ଜାତିକୁ ନେଇ ଇଙ୍ଗିତ କରିଥିଲେ ବର୍ଷା, ଏବେ ପୋଲିସ ତଦନ୍ତକୁ କରିବେ ସାମ୍ନା…

investigation

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ । ତେବେ ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି । ଆଉ ଯାହା କୁହାଯାଉଛି କି ଅନୁସୂଚିତ ଜାତି ଓ ଜନ ଜାତିର ଲୋକ ମାନଙ୍କୁ ନେଇକି ଇଙ୍ଗିତ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଏବଂ ଯେଉଁଥିପାଇଁ ହାଇକୋର୍ଟ ର ନିର୍ଦେଶ କ୍ରମେ ବର୍ତ୍ତମାନ ଭୁବନେଶ୍ୱର ର DCP ଙ୍କୁ ଘଟଣା ର ତଦନ୍ତ ଏବଂ ଘଟଣା ର ସତ୍ୟା ସତ୍ୟ ଜାଣିବା ପାଇଁ ମଧ୍ୟ କୁହାଯାଉଛି ।

ଯାହା କୁହାଯାଉଛି କି ଜାତି କୁ ବାରମ୍ବାର ଇଙ୍ଗିତ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆଉ ଯାହାକୁ ନେଇକି ବର୍ତ୍ତମାନ ତଦନ୍ତ କରିବ ଭୁବନେଶ୍ୱର DCP ଆଉ ଯେଉଁଥିପାଇଁ ବର୍ତ୍ତମାନ ତଦନ୍ତ କୁ ସାମ୍ନା କରିବେ ବର୍ଷା । ଆଉ ଯାହା କୁହାଯାଉଛି କି ଜାତି ଗତ ଭେଦ ଭାବ କାହିଁକି । ଯେଉଁଠି ଭଗବାନ ଙ୍କୁ ସୃଷ୍ଟି ରେ ସମସ୍ତଙ୍କୁ ସମାନ ବୋଲି କୁହାଯାଉଥିବା ବେଳେ ବର୍ଷା ଙ୍କୁ ମନରେ ଜାତି କୁ ନେଇକି ଭେଦ ଭାବ ସୃଷ୍ଟି ହୋଇଛି । ଆଉ ଯେଉଁଠି ପାଇଁ ଭୁବନେଶ୍ୱର ର ବବିଭିନ୍ନ ଥାନା ରେ ମଧ୍ୟ ମାମଲା ରୁଜୁ ହୋଇଛି ।

barsha 1

ଏହି ଘଟଣା କୁ ନେଇକ ବର୍ତ୍ତମାନ ଠିକ ଭାବରେ ତଦନ୍ତ ହୋଇ ପାରୁ ନ ଥିବାରୁ ଏହି ମାମଲା ର ତଦନ୍ତ ପାଇଁକି ବର୍ତ୍ତମାନ ସମସ୍ତ ଦାୟିତ୍ୱ ଦେଇଛି ଭୁବନେଶ୍ୱର DCP ଙ୍କୁ । ଆଉ ଯାହା କୁହାଯାଉଛି କି ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ନେଇକି ଜଣେ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ରେ ଭୁବନେଶ୍ୱର ହାଇକୋଟ ଏହି ଭଳି ଏକ ନିର୍ଦେଶ ଦେଇଛି ବୋଲି କୁହାଯାଉଛି ।

ତେବେ ଯାହା କୁହାଯାଉଛି କି ଭୁବନେଶ୍ୱର ବାସିନ୍ଦା ଉଷା ନାୟକ ଚନ୍ଦ୍ରଶେଖର ପୁର ରେ ଥାନା ରେ ଅଭିଯୋଗ କରିଥିଲେ ବର୍ଷା ଙ୍କୁ ନା ରେ । ହେଲେ କିଛି ଫଳ ନ ମିଳିବାରୁ ହାଇକୋଟ ର ଦ୍ୱାରସ୍ଥ ହୋଇଥିଲେ ଉଷା । ଆଉ ହାଇକୋର୍ଟ ତାଙ୍କୁ ଶୁଣାଣି ପାଇଁ ଗୁରୁବାର ଦିନ ଡକାଇ ଥିଲା । ଆଉ ରାଜ୍ୟ ପରାମର୍ଶ ଦାତା ଦର୍ଶାଇଛନ୍ତି କି ରାଜ୍ୟ ର ବିଭିନ୍ନ ପୋଲିସ ଷ୍ଟେସନ ରେ ଏହି ସମାନ ଅଭିଯୋଗ ବର୍ଷା ଙ୍କୁ ନଅ ରେ କରାଯାଇଛି ।

ଆଉ ଜାତି ଗତ ମାମଲା କୁ ନେଇକି ବର୍ଷା ଙ୍କ ନାଁ ରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ କିଛି ତଦନ୍ତ ନ କରୁଥିବାରୁ ମାମଲା ଦବି ଯାଉଛି । ଆଉ ଯେଉଁଥିପାଇଁ ହାଇକୋଟ ବର୍ତ୍ତମାନ ଏହିଭଳି ଏକ ନିର୍ଦେଶ ଦେଇଛି ବୋଲି କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *