ଓକିଲଙ୍କ ଜରିଆରେ ଚାର୍ଜସିଟ ରିସିଭ କରୁଛନ୍ତି କିନ୍ତୁ ନୋଟିସ୍ ପରେ ବି କୋର୍ଟରେ ହାଜର ହେଉନାହାନ୍ତି ବର୍ଷା

barsha 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋର୍ଟ ଯିବାକୁ ଭୟ କରୁଛନ୍ତି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କାଳେ ଗିରୋଫ ହୋଇଯିବେ ସେହି ଭୟରେ ଯାଉ ନାହାଁନ୍ତି କି କୋର୍ଟ । ନିଜେ ନଯାଇ ଓକିଲୋ କୁ ଆଗକୁ ଠେଲୁଛନ୍ତି କଣ ପାଇଁ । ଯଦି ଦୋଷ କରିନାହାଁନ୍ତି ତେବେ ଭୟ କରିବାରେ କଣ ରହିଛି । କୋର୍ଟ ବିନା ଦୋଷ ରେ କାହାରିକୁ ବି ଦଣ୍ଡ ଦିଅନ୍ତି ନାହିଁ । କଣ ପାଇଁ ଅଜଣା ଭୟରେ ଥରୁଛନ୍ତି ବର୍ଷା ପ୍ରିୟଦର୍ଶନୀ ।

ଏହା କହିବାର କାରଣ ହେଉଛି କି ଗତ ବର୍ଷ ନଭେମ୍ବର 17 ତାରିଖ ରେ ଦିଲ୍ଲୀର ପଟିଆଲା କୋର୍ଟ ବର୍ଷା ପ୍ରିୟଦର୍ଶନୀ ଏବଂ ତାଙ୍କ ଭଉଣୀ ଙ୍କ ନାମରେ ଏକ ଚାରସିଟ ଦାଖଲ କରିଥିଲେ । ଯେଉଁଥିରେ ଲେଖା ଥିଲା କି ସେ 2023 ଜାନୁଆରୀ 4 ତାରିଖ ରେ କୋର୍ଟ ରେ ହାଜର ହେବେ । ବର୍ଷା ଙ୍କୁ ଏହ ଚାରସିଟ ଦେବାକୁ ତଦନ୍ତ କାରୀ ଟିମ୍ କୁ ଦାୟୁତ୍ୱ ଦେଇଥିଲେ କୋର୍ଟ। ହେଲେ ତଦନ୍ତ କାରୀ ସଂସ୍ଥା ତାଙ୍କ ଦେଖା ନ ପାଇ ତାଙ୍କ ଗେଟ୍ ରେ ମାରି ଚାଲିଜାଇଥିଲା ।

barsha

ହେଲେ ନୋଟିସ ପରେ ବି କୋର୍ଟ ରେ ହାଜର ହେଲେନି ବର୍ଷା । ଜର୍ଜ ଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରେଇଲେ ଓକିଲୋ ଙ୍କ ଜରିଆରେ ଚାରସିଟ ରିସିବ କଲେ ହେଲେ ନିବେ ହାଜର ହେଲେ ନାହିଁ ଦିନେ ସ୍ୱାମୀ ଅନୁଭବ ଙ୍କ ବିରୋଧ ରେ ମାଳ ମାଳ ଅଭିଯୋଗ ଆଣି କୋର୍ଟ ଯାଉଥିଲେ ଆଜି ସେହି ଅଭିନେତ୍ରୀ ବର୍ଷା କାହିଁକି ଡରୁଛନ୍ତି କୋର୍ଟ କୁ । କଣ ସୁଜୁତ ଦଳେଇ ଙ୍କ ଅଭିଯୋଗ ସତ କି ଯେଉଁଥି ପାଇଁ ଭୟବିତ ବର୍ଷା ।

ଅନୁଭବ ମହାନ୍ତି ଙ୍କ ଅଙ୍ଗ ରଖି ସୁଜିତ ଦଳେଇ ଯିଏ ଏହି ସମୋନ ପଛର ନାୟକ 2019 ମସିହା ରେ ସୁଜିତ ଦଳେଇ ଙ୍କ ଜାତି କୁ ନେଇ ଅନୁଭବ ଙ୍କୁ ଗାଳି ଦେଇଥିଲେ ହେଲେ ଏହାକୁ ନେଇ କିଛି କହି ନଥିଲେ ସୁଜିତ ହେଲେ ଯେତେ ବେଳେ ବିବାଦ ବଢିଥିଲା ସେତେ ବେଳେ ସୁଜିତ ଦଳେଇ ଏହାକୁ ନେଇ ପଟିଆଲ୍ଲା କୋର୍ଟ ରେ ଅଭିଯୋଗ କରିଥିଲେ । ଜାହାକୁ ନେଇ ବର୍ଷାଙ୍କୁ ସୋମନ ହୋଇଥିଲା ଜାହାକୁ ନେଇ ଏବେ ପଟିଆଲ୍ଲା କୋର୍ଟ ମାମଲା ଜାରି କରିଛି ।

ଆଉ ସୁଜିତ ଦଳେଇ ଙ୍କ କେସ୍ ରେ ଏବେ ବର୍ଷା ଙ୍କୁ ଆସନ୍ତା 4 ତାରିଖ ରେ କୋର୍ଟ ରେ ହାଜର ହେବାକୁ ନୋଟିସ ରେ ଉଲ୍ଲେଖ ରହିଥିଲା। ତେବେ ଏହାକୁ ନେଇ କଣ ଆଗାମୀ ସମୟ ର ନିସ୍ପତି ରହିବ ବର୍ଷା ଙ୍କର ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *