ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ସିନେମା ରେ ଆଉ ଅଭିନୟ କରିବେ ନାହିଁ ଅଭିନେତା ବାବୁସାନ ମହାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ର ଏହି ଜବର୍ଦୋସ୍ତ ଅଭିନେତା 2008 ମସିହା ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ କାମ କରି ଆସୁଛନ୍ତି ନିଜର ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ସାରା ଓଡିଶା ର ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି ।
ତେବେ ବାବୁସାନ ଏବେ ଓଡିଆ ସିନେମା ରେ କାମ କରିବେ ନାହିଁ ବୋଲି ଗୋଟେ ଭିଡ଼ିଓ ମାଧ୍ୟମ ରେ କହିଛନ୍ତି । ଆଉ ତାହାବି ପୁଣି ତାଙ୍କର ଗୋଟିଏ ସୁଟିଂ ସେଟ ରେ ତେବେ ଆଗାମୀ ଦିନ ମାନଙ୍କରେ ଶୀବାନୀ ଙ୍କ ସହିତ ବାବୁ ସାନ ଙ୍କ ଗୋଟିଏ ନୂଆ ଓଡିଆ ଫିଲ୍ମ ରିଲିଜ୍ ହେବା ପାଇଁ ଯାଉଛି । ଆଉ ଏହି ଫିଲ୍ମ ରେ ସୁଟିଂ ସେଟ୍ ରେ ବହୁତ ପରିଶ୍ରମ କରୁଥିବାର ନଜର ଆସିଛନ୍ତି ।
ବାବୁସାନ 950 ରୁ ଅଧିକ ପାହାଚ ଚଢି ଥକି ପଡିଛନ୍ତି ବାବୁସାନ ନ ଆଉ ଏହି କାରଣ ରୁ ସେ କହିଛନ୍ତି ଯେ ସୁଟିଂ ସେଟ୍ ରେ ଏତେ କଷ୍ଟ ଯେଉଁଥି ପାଇଁ ସେ ଆଗାମୀ ଦିନ ମାନଙ୍କରେ ଆଉ ଫିଲ୍ମ କରିବେ ନାହିଁ । ତାହାଲେ ଏହା ଥିଲା ବନ୍ଧୁଗଣ ଗୋଟିଏ ମଜାକ୍ ର ଭିଡ଼ିଓ ।
ତାହାଲେ ବନ୍ଧୁଗଣ ଆଗାମୀ ଦିନ ମାନଙ୍କରେ ବାବୁସାନ ଙ୍କ ଗୋଟିଏ ଜବର୍ଦୋସ୍ତ ଓଡିଆ ଫିଲ୍ମ ରିଲିଜ ହେବା ପାଇଁ ଯାଉଛି । ଯେଉଁଥିରେ ଆପଣ ମାନେ ଗୋଟିଏ ଫ୍ରେସ୍ ଷ୍ଟୋରୀ ସହିତ ଗୋଟିଏ ଜବର୍ଦୋସ୍ତ ଅଭିନୟ ଦେଖିବା ପାଇଁ ପାଇଯିବେ । ଆଉ ଫିଲ୍ମ ରେ ଆପଣ ମାନେ ବାବୁସାନ ଙ୍କ ସହିତ ଶୀବାନୀ ଙ୍କୁ ମଧ୍ୟ ଅଭିନୟ କରୁଥିବାର ଦେଖିବା ପାଇଁ ପାଇବେ ।
ତାହାଲେ ଏହି ଫିଲ୍ମ ଟି ଆସନ୍ତା ରଜରେ ରିଲିଜ୍ ହେବ । ତାହାଲେ ଆପଣ ମାନଙ୍କୁ ବାବୁସାନ କେମିତି ଲାଗନ୍ତି ତାଙ୍କର ସିନେମା ଗୁଡିକ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।