହିବ ତମେ ସବୁବେଳେ ଫିଟ୍ ରହିବ । ତମେ ହେଉଚ ମୋ ଧନ ମୋ ପ୍ରେମ । ତୁମ ସହ ମୋ ଜୋଡି ଜନ୍ମ ଜନ୍ମର ।

ଏମିତି ଆମେ ନୁହେଁ ଏମିତି କହିଁଛନ୍ତି ନିଜେ ରାଣୀ ପଣ୍ଡା । ଖାଲି ସେତିକି ନୁହେଁ ବର୍ଷାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଣୀ ସେ କହିଁଛନ୍ତି ଅନୁଭବ ଙ୍କ ପ୍ରତି ମୋର ଭଲ ପାଇବା ପାଇଁ ଯଦି ବର୍ଷା ଙ୍କର ମନ ଜଳିପୋଡି ପାଉଁସ ହେଇ ଯାଉଛି ସେଥିରେ ମୋର କିଛି ଫରକ୍ ପଡିବ ନାହିଁ ।

rani 1

ମୁଁ ରାଣୀ ପଣ୍ଡା ଯିଏ ମୋ ଧନ ଅନୁଭବ କୁ ପୁରା ଖୋଲା ସୋପଟ୍ କରେ କାହାର ଦମ୍ ନାହିଁ ମୋ ଆଗରେ ଅୁଭବ ଙ୍କୁ ନେଇ କିଏ କଣ ଖରାପ କହିଦେବ । ତେବେ ରାଣୀଙ୍କ ପ୍ରେମ କାହାଣି ରେ ଅନୁଭବ ହେଉଛନ୍ତି ରଜା ।

ଅନୁଭବ ଙ୍କ ହାତ ଧରି ବାଟ ଚାଲିବାକୁ ଚାହିଁ ରହିଛନ୍ତି ରାଣୀ । ତେବେ ଅଲିଉଡ ଷ୍ଟ୍ରା ଅନୁଭବ ମାହାନ୍ତି ଏବଂ ଆଇଟମ୍ କୁଇନ୍ ରାଣୀ ପଣ୍ଡା ଙ୍କ ଭିତରେ କେମେଷ୍ଟ୍ରୀ କୁ ନେଇ ଏବେ ସବୁଠି ଚର୍ଚା । ଅନୁଭବ ମାହାନ୍ତି ରାଣୀ କୁ ଗୋଟିଏ ସଫା ହୃଦୟର ଝିଅ କହୁଥିବା ବେଳେ ରାଣୀ କହିଛନ୍ତି ଆଇ ଲଭ ୟୁ ଧନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *